Posted inଜାତୀୟ

୪ ହଜାର ପରିବାରଙ୍କ ଘର ଭଙ୍ଗାରେ ଲାଗିଲା ରୋକ…

ଡେରାଡୁନ,୫।୧ : ଉତ୍ତରାଖଣ୍ଡ ହାଲଦ୍ୱିନରେ ରେଲଓ୍ବେର ୭୮ ଏକର ଜମିରେ ବେଆଇନ ଭାବେ ବାସ କରୁଥିବା ୪ ହଜାର ପରିବାରର ୫୦ ହଜାର ଲୋକଙ୍କ ଉପରେ ଥିବା ସଙ୍କଟ ଟଳି ଯାଇଛି। ସୁପ୍ରିମ୍‌କୋର୍ଟ ସେମାନଙ୍କର ଘର ଭଙ୍ଗା ଉପରେ ଗୁରୁବାର ରୋକ ଲଗାଇଛନ୍ତି। ସେମାନଙ୍କୁ ଅନ୍ୟତ୍ର ଯିବା ଲାଗି ଦିଆଯାଇଥିବା ଏକ ସପ୍ତାହ ସମୟ ସୀମା କମ୍‌ ବୋଲି ଶୀର୍ଷ କୋର୍ଟ କହିଛନ୍ତି।

ବିଚାରପତି ସଞ୍ଜୟ କିଶନ କୌଲ ଏବଂ ଅଭୟ ଏସ ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବାସ କରୁଥିବା ଲୋକଙ୍କର ଥଇଥାନ ଉପରେ ପ୍ରଥମେ ଆଲୋଚନା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ୧୦ ମୃତ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମମତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

କୋଲକାତା,୧୧ା୧୧(ପି.ଟି.): ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗ ଉପକୂଳ ଜିଲାଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବା ପରେ ବାଂଲାଦେଶରେ ପ୍ରବେଶ କରିଛି। ଏଥିରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ...

ପାର୍ଲେ-ଜି ଏସବୁ ଚ୍ୟାନେଲକୁ ଦେବନି ବିଜ୍ଞାପନ

ମୁମ୍ବାଇ,୧୨।୧୦: ବଜାଜ କମ୍ପାନୀ ପରେ ଏବେ ବିସ୍କୁଟ ତିଆରି କରୁଥିବା କମ୍ପାନୀ ପାର୍ଲେ-ଜି ନିଜ ବିଜ୍ଞାପନକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ସମାଜରେ ବିଷ...

ଏଲ୍‌ଓସିରେ ପାକିସ୍ତାନୀ ଡ୍ରୋନ୍‌…

ଶ୍ରୀନଗର, ୯।୬ : ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍‌ ପ୍ରାୟ ୪ଟା ୧୫ ସମୟରେ ଏଲ୍‌ଓସିର ଜମ୍ମୁ ଡିଭିଜନର ଆର୍ନିଆ ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନ ଆକାଶ...

ମୁମ୍ବାଇରେ ଲାଗିଲା ୧୪୪ ଧାରା

ମୁମ୍ବାଇ,୧୦।୯: ଆଜି ଗଣେଶ ଚତୁର୍ଥୀ। ଆଗାମୀ ୧୦ ଦିନ ପାଇଁ ଗଣେଶ ପୂଜା ମହାରାଷ୍ଟ୍ର ସହିତ ସମଗ୍ର ଦେଶରେ ପାଳନ କରାଯିବ। କିନ୍ତୁ କରୋନା ସଂକ୍ରମଣ...

ଭାଜପା-ବାମଦଳ ସମର୍ଥକ ମୁହାଁମୁହିଁ

କୋଲକାତା,୭ା୧(ଆଇଏଏନ୍‌ଏସ୍‌): ଜେଏନ୍‌ୟୁ କ୍ୟାମ୍ପସ୍‌ ହିଂସା ପ୍ରତିବାଦରେ ସୋମବାର ପଶ୍ଚିମବଙ୍ଗର ଯାଦବପୁର ଅଞ୍ଚଳରେ ର଼୍ୟାଲି ଚାଲିଥିବାବେଳେ ବାମଦଳ ଓ ଭାଜପା ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଉତ୍ତ୍ୟକ୍ତ...

ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ବନ୍ଦ

ନୂଆଦିଲ୍ଲୀ,୨୩।୩ (ପି.ଟି.): ନିର୍ବାଚନ ହେବାକୁ ଥିବା ସମସ୍ତ ଆସନରେ ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲିକୁ ନିର୍ବାଚନ କମିଶନ ନିଷିଦ୍ଧ କରିଛନ୍ତି। ଅର୍ଥାତ୍‌ ଭୋଟଦାନ...

୧୦୮ବର୍ଷ ପରେ ତୁଟିଲା ବିହାର ଜମି ବିବାଦ

ପାଟନା,୨୧।୫: ଜମି ସଂକ୍ରାନ୍ତ ଏକ ମାମଲାର ସମାଧାନ ପାଇଁ ୧୦ କି ୨୦ ବର୍ଷ ନୁହେଁ ଲାଗିଯାଇଛି ୧୦୮ ବର୍ଷ। ପାଟନାର ଭୋଜପୁର ଜିଲାର ଏ...

‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’: ୨୦୧୯ର ଗୋଲ୍ଡେନ୍‌ ଟୁଇଟ୍‌

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମୟରେ ଟୁଇଟରରେ ଦେଇଥିବା ସ୍ଲୋଗାନ୍‌ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’କୁ ଟୁଇଟର ପକ୍ଷରୁ ୨୦୧୯...

Advertisement
Archives

Model This Week