Posted inଜାତୀୟ

‘ଗୋ କ୍ୟାବିନେଟ’ର ପ୍ରଥମ ବୈଠକ କଲେ ଶିବରାଜ

ଭୋପାଳ,୨୨ ।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଭୋପାଳରେ ‘ଗୋ କ୍ୟାବିନେଟ’ର ପ୍ରଥମ ବୈଠକ ଆୟୋଜନ କରିଛନ୍ତି । ଏଥିରେ ସେ କହିଛନ୍ତି ପ୍ରାଣୀ ସମ୍ବନ୍ଧିତ ବିଭାଗର ମନ୍ତ୍ରୀ ଓ ପ୍ରମୁଖ ସଚିବ ମିଶି ଗୋରକ୍ଷା ଓ ସମ୍ବର୍ନ୍ଧନ ପାଇଁ କାମ କରିବେ । ଏହା କେବଳ ପଶୁପାଳନ ବିଭାଗ ଦ୍ୱାରା ନିୟନ୍ତ୍ରଣ କରାଯିବ ନାହିଁ ଏଥିପାଇଁ ରାଜ୍ୟରେ ଗାଈଙ୍କ ସୁରକ୍ଷା ପାଇଁ ଏକ କ୍ୟାବିନେଟ ଗଠନ କରାଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ମଧ୍ୟପ୍ରଦେଶ ସରକାର କହିଥିଲେ ଗୋମାତାଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ସରକାର ଅତିରିକ୍ତ ପାଣ୍ଠି ଯୋଗାଡ କରିବା ପାଇଁ କାଓ ସେସ୍ ଉପରେ ବିଚାର କରୁଛନ୍ତି । ଏଥିରେ ସରକାରଙ୍କ ସହ ସାଧାରଣ ଜନତାଙ୍କ ଭାଗିଦାର ରହିବ ବୋଲି ଶିବରାଜ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡିଏସ୍‌ପି ଝିଅକୁ ସାଲ୍ୟୁଟ କଲେ ଇନ୍ସପେକ୍ଟର ପିତା

ହାଇଦ୍ରାବାଦ, ୫।୧: ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ରବିବାର ଟ୍ବିଟରରେ ଏକ ଫଟୋ ଶେୟାର କରାଯାଇଛି, ଯାହା ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ...

ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନା ଉଦ୍‌ଜୀବିତ ହେଉ: ଶାହ

ନୂଆଦିଲ୍ଲୀ,୯।୧୧: ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏବେ ଜାତୀୟ ସଂହତି କ୍ଷେତ୍ରରେ ଏହା ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନାକୁ ଉଦ୍‌ଜୀବିତ କରୁ...

କରୋନା ଦେଖେନି ଧର୍ମ-ବର୍ଣ୍ଣ-ଜାତି: ଏକଜୁଟ ହୋଇ ଆମେ ଲଢ଼ିବା ଭାରତବାସୀ; କହିଲେ ମୋଦି

ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ଧର୍ମ, ବର୍ଣ୍ଣ, ଜାତି ଦେଖେନି। ଏହା ଯେ କୌଣସି ଲୋକଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ। ଏହା ବିରୋଧରେ ଆମେ ଭାରତବାସୀ ଏକଜୁଟ...

ବୈବାହିକ ବଳାତ୍କାର ମାମଲାର ଶୁଣାଣି ନୂଆବର୍ଷରେ…

ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କହିଛନ୍ତି ଯେ ବୈବାହିକ ବଳାତ୍କାରକୁ ଆଇନଗତ କରୁଥିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୫ ଅନୁଯାୟୀ ପ୍ରଦାନ କରାଯାଇଥିବା ବ୍ୟତିକ୍ରମର ସାମ୍ବିଧାନିକ ବୈଧତାକୁ...

ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରି ଏଥର ରେକର୍ଡ କରିବେ ମୋଦି

ନୂଆଦିଲ୍ଲୀ,୧୩।୮: ଦେଶର ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ପ୍ରତିକ ଲାଲାକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ୧୫ ଅଗଷ୍ଟରେ ପତାକା ଉତ୍ତୋଳନ କରିବେ। ଏହାସହ ସେ ଏଥର...

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ ବିିମାନ

ଭୋପାଳ,୧୭।୧: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନକୁ ରବିବାର ମଧ୍ୟପ୍ରଦେଶର ଭୋପାଳ ବନ୍ଦରରେ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନରେ ଥିବା...

କଂଗ୍ରେସ ନେତା ନେବେନି ଅବସର…

ନୂଆଦିଲ୍ଲୀ, ୧୭।୫ : କଂଗ୍ରେସ ବର୍ତ୍ତମାନ ଏହାର ନେତାଙ୍କ ପାଇଁ ଅବସର ବୟସ ସୀମା ସ୍ଥିର କରିବ ନାହିଁ। ୫୦ ବର୍ଷରୁ କମ ବୟସର ନେତାମାନଙ୍କୁ...

ସୋସିଆଲ୍‌ ମିଡ଼ିଆ ରାଜନୀତି: ଅନ୍‌ଲାଇନ୍‌ରେ ମୋଦି ଶକ୍ତିଶାଳୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୩: ସୋସିଆଲ ମିଡ଼ିଆରେ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ପୃଥିବୀର ଶକ୍ତଶାଳୀ ଦେଶର ରାଜନେତା ମାନେ ଉଦ୍ୟମ କରୁଥିବାର ନଜିର ରହିଛି। ସୋସିଆଲ ମିଡ଼ିଆରେ...

Advertisement
Archives

Model This Week