କୁର୍ତ୍ତି ସହ ସ୍କର୍ଟ

ଫ୍ୟାଶନ ଟ୍ରେଣ୍ଡରେ ଅଲଗା ଦେଖାଯିବା ପାଇଁ ସ୍କର୍ଟ ସହ କୁର୍ତ୍ତି ମ୍ୟାଚ କରି ପିନ୍ଧିପାରିବେ। ଏହା ପିନ୍ଧିବା ପାଇଁ ଆରାମଦାୟକ
ହେବା ସହିତ ଏଥେନିକ୍‌ ଲୁକ୍‌ ଦେବ…

ସର୍ଟ କୁର୍ତ୍ତି ପିନ୍ଧିବାକୁ ପସନ୍ଦ କରୁଥିଲେ ମ୍ୟାଚ କରି ସ୍କର୍ଟ ପିନ୍ଧିପାରିବେ। ଏହା ସହିତ ଦୁପଟା ବି ପକାଇପାରିବେ। ଏଭଳି ପୋଷାକ ବହୁତ ସୁନ୍ଦର ଲାଗିବ। ଏହା ସହିତ ମ୍ୟାଚିଂ କରି ଇୟରରିଂ ପିନ୍ଧିଲେ ଭଲ ଲାଗିବ।
ବିବାହ ଉତ୍ସବ କିମ୍ବା ସ୍ବତନ୍ତ୍ର ଦିନଗୁଡ଼ିକରେ ଲଙ୍ଗ୍‌ ଅନାରକଲି ସହିତ ସ୍କର୍ଟ ପିନ୍ଧିପାରିବେ। ଏହି ପୋଷାକ ସହ ହେଭି ଦୁପଟା ସୁନ୍ଦର ଲାଗିବ। ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧିଲେ ବି ଏହି ପୋଷାକ ସହ ଭଲ ଲାଗିବ।
ସିମ୍ପଲ ଓ ଷ୍ଟ୍ରେଟ୍‌ କୁର୍ତ୍ତି ସହିତ ମ୍ୟାଚ୍‌ କରି ବିଭିନ୍ନ ରଙ୍ଗର ସ୍କର୍ଟ ପିନ୍ଧି ଆପଣ ଅଫିସ୍‌, ମାର୍କେଟ କିମ୍ବା ଯେକୌଣସି ସ୍ଥାନକୁ ଯାଇପାରିବେ। ଏହି ପୋଷାକ ଉଭୟ ଫର୍ମାଲ ଏବଂ କାଜୁଆଲ୍‌ ଲୁକ୍‌ ଦେବ। ଦୁପଟା ପକାଇ ଆପଣ ଚାହିଁଲେ ନିଜକୁ ଏକ ଟ୍ରାଡିଶନାଲ୍‌ ଲୁକ୍‌ ବି ଦେଇପାରିବେ।
ବିଭିନ୍ନ ଡିଜାଇନର କୁର୍ତ୍ତିକୁ ମଧ୍ୟ ମ୍ୟାଚ୍‌ କରି ସ୍କର୍ଟ ସହ ପିନ୍ଧିହେବ। ଯେକୌଣସି ପ୍ରକାର କୁର୍ତ୍ତି ସହ ସ୍କର୍ଟ ପିନ୍ଧି ଇୟରରିଂ ଓ ଅନ୍ୟ ଗହଣା ଲଗାଇ ଭିନ୍ନ ଭିନ୍ନ ଲୁକ୍‌ ଦେଇହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?