ଓଜନ ନିୟନ୍ତ୍ରଣ କରେ ସାଗୁ

ଅନେକ ଅଛନ୍ତି ବ୍ରତ ଉପବାସ ସମୟରେ ହିଁ କେବଳ ସାଗୁଦାନା ଭିଜେଇ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଜାଣିରଖନ୍ତୁ, ଏସମୟରେ ସାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି ସ୍ବାସ୍ଥ୍ୟ ପାଇଁ ତାହା ଅଧିକ ନିରାମୟ ଏବଂ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ। ଯାହା ସମ୍ପର୍କରେ ହୁଏତ ଅନେକ ଅଜଣା ଥିବେ। ସାଗୁଦାନାରେ ଥିବା ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ ଗର୍ଭରେ ଥିବା ଭ୍ରୂଣର ବିକାଶରେ ସହାୟକ ହୋଇଥାଏ। ଏହାସାଙ୍ଗକୁ ସାଗୁଦାନା କାର୍ବୋହାଇଡ୍ରେଟ୍‌ର ଏକ ଉତ୍ତମ ସ୍ରୋତ। ଏହା ଶରୀରରେ ତୁରନ୍ତ ଏବଂ ଆବଶ୍ୟକ ଶକ୍ତି ଦେବାରେ ସହାୟକ ହୋଇଥାଏ। କାମ କରିବା ପରେ ଥକ୍କା ଲାଗୁଥିଲେ, ସାଗୁଦାନା ସେବନ କଲେ ଶରୀର ତୁରନ୍ତ ତାଜା ହୋଇଯାଏ। ଏଥିରେ ଥିବା ପୋଟାସିୟମ୍‌ ରକ୍ତ ସଞ୍ଚାଳନକୁ ଉତ୍ତମ କରିବା ସହ ତାକୁ ନିୟନ୍ତ୍ରଣରେ ମଧ୍ୟ ରଖିଥାଏ, ଏହାଦ୍ୱାରା ରକ୍ତଚାପ ସମସ୍ୟାରୁ ବ୍ୟକ୍ତି ବର୍ତ୍ତିଯାଏ। ଯେଉଁମାନଙ୍କଠାରେ ଇଟିଙ୍ଗ୍‌ ଡିଜ୍‌ଅର୍ଡର୍‌ ସମସ୍ୟା ରହିଛି, ସେମାନଙ୍କ ପାଇଁ ସାଗୁଦାନା ବରଦାନ। ସକାଳେ ଏହା ସେବନ କରିବା ଦ୍ୱାରା ଅଧିକ ଭୋକ ଲାଗେନାହଁି। ଫଳରେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ସୁଖ, ଶାନ୍ତି ଚାହୁଁଛନ୍ତି କି? ଏସବୁ କରିବାକୁ ଭୁଲନ୍ତୁ ନାହିଁ..

ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି,...

ବିଶ୍ୱ ହାତଧୁଆ ଦିବସ: ଜାଣନ୍ତୁ ଏହାକୁ ପାଳନ କରିବାର ଉଦ୍ଦେଶ୍ୟ

ପ୍ରତିବର୍ଷ ଅକ୍ଟୋବର ୧୫ରେ ପାଳନ କରାଯାଉଛି ବିଶ୍ୱ ହାତଧୁଆ ଦିବସ। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି, ଦୈନନ୍ଦିନ କାର୍ଯ୍ୟ କରିବା ପୂର୍ବରୁ ଏବଂ ପରେ...

ମସ୍ତିଷ୍କ ସକ୍ରିୟକାରୀ କ୍ରିୟା

ମସ୍ତିଷ୍କ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବା ସହ ଖୁସିରେ ରହେ। କାରଣ ମଣିଷର ସବୁ ଗତିବିଧିକୁ ମସ୍ତିଷ୍କ ହିଁ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଏହାକୁ...

ତ୍ୱଚା ପାଇଁ ବରଦାନ ଗ୍ଲିସେରିନ୍‌

ସୁନ୍ଦର ଏବଂ ମୁଲାୟମ ତ୍ୱଚା ସର୍ବଦା ଆକର୍ଷଣୀୟ ଲାଗିଥାଏ। ଆଉ ନିଜ ତ୍ୱଚାକୁ ଏପରି କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ବି...

ଏହି ୪ ରାଶିର ଯୁବକ-ଯୁବତୀଙ୍କୁ ୩୦ ବର୍ଷ ଯାଏ କରିବାକୁ ପଡ଼ିଥାଏ ସଂଘର୍ଷ; ପରେ ପାଦ ଚୁମେ ସଫଳତା

ସଫଳତା ପାଇବାକୁ ହେଲେ ପ୍ରତ୍ୟେକ ମଣିଷକୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏଥିପାଇଁ କାହାକୁ କମ୍‌ ତ କାହାକୁ ଅଧିକ ସମୟ ଲାଗିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କାହାକୁ...

ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ନଷ୍ଟ ହୁଏ ଘର,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ...

ଓଃ କି ଶାନ୍ତି…

ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କୁହେ। ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବ୍ୟଞ୍ଜନ ପଖାଳ କେବଳ ଏକ ଖାଦ୍ୟ ନୁହେଁ,...

ଶୀତଦିନେ ଖାଆନ୍ତୁ ଟମାଟୋ, ବିଭିନ୍ନ ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଏହାକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ… -ଟମାଟୋରେ କ୍ୟାଲ୍‌ସିୟମ...

Advertisement
Archives

Model This Week