ସୌଦି ଆରବ ଛାତ୍ରୀଛାତ୍ର ପଢ଼ିବେ ରାମାୟଣ, ମହାଭାରତ

ରିୟାଦ,୨୩।୪: ସୌଦି ଆରବର ଶିକ୍ଷା କ୍ଷେତ୍ରରେ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନୂଆ ଭିଜନର ଏକ ଅଂଶ ଭାବେ, ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଦେଶର ସଂସ୍କୃତି ବିଷୟରେ ପଢ଼ାଯିବ। ଯାହା ଫଳରେ ଅନ୍ୟ ଦେଶର ଇତିହାସ ଏବଂ ସଂସ୍କୃତି ସମ୍ପର୍କରେ ଛାତ୍ରୀଛାତ୍ର ଅଧିକ ଜ୍ଞାନ ଆହରଣ କରିପାରିବେ।

ରିପୋର୍ଟ ଅନୁଯାୟୀ, ଏହାର ଅଂଶ ଭାବେ ଛାତ୍ରୀଛାତ୍ରଙ୍କୁ ରାମାୟଣ ଓ ମହାଭାରତ ପଢ଼ାଯିବ। ଯୋଗ ଓ ଆୟୁର୍ବେଦ ଭଳି ଭାରତୀୟ ସଂସ୍କୃତିକୁ ସିଲାବସରେ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଇଂରାଜୀ ଭାଷାକୁ ସୌଦି ଆରବିଆନ ଛାତ୍ରୀଛାତ୍ରଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୂଳ ଭାରତୀୟ ଦମ୍ପତି ତିଆରି କଲେ ଶସ୍ତା ଭେଣ୍ଟିଲେଟର: ଦାମ ସାଢ଼େ ୭ ହଜାର

ଓ୍ବାଶିଂଟନ,୨୬।୫: ପୃଥିବୀରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପାଲଟି ଥିବା ଭେଣ୍ଟିଲେଟର ମୁଖ୍ୟ ସମସ୍ୟା ଭାବେ ଉଭା...

ଶରଣାର୍ଥୀ ସଙ୍କଟ, ୧୨ ଦେଶ ପାଇଁ ସତର୍କ ଘଣ୍ଟି…

କାବୁଲ,୨୬।୮: ଆଫଗାନିସ୍ତାନ ଶରଣାର୍ଥୀ ସଙ୍କଟ ଧିରେ ଧିରେ ବଢ଼ିବାରେ ଲାଗିଛି। ଏତେ ସଂଖ୍ୟକ ଲୋକଙ୍କୁ ଥଇଥାନ କରାଯିବା ବିଶ୍ୱସ୍ତରରେ ଏକ ଆହ୍ବାନ ସୃଷ୍ଟି କରିଛି। ଜୀବନ...

୬୫ବର୍ଷୀୟ ହାତୀକୁ ଭିଭିଆଇପି ସୁରକ୍ଷା: ଜଗିବେ ଯବାନ

କଲମ୍ବୋ,୨୭।୯:ସାଧାରଣତଃ ନେତା କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ପାହ୍ୟାରେ ଥିବା ଲୋକଙ୍କ ସୁରକ୍ଷା ପାଇଁ ଯବାନଙ୍କୁ ନିୟୋଜିତ କରାଯାଇଥାଏ। କିନ୍ତୁ କୌଣସି ପଶୁର ସୁରକ୍ଷା ପାଇଁ ଯବାନ...

ଖଣି ଭୁଶୁଡ଼ି ୧୧୩ ମୃତ

ୟାଙ୍ଗୁନ୍‌,୩।୭:ଉତ୍ତର ମ୍ୟାନ୍‌ମାରରେ ଥିବା ଏକ ମୂଲ୍ୟବାନ୍‌ ରତ୍ନପଥର (ମଣି) ଖଣି ଗୁରୁବାର ଭୁଶୁଡ଼ି ପଡ଼ିବାରୁ ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି କେତେଜଣ ପୋତିହୋଇପଡ଼ିଥିବାରୁ ମୃତ୍ୟୁସଂଖ୍ୟା...

ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କର: ଚାଇନା

ଜାତିସଂଘ,୧୭ା୮(ପି.ଟି.) : ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଉପାୟରେ କଶ୍ମୀର ପ୍ରସଙ୍ଗର ସମାଧାନ କରନ୍ତୁ ବୋଲି ୟୁଏନ୍‌ଏସ୍‌ସି ରୁଦ୍ଧଦ୍ୱାର ବୈଠକ ପରେ ଚାଇନା ପରାମର୍ଶ ଦେଇଛି।...

ଗୋଟିଏ ବିଲେଇଠାରୁ ହାରିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ

ଲଣ୍ଡନ, ୬।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତିନିଦିନିଆ ବ୍ରିଟେନ ଗସ୍ତରେ ଯାଇଛନ୍ତି। ଟମ୍ଫଙ୍କ ଗସ୍ତକୁ ନେଇ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ...

କଥା କହିବାରେ ସମସ୍ୟା ହୋଇପାରେ କରୋନା ଲକ୍ଷଣ

ଜେନିଭା: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ଅଦ୍ୟାବଧି ୪୮ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ କବଳରେ ଫସିଥିବା ବେଳେ ୩ ଲକ୍ଷରୁ...

କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍‌ ପାର୍ଟି: ୧୫ ମିନିଟ୍‌ରେ ଅତିଥିଙ୍କର କରାଯାଉଛି ରାପିଡ୍‌ ଟେଷ୍ଟ୍‌

ଓ୍ବାଶିଂଟନ୍‌,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍‌ ପାର୍ଟି କରୁଛନ୍ତି।...

Advertisement


Archives

Model This Week