Posted inଜାତୀୟ

ହାଜତରେ ଯୌନ ନିର୍ଯାତନା

ଚଣ୍ଡିଗଡ,୧୦ା୨: ପଞ୍ଜାବର ୨୩ ବର୍ଷୀୟା ଦଳିତ ଝିଅ ନୋଦୀପ କୌରଙ୍କ ମୁକ୍ତି ପାଇଁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ତଥା ଆଇନଜୀବୀ ମୀନା ହାରିସ୍‌ ଶନିବାର ଟୁଇଟ୍‌ କରିଛନ୍ତି। ମଜଦୁର ଅଧିକାର ସଙ୍ଗଠନ ସହିତ ଜଡ଼ିତ ଶ୍ରମିକ ଅଧିକାର କର୍ମୀ ନୋଦୀପ ସିଙ୍ଘୁ ସୀମାରେ କୃଷକ ଆନ୍ଦୋଳନରେ ଗତ ଡିସେମ୍ବରରେ ସାମିଲ ହୋଇଥିବାବେଳେ ଜାନୁୟାରୀ ୧୨ ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଗିରଫ କରିଥିଲା। ହରିୟାଣାର କର୍ନାଲ ଜେଲରେ ନୋଦୀପଙ୍କୁ ରଖାଯାଇଛି। ପୂର୍ବରୁ ନୋଦୀପ ହରିୟାଣାର କୁଣ୍ଡଲିସ୍ଥିତ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ପୋଲିସ ହାଜତରେ ନୋଦୀପଙ୍କୁ ଯୌନ ନିର୍ଯାତନା ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟରେ କ’ଣ ହେଲା ଶସ୍ତା କ’ଣ ହେଲା ମହଙ୍ଗା

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ସାଧାରଣ ଜନତାଙ୍କ ନଜର ଏଥର ବଜେଟରେ କ’ଣ ଶସ୍ତା ଓ କ’ଣ...

ରାହୁଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୩ ।୭: ଦେଶରେ ଏବେ ଗୋଟିଏ ପଟେ କରୋନା ମହାମାରୀ ତାଣ୍ଡବ ରଚିଥିବା ବେଳେ ଆଉ କିଛି ରାଜ୍ୟରେ ଏବେ ରାଜନୀତି ହୋଇଛି ସରଗରମ ।...

ଚା’ କିଲୋ ୯୯,୯୯୯ ଟଙ୍କା

ଗୁଆହାଟୀ,୧୪।୧୨:: ଆସାମର ଦିବ୍ରୁଗଡ ଜିଲାର ଏକ ସ୍ବତନ୍ତ୍ର ଚା’ ମଙ୍ଗଳବାର ୯୯.୯୯୯ ଟଙ୍କାରେ ନିଲାମ ହୋଇଛି। ଦେଶର କୌଣସି ଚା’ ନିଲାମରେ ଏହା ସର୍ବାଧିକ ମୂଲ୍ୟ...

ଜ୍ୱାଇଁ ସମସ୍ତଙ୍କ ଘରେ ଅଛନ୍ତି, ହେଲେ କଂଗ୍ରେସରେ ଏହା ଏକ ବିଶେଷ ନାମ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୨ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ରାଜ୍ୟ ସଭାରେ ବଜେଟକୁ ନେଇ ହେଉଥିବା ଚର୍ଚ୍ଚାର ଉତ୍ତର ଦେବାକୁ ଯାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।...

ନେହେରୁଙ୍କ ଅଚାନକ ଅସ୍ତ୍ରବିରତି ଘୋଷଣା ଯୋଗୁ ସୃଷ୍ଟି ହୋଇଥିଲା ପିଓକେ: ଶାହ

ମୁମ୍ବାଇ,୨୨।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଯୋଗୁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ତେବେ ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କର ଏକ ଐତିହାସିକ...

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା ପ୍ରଥମ ଦାନ

ନୂଆଦିଲ୍ଲୀ,୬।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଗଠନ କରାଯାଇଥିବା ଟ୍ରଷ୍ଟକୁ ଦାନ ମିଳିବା ଆରମ୍ଭ ହୋଇଛି। ମୋଦି ସରକାର ନବ ଗଠିତ ଟ୍ରଷ୍ଟକୁ ମନ୍ଦିର...

ଛାପା ଗଣମାଧ୍ୟମ ସବୁଠୁ ବିଶ୍ୱସନୀୟ

ନୂଆଦିଲ୍ଲୀ,୧୭ା୧୦: ଡିଜିଟାଲ ମିଡିଆର ବିସ୍ତାର ଓ ହଟଚମଟ ସୃଷ୍ଟିକାରୀ ଟେଲିଭିଜନ୍‌ ନ୍ୟୁଜ୍‌ର ବହୁଳ ପ୍ରସାର ସତ୍ତ୍ୱେ ଖବରକାଗଜ ତା’ର ବିଶେଷତ୍ୱ ବଜାୟ ରଖିଛି। ୬୬ ପ୍ରତିଶତ...

ସେପ୍ଟେମ୍ବର ପରେ ମାଗଣା ରାଶନ ଯୋଗାଣକୁ ନେଇ ଶୀଘ୍ର ନିଆଯିବ ନିଷ୍ପତ୍ତି, ୮୦ କୋଟି ଗରିବ ପାଉଛନ୍ତି ଲାଭ

ନୂଆଦିଲ୍ଲୀ,୨୦ ।୯: ଗରିବଙ୍କୁ ମାଗଣା ରାଶନ ଯୋଗାଇବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ)କୁ ୩୦ ସେପ୍ଟେମ୍ବରରୁ ବଢାଇବା ପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି...

Advertisement
Archives

Model This Week