ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ନୟାଗଡ଼ର ସବଟ୍ରେଜେରୀ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସରୋଜ କୁମାର ସାହୁଙ୍କୁ ଗିରଫ ଓଡିଶା ଭିଜିଲାନ୍ସ । ଜଣେ ପେନସନଭୋଗୀଙ୍କ ସପକ୍ଷରେ ପେନସନଭୋଗୀଙ୍କଠାରୁ ୩ ହଜାର ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ ଧରାପଡିଛନ୍ତି ।

ଲାଞ୍ଚ ଦାବି କରି ସେ କହିଥିଲେ ଯେ, ଯଦି ତାଙ୍କୁ ଦାବି କରାଯାଇଥିବା ଲାଞ୍ଚ ପ୍ରଦାନ କରାନଯାଏ, ତେବେ ସେ ବିଲ୍ ପାସ୍ କରିବାରେ ବାଧା ଦେବେ। ଲାଞ୍ଚ ଦାବିରେ ପୀଡିତ ହୋଇ ପେନସନଭୋଗୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ସବୁ କିଛି କହିଥିଲେ । ଏହା ପରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ପେନସନଭୋଗୀଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାନ୍ଧିଛି ଭିଜିଲାନ୍ସ  ବିଭାଗ । ଏହାସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି । ଅନ୍ୟପକ୍ଷେ ସରୋଜଙ୍କ ନିଜ ଘର ସମେତ ଦୁଇଟି ସ୍ଥାନରେ ଚଢ଼ାଉ ଜାଲିଥିବା ଭିଜିଲାନ୍ସ ସୁତ୍ରରୁ ଜଣାପଡିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

କୋକସରା,୨୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପରିବାର ପ୍ରତିପୋଷଣ ସହ ଦୁଇ ପଇସା ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

ମଦ କିଣିବାକୁ ଗଲେ ହେଉଛି ସ୍ୱାସ୍ଥ୍ୟ ପରୀକ୍ଷା, ଦୋକାନରେ ଲିଭର ଓ କିଡ୍‌ନୀ ଯାଞ୍ଚ କରୁଛି…

ଭୋପାଳ,୨୫।୧୧: ମଦ୍ୟପାନ କରୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବାକୁ ପ୍ରଶାସନର ନିଆରା ପଦକ୍ଷେପ । ଏଣିକି ମଦ କିଣିବାକୁ ଦୋକାନକୁ ଆସୁଥିବା ଲୋକଙ୍କର ସେଠାରେ ହିଁ…

ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ମାସିକ ୩୦ ହଜାର ଟଙ୍କା ପାରିଶ୍ରମିକ ଦାବି, ନ ହେଲେ ଆନ୍ଦୋଳନ ତୀବ୍ରତର ଚେତାବନୀ

ଦିଗପହଣ୍ଡି,୨୫ା୧୧(ଅଶେଷ ନାଥ ମିଶ୍ର): ଭାରତୀୟ ମଜଦୂର ସଂଘ ସହବନ୍ଧିତ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ଦିଗପହଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ…

ବୃଦ୍ଧାଶ୍ରମରେ ପ୍ରେମ, ୭୫ ବର୍ଷୀୟ କନ୍ହେୟାଙ୍କୁ ବିବାହ କଲେ ୬୩ ବର୍ଷୀୟା ସବିନା

ବିଲାସପୁର,୨୫।୧୧: ବୟସ କେବଳ ଏକ ସଂଖ୍ୟା। ଜୀବନର ଶେଷ ପାହାଚରେ ମଧ୍ୟ ମିଳିପାରେ ଜୀବନସାଥୀଙ୍କ ଭଲପାଇବା ଓ ସାହାରା। ଏହାକୁ ପ୍ରମାଣ କରିଛନ୍ତି ହିମାଚଳ ପ୍ରଦେଶର ବିଲାସପୁରସ୍ଥିତ…

ପାହାଡ଼ପଦରରେ ହାତୀ ଆତଙ୍କ: ୫ ପରିବାରଙ୍କ ଘର ଭାଙ୍ଗିବା ସହ ଖାଇଗଲେ ଧାନଚାଉଳ

ଲାଞ୍ଜିଗଡ଼,୨୫ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ପାହାଡ଼ପଦର ଓ ଜାମାଗୁଡ଼ା ଗ୍ରାମରେ ୨୯ ଟିକିଆ ହାତୀପଲ ଉପଦ୍ରବ କରି ୫ଟି…

ବଡ଼ ସୂଚନା; ଘୋଷଣା ହେଲା ପୋଲିସ SI ପରୀକ୍ଷା ତାରିଖ

ଭୁବନେଶ୍ୱର,୨୫।୧୧: ଦୀର୍ଘଦିନ ଧରି ପୋଲିସ SI ପରୀକ୍ଷାକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ…

‘ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶକୁ କବ୍‌ଜା କରିବୁ’, ଭାଜପା ମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ

କୋଲକାତା,୨୫।୧୧: ବାଂଲାଦେଶକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗ ଭାଜପା ସରକାରର ପରିବହନ ମନ୍ତ୍ରୀ ଅର୍ଜୁନ ସିଂ । ୨୦୨୬ ଡିସେମ୍ବର ୧୬ ତାରିଖରେ…

ଉଜୁଡ଼ି ଯାଇଛି ଫସଲ, ଭାଙ୍ଗିଛି ଚାଷୀଙ୍କ ମେରୁଦଣ୍ଡ, କୃଷି ଋଣ ଛାଡ଼ ସହ ସ୍ୱତନ୍ତ୍ର ପ୍ୟାକେଜ୍‌ ଦାବି କଲା ବିଜେଡି

ଛତ୍ରପୁର,୨୫ା୧୧(ଦିଲ୍ଲୀପ ସାମଲ): ସମ୍ପ୍ରତି ହୋଇଥିବା ବାତ୍ୟା, ପ୍ରବଳ ବର୍ଷା ଓ ଭୟଙ୍କର ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ କୃଷି ଓ ଜୀବିକା କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?