ମୁମ୍ବାଇ ଛାଡୁଛନ୍ତି ଶହନାଜ!

ମୁମ୍ବାଇ: ଟେଲିଭିଜନ କଳାକାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପାଖାପାଖି ୧ ମାସ ହୋଇଗଲାଣି । ଆଉ ଏହାରି ଭିତରେ ସିଦ୍ଧାର୍ଥଙ୍କର ର‌୍ୟୁମର୍ଡ ଗଲଫ୍ରେଣ୍ଡ ଶହନାଜ ଗିଲ ନିଜକୁ ବାହାର ଦୁନିଆଠାରୁ ସମ୍ପୂର୍ଣ୍ଣ ଅଲଗା କରିଦେଇଥିଲେ । ହେଲେ ଏବେ ସେ କୁଆଡେ ନର୍ମାଲ ହେଉଥିବା କୁହାଯାଉଛି । ସେ ପୁଣିଥରେ ମନୋରଞ୍ଜନ ଦୁନିଆକୁ ଫେରିଥିବା ଜଣାପଡିଛି ସତ କିନ୍ତୁ ଏହା ଭିତରେ ଆଉ ଏକ ଅନୁମାନ ଲଗାଯାଇଛି । କୁହାଯାଉଛି କି ଶହନାଜ ଗିଲ ଏବେ ମୁମ୍ବାଇ ସହର ଛାଡି ଚାଲିଯାଉଛନ୍ତି । ଏମିତି ଏକ ଖବର ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ କୁହାଯାଉଛି କି ଶହନାଜଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଶହନାଜ କୁଆଡେ ସମ୍ପୂର୍ଣ୍ଣ ଭାବେ ମୁମ୍ବାଇ ସହର ଛାଡି ଚାଲିଯାଉଛନ୍ତି । ନିକଟରେ ତାଙ୍କୁ ବିମାନ ବନ୍ଦରରେ ସ୍ପଟ କରାଯାଇଥିବା ବେଳେ ଏକ ୟୁଟ୍ୟୁବ ଚ୍ୟାନେଲରେ ଏନେଇ ଖବର ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବରରେ କେତେ ସତ୍ୟତା ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁଙ୍କୁ ସହାୟତାର ହାତ ବଢାଇଲେ ସୋନୁ

ଆଜିକାଲି ସୋସିଆଲ ମିଡିଆରେ ବିହାରର ସୋନୁ କୁମାର ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ପଞ୍ଚମ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ବାଳକ ସୋନୁ ନିକଟରେ ବିବାହ ମୁଖ୍ୟମନ୍ତ୍ରୀ...

ଜୁନିୟର ଏନ୍‌ଟିଆରଙ୍କ ସହ କାମ କରିବେ ଆଲିଆ

ମୁମ୍ବାଇ: ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଆଗାମୀ ଫିଲ୍ମ ‘ଆର୍‌ଆର୍‌୍‌ଆର’୍‌ ରିଲିଜକୁ ନେଇ ଆଲିଆ ଭଟ୍ଟ ବହୁତ ଖୁସି ଅଛନ୍ତି। ଏହି ଅଭିନେତ୍ରୀ ଏବେ ଆଉ...

ପୁଣି ଥରେ ଦେଖିବାକୁ ମିଳିବ ରବିନା-ଗୋବିନ୍ଦାଙ୍କ ଯୋଡି!

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍ ଯୋଡିଙ୍କ ମଧ୍ୟରୁ ରବିନା ଟଣ୍ଡନ ଓ ଗୋବିନ୍ଦାଙ୍କ ଯୋଡି ଅନ୍ୟତମ । ଉଭୟ ମିଶି କିଛି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି...

ଲୋକପ୍ରିୟ ଟେଲି ଅଭିନେତାଙ୍କ ପରଲୋକ

ମୁମ୍ବାଇ,୧୧।୧୧: ଟେଲି ଇଣ୍ଡଷ୍ଟ୍ରିରୁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବିର ସୁର୍ଯ୍ୟବଂଶୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ...

ସଫଳ ଅଭିନେତା ହେବାର ଲକ୍ଷ୍ୟ

ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭାର ବିକାଶ ହୋଇଥିଲା ପିଲାଦିନୁ। ମଞ୍ଚ ନାଟକ ପ୍ରତି ଥିବା ତାଙ୍କର ଦୁର୍ବଳତା ବୟସ ବଢିବା ସହିତ ଏକ...

ଜସ୍ମିନ-ଅଲିଙ୍କ ବ୍ରେକ୍‌ଅପ୍‌!

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଅଲି ଗୋନି ଏବଂ ଜାସ୍ମିନ ଭସିନ ଅନ୍ୟତମ। ବିଗ୍‌ ବସ୍‌ ଘରେ ଉଭୟଙ୍କୁ ପ୍ରଥମେ ଯୋଡ଼ି ଭାବେ...

ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତା

ତାମିଲ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥୀପାଟ୍ଟି ଗଣେଷାନଙ୍କର ସୋମବାର ସକାଳେ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ନେଇ...

ଜନ୍ମଦିନରେ ହ୍ରିତିକ୍‌ଙ୍କ ଘରକୁ ଆସିଲା ନୂଆ ଅତିଥି

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଏଥର ଜନ୍ମଦିନ ତାଙ୍କ ପାଇଁ ସ୍ବତନ୍ତ୍ର। କାରଣ ଜନ୍ମ ଦିନରେ ତାଙ୍କ ଘରକୁ ଏକ...

Advertisement
Archives

Model This Week