ସିଜେଆଇଙ୍କୁ ଚିଠି ଲେଖିଲେ ଛାତ୍ରୀ

କରୋନାରେ ଲୋକଙ୍କ କଷ୍ଟ ବୁଝି ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରଭାବୀ ଢଙ୍ଗରେ ହସ୍ତକ୍ଷେପ କରିଥିବାରୁ ସିଜେଆଇ ଏନ୍‌. ଭି. ରମାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେରଳର ୫ମ ଶ୍ରେଣୀ ଛାତ୍ରୀ ଲିଡ୍‌ଓ୍ବିନା ଜୋସେଫ୍‌। ମହାମାରୀ ସଙ୍କଟରେ ତୁରନ୍ତ ଅକ୍ସିଜେନ୍‌ ଯୋଗାଣ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେବା ଏବଂ ସମସ୍ତଙ୍କୁ ମାଗଣା ଟିକା ଯୋଗାଇବାରେ ସିଜେଆଇଙ୍କ ଭୂମିକା ବେଶ୍‌ ପ୍ରଶଂସନୀୟ ଏବଂ ଏଥିପାଇଁ ସେ ଗର୍ବିତ ବୋଲି ଜୋସେଫ୍‌ ଲେଖିଛନ୍ତି। ପତ୍ରରେ ସେ ଏକ ଚିତ୍ର ମଧ୍ୟ ଆଙ୍କିଛନ୍ତି, ଯେଉଁଠି ନ୍ୟାୟାଳୟ କରୋନା ଉପରେ ପ୍ରହାର କରୁଥିବା ଦେଖିବାକୁ ମିଳିଛି। ଏଭଳି ‘ସୁନ୍ଦର ପତ୍ର’ ପାଇଁ ଜୋସେଫ୍‌ଙ୍କୁ ସିଜେଆଇ ଶୁଭକାମନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଗୁଜରାଟର ପୂର୍ବତନ କୃଷି ମନ୍ତ୍ରୀ ଆହତ

ଗାନ୍ଧୀନଗର,୨୮।୧୦: ଗୁଜରାଟର ଆମରେଲି ସାବରକୁନ୍ଧଲା ରାଜପଥରେ ଶୁକ୍ରବାର ଏକ କାର୍‌ ଏକ ଯାତ୍ରୀବାହୀ ରିକ୍ସା ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ...

ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳ ହରାଇବା ଭୟ ଘାରିଲାଣି ଉଦ୍ଧବଙ୍କୁ

ମୁମ୍ବାଇ,୯ ।୭: ମହାରାଷ୍ଟ୍ରରେ ଶିବସେନା ସହ ମନୋମାଳିନ୍ୟ ହୋଇ ଏକନାଥ ଶିନ୍ଦେ ସରକାର ଗଠନ ତ କରିନେଲେ । ହେଲେ ଏବେ ନିର୍ବାଚନ ଚିହ୍ନକୁ ନେଇ...

ଭାକ୍ସିନ୍‌, ମାସ୍କ ସହ ଗଣେଶ

ଅହମଦାବାଦ: ଗଣେଶ ପୂଜା ପାଇଁ ଏବେଠାରୁ ମୂର୍ତ୍ତି ତିଆରି ଆରମ୍ଭ ହୋଇଗଲାଣି। ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଶୈଳୀରେ ଗଜାନନ ମୂର୍ତ୍ତି ନିର୍ମାଣ ଚାଲିଛି। ଏହି...

ନୋଟ ଉପରୁ ହଟାଯିବ କି ମହାତ୍ମା ଗାନ୍ଧୀଙ୍କ ଛବି, ସ୍ପଷ୍ଟ କଲା ଆରବିଆଇ

ନୂଆଦିଲ୍ଲୀ,୬ ।୬: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ବର୍ତ୍ତମାନ ଚାଲୁଥିବା କରେନ୍ସି ନୋଟ ଓ ବ୍ୟାଙ୍କ ନୋଟ୍ସରୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇଦେବା ଖବରକୁ...

ଭାରତକୁ ତାଲିବାନର ଚେତାବନୀ

ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ପୁଣି ତାଲିବାନର ଶାସନ ଚାଲିବ । ଆତଙ୍କବାଦୀ ସଙ୍ଗଠନ ତାଲିବାନ ହାତକୁ ଦେଶର ଶାସନ ଡୋରି ଚାଲିଯାଇଛି । ରାଷ୍ଟ୍ରପତି ଅଶରଫ...

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଁ ତାଲିବାନକୁ ଦାୟୀ କଲେ ଭାଜପା ବିଧାୟକ

ନୂଆଦିଲ୍ଲୀ,୫।୯: କିଛ ଦିନ ହେଲା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ଅନେକ ସହରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦...

ବେଙ୍ଗାଲୁରୁ ଡାକ୍ତରଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୧ା୯: ଭାବୀସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ଶେୟାର କରିବାରୁ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବିଟିଏମ୍‌ ଲେଆଉଟରେ ରହୁଥିବା ଡା. ବିକାଶ...

ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌: ମୋଦି କଲେ ଘୋଷଣା

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ସୁରକ୍ଷା...

Advertisement
Archives

Model This Week