Posted inଖେଳ

ସୁନ୍ଦରଙ୍କ ଚମତ୍କାର ଇନିଂସ: ଭାରତ ପ୍ରଥମ ଇନିଂସରେ ୩୩୭ ରନ୍‌ରେ ଅଲଆଉଟ୍‌

ଚେନ୍ନାଇ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୩୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡର ପ୍ରଥମ ଇନିଂଶ ସ୍କୋର ୫୭୮ ରନ୍‌ ଜବାବରେ ଭାରତ ୩୩୭ ରନ୍‌ କରିବାରେ ସମର୍ଥ ହୋଇଛି। ଏଥିସହ ଘରୋଇ ଦଳ ଏବେ ବି ୨୪୧ ରନ୍‌ ପଛରେ ରହିଛି। ଭାରତ ପକ୍ଷରୁ ଓ୍ବାଶିଟନ୍‌ ସୁନ୍ଦର ଚମତ୍କାର ଖେଳି ୧୩୮ ବଲ୍‌ରେ ୧୨ଟି ଚୌକା ଏବଂ ୨ଟି ଛକା ସହ ୮୫ ରନ୍‌ରେ ଅପରାଜିତ ରହିଥିଲେ। ଏହାସଭୟ ଭାରତର ପକ୍ଷରୁ ଚେତେଶ୍ୱର ପୂଜାର ୭୩, ରିଷଭ ପନ୍ତ ୯୧ ରନ୍‌ର ପାଳି ଖେଳିଥିଲେ। ଇଂଲଣ୍ଡ ତରଫରୁ ଜେମ୍ସ ଆଣ୍ଡରସନ୍‌, ଜୋଫ୍ରା ଆର୍ଚର ଏବଂ ଜ୍ୟାକ୍‌ ଲିଚ୍‌ ୨-୨ ଲେଖାଏ ଉଇକେଟ୍‌ ନେଇଥିଲେ। ୨୪୧ ରନ୍‌ ଆଗୁଆ ସହ ଇଂଲଣ୍ଡ ତାର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାର୍ଜଶିଟ୍‌ ନ ଦେଖିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବନି: ବିସିସିଆଇ

ନୂଆଦିଲ୍ଲୀ, ୨।୯- ଘରୋଇ ହିଂସା ମାମଲାରେ କ୍ରିକେଟର୍‌ ମହମ୍ମଦ ଶାମିଙ୍କ ନାମରେ ଗିରଫ ପର୍‌ଓ୍ବାନା ଜାରି ହୋଇଛି। ଆଗାମୀ ୧୫ ଦିନ ମଧ୍ୟରେ କୋର୍ଟରେ ହାଜର...

ହକି ଇଣ୍ଡିଆ ପୁରସ୍କାର ଦୌଡ଼ରେ ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୪।୩- ହକି ଇଣ୍ଡିଆ ବାର୍ଷିକ ପୁରସ୍କାରର ତୃତୀୟ ସଂସ୍କରଣ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ହକି ତାରକା ମାନଙ୍କୁ ପୁରସ୍କାର ଆକାରରେ...

ଗର୍ଲଫ୍ରେଣ୍ଡ ସହ ଫଟୋ ଶେୟାର କଲେ ପନ୍ତ

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟରେ ଭଲ ଉଇକେଟ କିପ୍‌ର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ତାଙ୍କ ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନୂଆବର୍ଷ ଆରମ୍ଭରୁ ସେ...

କରୋନାରୁ ଆରୋଗ୍ୟ ହେଲେ କରୁଣ ନାୟାର

ନୂଆଦିଲ୍ଲୀ, ୧୪ା୮ (ପି.ଟି.)-ଭାରତ ଓ କିଙ୍ଗ୍ସ ଇଲେଭେନ୍‌ ବ୍ୟାଟ୍ସମ୍ୟାନ କରୁଣ ନାୟାର କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର...

ପ୍ରୀତି ଜିଣ୍ଟାଙ୍କ ପୋଷ୍ଟରେ ଶ୍ରୀସନ୍ତ ଲେଖିଲେ ଏଭଳି କିଛି; ଟୁଇଟରରେ ଟ୍ରେଣ୍ଡ କଲା‘ ଶ୍ରୀସନ୍ତ ଫର୍‌ ଆଇପିଏଲ୍‌’

ନୂଆଦିଲ୍ଲୀ,୨୦।୨: ଆଇପିଏଲ୍‌ ୧୪ ଲାଗି ଆୟୋଜିତ ଖେଳାଳି ନିଲାମୀ ପ୍ରକ୍ରିୟାରେ ଅନେକ ଖେଳାଳି ବିକ୍ରି ହୋଇଛନ୍ତି। କିଛି କୋଟି କୋଟି ଟଙ୍କା ରୋଜଗାର କରିଥିବା ବେଳେ...

ଆଶେସ ଚତୁର୍ଥ ଟେଷ୍ଟ: ବନର୍‌ସ, ରୁଟ୍‌ଙ୍କ ଅର୍ଦ୍ଧଶତକ

ମାଞ୍ଚେଷ୍ଟର,୭।୯- ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି...

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କଲେ ରମେଶ

ବେଙ୍ଗାଲୁରୁ ୧୭ା୬ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ହକି କୋଚ୍‌ ରମେଶ ପରମେଶ୍ୱରନ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କରିଛନ୍ତି। କୋଚିଂରେ...

ଆଜି ଖେଳାଯିବ ଦ୍ୱିତୀୟ ଟି୨୦: ଜାଣନ୍ତୁ କେତେବେଳେ ଏବଂ କେଉଁଠି ଦେଖିବେ

ନୂଆଦିଲ୍ଲୀ,୧୩।୩: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଭାରତୀୟ ଅଧିନାୟକ ବିରାଟ...

Advertisement
Archives

Model This Week