ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୬, ୨୦୨୧)

ଲକଡାଉନ୍ କିମ୍ବା ସଟଡାଉନ୍ କୁ ଭୟ କରି ଲୋକମାନେ ଘରକୁ ଫେରିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନ ଆସିଛନ୍ତି

 

ରାଜମହଲ ଛକରେ ଏକ ଗାଡ଼ିର କାଚରେ କଳା ଜରି ଲାଗିଥିବାରୁ ଟ୍ରାଫିକ ପୋଲିସ ଏହାକୁ କାଢୁଛନ୍ତି

 

ରାଜଧାନୀରେ ପ୍ରବଳ ଖରା ଯୋଗୁଁ ଲୋକମାନେ ହାତରେ ଛତା ଧରି ଯାଉଛନ୍ତି

 

ଭୁବନେଶ୍ୱର ୟୁନିଟ ୪ ମାଛ ମାର୍କେଟରେ ପୋଲିସ ପକ୍ଷରୁ କୋଭିଡ ପାଇଁ ଚେକିଂ କରାଯାଉଛି

 

ଭୁବନେଶ୍ୱର ରାଜମହଲ ଛକରେ ଟ୍ରାଫିକ ପୋଲିସ ଚେକିଂ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୪, ୨୦୨୧)

ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଡାଲା ଅଟୋ ପଛରେ ଟ୍ରଲି କୁ ବାନ୍ଧି ରୋଡରେ ନଉଥିବାର ଦୃଶ୍ୟ ରୋଟାରୀ କ୍ଲୁବ ରେ ଆକଟଇନଏଡ଼ ପକ୍ଷରୁ ଶିଶୁ ଦିବସ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୨, ୨୦୨୦)

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଣେଶ ପୂଜା   ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ ଯୋଗୁଁ ରାସ୍ତାଘାଟ ଶୂନଶାନ   ଭୁବନେଶ୍ୱର ଝାରପଡାରେ ଅଗ୍ନିଶମ ବିଭାଗ ତରଫରୁ ବିଶୋଧକ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର  ୩, ୨୦୨୧)

ଭୁବନେଶ୍ୱରର ଓଲଡ଼ଟାଉନ୍ ଅଞ୍ଚଳରେ ଆଗାମୀ ଦୁର୍ଗାପୂଜା ପୂର୍ବରୁ ଶିଳ୍ପୀମାନେ ଦେବୀ ଦୁର୍ଗା ମୂର୍ତ୍ତିଗୁଡ଼ିକୁ ଶେଷ ସ୍ପର୍ଶ ଦେଉଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ରବିବାର ଆୟୋଜିତ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୦, ୨୦୨୧)

ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା ଯୋଗୁ ରସୁଲଗଡ ଠାରୁ ମଞ୍ଚେଶ୍ୱର ରାସ୍ତା ର ଦୃଶ୍ୟ ବାରବାଟୀଦୁର୍ଗ ପାର୍ଶ୍ୱରେ ଥିବା ପୋଖରୀରୁ ଦଳ ଉଦ୍ଧାରକାର୍ଯ୍ୟ ଚାଲିଛି ଶିଳ୍ପୀ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୪, ୨୦୨୨ )

ପୁରୀ: ସ୍ନାନବେଦୀରେ ମହାପ୍ରଭୁ   ଭୁବନେଶ୍ୱର ୟୁନିଟ-୮ ଜଗନ୍ନାଥ ମନ୍ଦିର: ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜବେଶ   ଓଡିଶାର ବିଭିନ୍ନ ସ୍ଥାନରେ ରଜପର୍ବ ପାଳନ   ଭୁବନେଶ୍ୱର ଭଞ୍ଜକଳା...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩୦, ୨୦୨୦ )

ଭୁବନେଶ୍ୱର ଗଭର୍ଣ୍ଣର ହାଉସ ଛକରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ଅବସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ   ଭୁବନେଶ୍ୱରରେ ଜାଳ ସଂଗ୍ରହ କରି...

ଓଡ଼ିଶା: ଆଜିର ଫଟୋ (ଜୁନ ୭, ୨୦୨୧)

ଆଗକୁ ସାବିତ୍ରୀ ବ୍ରତ ଉପଲକ୍ଷେ ୟୁନିଟ-୧ ହାଟ ରୋଡ ରେ ଲୋକମାନେ ଫଳ କିଣୁଛନ୍ତି ଆଗକୁ ସାବିତ୍ରୀ ବ୍ରତ ୟୁନିଟ-୧ ହାଟ ରୋଡ ରେ ଜଣେ...

ଓଡ଼ିଶା: ଆଜିର ଫଟୋ

ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ନିକଟରେ ନାମ ପଞ୍ଜୀକୃତ କରାଉଛନ୍ତି   ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଆରଟି- ପିସିଆର ପରୀକ୍ଷା ପାଇଁ...

Advertisement
Archives

Model This Week