ଏମିତି ଅଜବ ପ୍ରଶ୍ନ ପଚାରି ଟ୍ରୋଲ ହେଲେ ସୋନମ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆରେ ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଯାହାକୁ ନେଇ ସେ ଟ୍ରୋଲ ହେଉଛନ୍ତି। ଭାରତରେ କେବେ କରୋନା ଟିକା ଦିଆଯିବ ବୋଲି ସୋନମ ସୋସିଆଲ ମିଡିଆରେ ପଚାରିଥିଲେ। ସେ ଲେଖିଛନ୍ତି, ମୁଁ ବୁଝିପାରୁନି ଆମ ଜେଜେମା ଆଉ ଜେଜେ ବାପା କେବେ କରୋନା ଟିକା ନେବେ। ଯାହାକୁ ନେଇ ମୁଁ ଦ୍ୱନ୍ଦ୍ୱରେ ରହିଛି।

ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ହୋଇସାରିଥିବା ବେଳେ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ଦିଆଯିବାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର ସୂଚନା ବି ଦେଇଛନ୍ତି। ତଥାପି ସୋନମ ଏପରି ପ୍ରଶ୍ନ ପଚାରିବା ନେଇ ଟ୍ରୋଲ ହୋଇଛନ୍ତି। ୟୁଜରମାନେ କହିଛନ୍ତି, ଯଦି ଏ ବିଷୟରେ ଜାଣିନା ତେବେ ସରକାରୀ ସାଇଟ୍‌ ଯାଇ ଚେକ୍‌ କରନ୍ତୁ। କିଛି ଲୋକ ତାଙ୍କୁ ନ୍ୟୁଜ୍‌ ଦେଖିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। କିଛି ଲୋକ ପ୍ରକାଶ ଜାଭେଦକର ଦେଇଥିବା ସୂଚନା ସମ୍ପର୍କରେ କହି ଟ୍ରୋଲ କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଆପଣଙ୍କ ଫୋନ୍‌ରେ ଗୁଗୁଲ ନାହିଁ କି? ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ନ୍ୟୁଜ୍‌ ପେପର ପଢୁନାହାନ୍ତି ବୋଧେ। ଆଉ ଜଣେ ଲେଖିଛନ୍ତି, ଟିକେ ସାଧାରଣ ଜ୍ଞାନର ବ୍ୟବହାର କର। ଅଫିଇସିଆଲ ସାଇଟ୍‌କୁ ଯାଅ ସବୁ ଜାଣିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନରେ ରହି ଚାଷ କରୁଛନ୍ତି ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ଏବେ ଅଧିକାଂଶ ସମୟ ତାଙ୍କ ଫାର୍ମ ହାଉସରେ କାଟୁଛନ୍ତି। ଏହାସହ କରୋନା ଭାଇରସକୁ ନେଇ ଏବେ...

ଗଲଓ୍ବାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ

ଗଲଓ୍ବାନ ଘାଟିରେ ହୋଇଥିବା ଭାରତ ଏବଂ ଚୀନ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷର କାହାଣୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ଏଲ୍‌ଏସିରେ ୨୦ ଭାରତୀୟ ଯବାନଙ୍କ...

‘ଗୁଞ୍ଜନ ସକ୍ସେନା-ଦି କାର୍‌ଗିଲ ଗର୍ଲ’ରେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ‘ଗୁଞ୍ଜନ ସକ୍ସେନା-ଦି କାର୍‌ଗିଲ ଗର୍ଲ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। କାର୍‌ଗିଲ ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ...

ପ୍ରବାସୀଙ୍କୁ ଘରକୁ ପଠାଇବାର ଅନୁଭୂତିକୁ ଶେୟାର କରିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ହଜାର ହଜାର ପ୍ରବାସୀଙ୍କୁ ସହୟତା କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ନିଜର ଅନୁଭୂତିକୁ...

ଏକାନ୍ତରେ ରହୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ଗତ ବର୍ଷ ଦେହାନ୍ତ ହୋଇଛି। ଦିଲୀପ କୁମାରଙ୍କ ବିୟୋଗ ପରେ ତାଙ୍କ ସ୍ତ୍ରୀ ସାଇରା ବାନୋ ସମ୍ପୂର୍ଣ୍ଣ ଭାଙ୍ଗି...

ଆଖିରୁ ଲୁହ ଗଡ଼ାଇ ଟ୍ରୋଲ୍‌ ହେଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର୍‌ ନେହା କକ୍କର ଏବେ ଚର୍ଚ୍ଚାରେ ଅଛନ୍ତି। ଛୋଟ ପରଦାରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ...

ଯୁବତୀ ବେଶରେ ନବାଜୁଦ୍ଦିନ

ବମ୍ବେ: ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ଭର୍ସାଟାଇଲ୍‌ ଅଭିନେତା ନବାଜୁଦ୍ଦିନ ସିଦ୍ଧକି। ପ୍ରଥମ ଥର ଲାଗି ଫିଲ୍ମରେ ସେ ଜଣେ ଟ୍ରାନ୍ସଜେଣ୍ଡର...

ପୁଅର ଫିଲ୍ମ ଦେଖି କାନ୍ଦି ପକାଇଥିଲେ ଜାଭେଦ୍‌ ଅଖତର…

ମୁମ୍ବାଇ,୧୭।୧: ଗୀତିକାର ଜାଭେଦ୍‌ ଅଖତର୍‌ଙ୍କୁ ରବିବାର ୭୬ ବର୍ଷ ପୂରଣ ହୋଇଛି। ସେ ୭୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ...

Advertisement
Archives

Model This Week