ସେନା ବିମାନ ଦୁର୍ଘଟଣା: ୧୨ ମୃତ

ନାପିତାଉ,୧୦ା୬: ମ୍ୟାନ୍‌ମାର ସେନାର ଏକ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ବିମାନଟି ରାଜଧାନୀ ନାପିତାଉରୁ ପିନ୍‌ ଓ’ ଲ୍ବିନ୍‌କୁ ଯାଉଥିବା ବେଳେ ଖରାପ ପାଗ ଯୋଗୁ ଅବତରଣ ପୂର୍ବରୁ ମାଣ୍ଡେଲୟ ସହର ନିକଟରେ ଖସି ପଡ଼ିଥିଲା। ବିମାନରେ ମ୍ୟାନ୍‌ମାର ସୈନ୍ୟଙ୍କ ସମେତ ବୌଦ୍ଧ ସନ୍ନ୍ୟାସୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ପଶିଗଲା ମୂଷା, ସିଟ୍‌ ଛାଡ଼ି ଦୌଡ଼ିଲେ ଏମ୍‌ପି; ଭାଇରାଲ ହେଉଛି ଭିଡିଓ

ମାଦ୍ରିଦ୍‌,୨୩ା୭: ସ୍ପେନ୍‌ର ସଂସଦରେ ଏକ ମୂଷା ଆତଙ୍କ ସୃଷ୍ଟି କରିଛି। ଫଳରେ ଏମ୍‌ପିମାନେ ସଂସଦ ଛାଡ଼ି ଦୌଡ଼ିବାରେ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ...

ପରମାଣୁ ଶକ୍ତି ନେଇ ଆଲୋଚନା କରୁ ଜାପାନ

ଟୋକିଓ,୧।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଉପରେ ବିଶ୍ୱବାସୀଙ୍କ ନଜର ଥିବାବେଳେ ଜାପାନର ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେଙ୍କ ବୟାନ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ଥାନୀୟ...

ଟୋକିଓ ଅଲିମ୍ପିକ ଉପରେ କରୋନା ଆତଙ୍କ: ପାଣିରେ ପଡ଼ିବ ୨୬୦୦ କୋଟି ଡଲାର !

ଟୋକିଓ,୨୭।୨: ଟୋକିଓ ଅଲିମ୍ପିକ୍‌-୨୦୨୦କୁ ଆଉ ୩ ମାସ ବାକି ରହିଛି। ଏହା ଜୁଲାଇରେ ଟୋକିଓରେ ହେବ ବୋଲି ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି। ତେବେ କରୋନା...

ହଂକଂ ବଜାରରୁ ଖୁବ୍‌ଶୀଘ୍ର ହଟିବ ଟିକ୍‌ଟକ୍‌

ହଂକଂ,୭।୭: ବିଶ୍ୱର କିଛି ଦେଶ ଟିକ୍‌ଟକ୍‌ ବ୍ୟାନ କରିବା ପରେ ଏବେ ହଂକଂ ବଜାରରୁ ଆପଣାଛାଏଁ ଟିକ୍‌ଟକ୍‌ ହଟିଯିବ ବୋଲି କହିଛି। ସୋମବାର ଟିକ୍‌ଟକ୍‌ର ପ୍ରବକ୍ତା...

ଭୁଟାନରେ ସମଲିଙ୍ଗୀ ସମ୍ପର୍କ ବୈଧ

ଥିମ୍ଫୁ, ୧୩ା୧୨: ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରିଛନ୍ତି ଭୁଟାନ ସରକାର। ଏ ନେଇ ଭୁଟାନ ପାର୍ଲାମେଣ୍ଟର ଉଭୟ ସଦନରେ ଗୁରୁବାର ବିଲ୍‌ ପାରିତ ହୋଇଛି।...

ତାଲିବାନର ନୂଆ ରଣନୀତି, କାବୁଲ ସହିତ ଯୋଗାଯୋଗ ବିଚ୍ଛିନ୍ନ ଯୋଜନା…

କାବୁଲ,୧୮।୭: ଆଫଗାନିସ୍ତାନରେ ବିଭିନ୍ନ ଅଞ୍ଚଳରେ ଧୀରେଧୀରେ ଆତଙ୍କବାଦୀ ସଂଗଠନ ତାଲିବାନ ସକ୍ରିୟ ହେବାରେ ଲାଗିଛି। ଦେଶର ସୀମାକୁ ତାଲିବାନ ଜବର ଦଖଲ କରିବାରେ ଲାଗିଛି। ରାଜଧାନୀ...

କରୋନା ଉପରେ ଲଗାମ ନାହିଁ

ଓ୍ବାଶିଂଟନ/ରୋମ୍‌/ପ୍ୟାରିସ୍‌, ୭ା୪ : କରୋନା ଭାଇରସ୍‌ ବେଲଗାମ୍‌ ସ୍ଥିତିରେ ପହଞ୍ଚିଛି। ବିଶ୍ୱର ୨୦୯ ଦେଶରେ ଏହି ଭୂତାଣୁ ନିଜର ଅଧିକାର ଜାହିର କରିବା ପରେ ପ୍ରାୟ...

ସମସ୍ତ ଦେଶର କୋଭିଡ-୧୯ ଟିକାକରଣ ସାର୍ଟିଫିକେଟକୁ ମାନ୍ୟତା ଦେଲା ଦକ୍ଷିଣ ଆଫ୍ରିକା

ଜୋହାନସବର୍ଗ,୨୯ ।୫: ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟକୁ ନେଇ ଉପୁଜୁଥିବା ଭ୍ରମକୁ ଦୂର କରିବାକୁ ଦକ୍ଷିଣ ଆଫ୍ରିକା ସରକାର ସବୁ ଦେଶର କୋଭିଡ ଟିକାକରଣ...

Advertisement
Archives

Model This Week