ଏକଦା ବିଗ୍‌ବିଙ୍କ ଶୁଟ୍‌କୁ ଦେଖି ରାଜକୁମାର କହିଥିଲେ, ମୋ ଘରର ପରଦା ପାଇଁ …

ଭେଟେରାନ ଅଭିନେତା ରାଜକୁମାର ତାଙ୍କର ଅଭିନୟ ଓ ସଂଳାପ ପାଇଁ ବେଶ ଲୋକପ୍ରିୟ। ତାଙ୍କର ଏକ କଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଜଡ଼ିତ। ଥରେ ଏକ ପାର୍ଟିରେ ଅମିତାଭ ଏକ ବିଦେଶୀ ଶୁଟ୍‌ରେ ନଜର ଆସିଥିଲେ। ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ସମସ୍ତେ ତାଙ୍କ ଶୁଟ୍‌କୁ ପ୍ରଶଂସା କରୁଥିଲେ। ଏହି ସମୟରେ ରାଜ କୁମାର ମଧ୍ୟ ଉକ୍ତ ପାର୍ଟିରେ ପହଞ୍ଚିଥିଲେ। ସେ ଅମିତାଭଙ୍କୁ ଭେଟିବା ମାତ୍ରେ ତାଙ୍କ ଶୁଟକୁ ପ୍ରଶଂସା କରିଥିଲେ। ଅମିତାଭ ଖୁସି ହୋଇ ଶୁଟ୍‌ ସିଲେଇ କରିଥିବା ଟେଲରଙ୍କ ବିଷୟରେ ରାଜକୁମାରଙ୍କୁ କହିବାକୁ ଯାଉଥିଲେ। ଠିକ ସେତିକିବେଳେ ରାଜକୁମାର ମୋ ଘରର ପରଦା ନଷ୍ଟ ହୋଇଯାଇଛି। ଆପଣଙ୍କ ଶୁଟ୍‌ କପଡା ଭଲ ହୋଇଛି। ଏହା ଶୁଣି ଅମିତାଭ ରାଜକୁମାର ତାଙ୍କୁ ଥଟ୍ଟା କରୁଥିବା ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ନାହାନ୍ତି ଭେଟେରାନ ଅଭିନେତା ୟୁସୁଫ ହୁସେନ

ବମ୍ବେ: ପରଲୋକରେ ଭେଟେରାନ ଅଭିନେତା ୟସୁଫ ହୁସେନ। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। କରୋନାରେ ପୀଡ଼ିତ ହେବା ପରେ ସେ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ...

ନିଜଠାରୁୁ ୧୪ ବର୍ଷ ସାନ ଖଳନାୟକଙ୍କୁ ଡେଟ କରୁଛନ୍ତି ମୁଗ୍ଧା

ମୁମ୍ବାଇ: ବଲିଉଡ୍‌ର କିଛି ଫିଲ୍ମରେ ନଜର ଆସିଥିବା ମୁଗ୍ଧା ଗଡସେ ବେଶ କିଛିଦିନ ହେବ ନିଜ କ୍ୟାରିୟରକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସେ ତାଙ୍କଠାରୁ...

କାଟ୍ରିନା-ଭିକିଙ୍କ ମଧ୍ୟରୁ କାହା ରୋଜଗାର ଅଧିକ

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଖବର ଆଜିକାଲି ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ରହିଛି। ଉଭୟ ଡିସେମ୍ବର ୯ରେ ବିବାହ ବନ୍ଧନରେ...

ଭୁବନେଶ୍ୱରରେ ଫିଲ୍ମ ଶୁଟିଂ କରୁଛନ୍ତି କପିଲ ଶର୍ମା

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ବଲିଉଡ୍‌ର କମେଡି କିଙ୍ଗ୍‌ କପିଲ ଶର୍ମା ଫିଲ୍ମ ଶୁଟିଂ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ସିନେ ନିର୍ମାତା ନନ୍ଦିତା ଦାସଙ୍କ ସହ...

ଡିଭାଇଡର୍‌ରେ ପିଟି ହୋଇ ଓଲଟିଲା କାର୍‌,ଅଭିନେତ୍ରୀଙ୍କ ମୃତ୍ୟୁ

ଚେନ୍ନାଇ: ସଡ଼କ ଦୁର୍ଘଟଣାରେ ଚାଲିଗଲା ତେଲୁଗୁ ଅଭିନେତ୍ରୀ ଗାୟତ୍ରୀଙ୍କ ଜୀବନ। ଓ୍ବେବ୍‌ ସିରିଜ୍‌ ‘ମ୍ୟାଡମ୍‌ ସାର୍‌ ମ୍ୟାଡ୍‌ମ୍‌ ଆନ୍ତେ’ ଜରିଆରେ ବେଶ୍‌ ଲୋକପ୍ରିୟ ହୋଇଥିଲେ ଏହି...

ବାଜିବ ଶାହାନାଇ; ପ୍ରେମିକ ବିକ୍କିଙ୍କ ହାତ ଧରିବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଅଭିନେତ୍ରୀ

ବମ୍ବେ: ଖୁବ୍‌ଶୀଘ୍ର ବାଜିବ ଶାହାନାଇ। ପ୍ରେମିକ ବିକ୍କି ଜୈନଙ୍କ ହାତ ଧରିବେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଦୀର୍ଘଦିନରୁ ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ କିନ୍ତୁ...

ସାମ୍ନାକୁ ଆସିଲା ଫିଲ୍ମ‘ଶେହଜାଦା’ର ପ୍ରଥମ ଲୁକ୍‌, ଏହି ଦିନ ହେବ ରିଲିଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅପକମିଙ୍ଗ୍‌ ଫିଲ୍ମ‘ଶେହଜାଦା’୨୦୨୩ ଫେବୃୟାରୀରେ ରିଲିଜ୍‌ ହେବାକୁ ଯାଉଛି। ଏ ନେଇ ଅଭିନେତା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରଥମ ଲୁକ୍‌ ସହ...

ରହସ୍ୟ ଉପରୁ ପରଦା ଉଠାଇଲେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକମାନେ ମଧ୍ୟ ତାଙ୍କ ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି।...

Advertisement
Archives

Model This Week