Posted inଜାତୀୟ

ମମତା ଗଡକୁ ଡେଇଁଲେ ଉଦ୍ଧବ

ମୁମ୍ବାଇ,୧୭।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶିବସେନା ଘୋଷଣା କରିଛନ୍ତି। ଶିବସେନା ଏମ୍‌ପି ସଞ୍ଜୟ ରାଉତ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ ଟୁଇଟ ଯୋଗେ କହିଛନ୍ତି- ଏହି ଖବର ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲା। ଦଳର ମୁଖ୍ୟ ଶ୍ରୀ ଉଦ୍ଧବ ଠାକରେଙ୍କ ସହିତ ଆଲୋଚନା ପରେ ଶିବସେନା ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ଶୀଘ୍ର କୋଲକାତାରେ ପହଞ୍ଚୁଛୁ, ଜୟ ହିନ୍ଦ, ଜୟ ବଙ୍ଗଳା। ପଶ୍ଚିମବଙ୍ଗରେ ଶିବସେନା ଲଢିବା ନେଇ ଘେଶଷଣା କରିବା ପରେ ରାଜନୈତିକ ଉଷ୍ମତା ଆହୁରି ବଢିଯାଇଛି। ପୂର୍ବରୁ ଭାଜପା, ଏଆଇଏମ୍‌ଆଇଏମ୍‌ ମଧ୍ୟ ପଶ୍ଚିମବଙ୍ଗରେ ନିର୍ମାଚନ ଲଢିବା ନେଇ ଘୋଷଣା କରିଥିଲା। ଏବେ ଶିବସେନାର ଏଣ୍ଟ୍ରି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ପାଇଁ ଚିନ୍ତା ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ସିଏଏ, ଏନ୍‌ଆର୍‌ସି ତାତି

ନୂଆଦିଲ୍ଲୀ/କୋଲକାତା, ୧୭ା୧୨(ପି.ଟି.): ଦେଶରେ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉନି। ଉତ୍ତରପୂର୍ବାଞ୍ଚଳ ପରେ...

ରାସ୍ତାରେ କରୋନା ଟେଷ୍ଟ: ବିରୋଧ କରିବାରୁ ମାଡ଼ ମାରିଲେ ସ୍ବାସ୍ଥ୍ୟ ଅଧିକାରୀ

ବେଙ୍ଗାଲୁରୁ,୨୫।୫: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ସହ ର୍ଦୁବ୍ୟବହାର କରାଯାଇଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। ହେଲେ...

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୃତଦେହକୁ ନେଇ ବାହାରିଲା ଶୋଭାଯାତ୍ରା !

କାନପୁର,୧୮।୬: ଉତ୍ତର ପ୍ରଦେଶର କାନପୁରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୃତଦେହର ଏକ ପୁତ୍ତଳିକାକୁ ନେଇ କେତେଜଣ ଲୋକ ଶୋଭାଯାତ୍ରାରେ ସଂସ୍କାର କରିବାକୁ ବାହାରି ଥିବା...

ଟ୍ରମ୍ପ୍‌ ଦେଖିବେନି ଗୁଜରାଟ ଦାରିଦ୍ର୍ୟ: ଝୁମ୍ପୁଡ଼ି ବସ୍ତି ଆଗରେ ତିଆରି ହେଲା ପ୍ରାଚୀର

ଅହମଦାବାଦ୍‌,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆସନ୍ତା ୨୪-୨୫ରେ ଭାରତ ଗସ୍ତରେ ଆସିବେ। ସେ ଗୁଜରାଟର ଅହମଦାବାଦରେ କେମ୍‌ ଛୋ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଟ୍ରମ୍ପ୍‌ଙ୍କ...

ସୁପ୍ରିମକୋର୍ଟରେ କର୍ନାଟକ ଶୁଣାଣି:ଆଜି ରିପୋର୍ଟ ଦାଖଲ କରିବେ ବାଚସ୍ପତି

ନୂଆଦିଲ୍ଲୀ/ ବେଙ୍ଗାଲୁରୁ,୧୧ା୭(ପି.ଟି):କର୍ନାଟକରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏପଟେ ଅସନ୍ତୁଷ୍ଟ ବିଧାୟକମାନେ ଇସ୍ତଫା ଦେବାରେ ଲାଗିଥିବାବେଳେ ଅନ୍ୟପଟେ ସୁପ୍ରିମକୋର୍ଟରେ ଏହାର ବିଚାର ଆରମ୍ଭ ହୋଇଛି। ଏହିକ୍ରମରେ ଗୁରୁବାର...

ପ୍ରଶାନ୍ତଙ୍କୁ ଟାର୍ଗେଟ କଲେ ତେଜସ୍ୱୀ

ପାଟନା,୮ ।୫: ଗତ ୩୦ ବର୍ଷ ହେବ ବିହାରରେ କୌଣସି ବିକାଶ ହୋଇନାହିଁ । ଏମିତି ଏକ ବୟାନ ଦେଇଛନ୍ତି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ...

ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜୌରୀରେ ପିଙ୍କ୍‌ ଭ୍ୟାନ୍‌ ସେବା ଆରମ୍ଭ

ଶ୍ରୀନଗର,୧୨।୧୦: ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଜମ୍ମୁ-କଶ୍ମୀର ରାାଜୌରୀରେ ପିଙ୍କ୍‌ ଭ୍ୟାନ୍‌ ସେବା ଆରମ୍ଭ ହୋଇଛି। ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳନ ଅବସରରେ...

ଅର୍ଥମନ୍ତ୍ରୀ ନେଲେ କରୋନା ଟିକା

ଓ୍ବାୟନାଡ଼,୪।୩: କରୋନା ଟିକାର ସାର୍ବଜନୀକ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଟିକା ନେଇଛନ୍ତି। ସେ ଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତ ଫୋର୍ଟିସ୍‌ ହସ୍ପିଟାଲରେ...

Advertisement
Archives

Model This Week