ସେନା ପାରାଚ୍ୟୁଟ ଟ୍ରେନିଂ ନେଉଛି କୁକୁର

ମସ୍କୋ,୧୦।୭: ବିମାନ ଅବତରଣ କରିପାରୁ ନ ଥିବା ସ୍ଥାନରେ ସାମରିକ ସେନାରେ ନିଯୁକ୍ତ କୁକୁରଙ୍କୁ ସାଥିରେ ନେବା ପାଇଁ ନୂଆ ପାରାଚ୍ୟୁଟ୍‌ ବ୍ୟବସ୍ଥା କରିଛି ରୁଷ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏହି ନୂଆ ଯନ୍ତ୍ରର ପରୀକ୍ଷା। ସ୍ବତନ୍ତ୍ର ପାରାଚ୍ୟୁଟ ବିକଶିତ କରିଥିବା କମ୍ପାନୀ ‘ଟେକ୍‌ନୋଡିନାମିକା’ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଛି। ଭିଡିଓରେ ସ୍ଥାନ ପାଇଛି କିଛି ପରୀକ୍ଷା ଓ ଇଣ୍ଟରଭ୍ୟୁ।

ଏଭଳି ଯନ୍ତ୍ର ପୂର୍ବରୁ ରୁଷିଆରେ ଉପଲବ୍ଧ ନ ଥିଲା। କିନ୍ତୁ ବର୍ତ୍ତମାନ ଯେଉଁଠି ବିମାନ ଅବତରଣ କରିପାରିବ ନାହିଁ, ସେଠାରେ ଏହି ଯନ୍ତ୍ର ମାଧ୍ୟମରେ ଯବାନମାନେ ସାଥିରେ ସେନାର କୁକୁରକୁ ସର୍ଚ୍ଚ ଅପରେଶନ ଓ ସାମରିକ କାର୍ଯ୍ୟରେ ନିୟୋଜିତ କରିପାରିବେ। ଏହି ଯନ୍ତ୍ର କୁକୁର ସହ ସ୍କାଏଡାଇଭ ଓ ଟେନଡେମ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଶେୟାର କରାଯାଇଥିବା ଭିଡିଓରେ ସୈନ୍ୟ ବାହାନୀ ତାଲିମ ପ୍ରାପ୍ତ କୁକୁର ସହ ସଫଳ ସ୍କାଏଡାଇଭିଂ କରୁଛନ୍ତି। ସାଧାରଣ ପାରାଚ୍ୟୁଟ ଏଣ୍ଟ୍ରାପମେଣ୍ଟ ଠାରୁ ଭିନ୍ନ ପୋଷାକରେ ଏକ ପକେଟ ରହିଛି, ଯେଉଁଥିରେ କୁକୁରକୁ ସୈନ୍ୟଙ୍କ ନିଆଯାଇପାରିବ। ଠିକଣା ସମୟରେ କାମ ଦେଇଥିଲା ଏହି ଯନ୍ତ୍ର। ଏହି ଟେଷ୍ଟିଂ ପ୍ରକ୍ରିୟାରେ କୁକୁରକୁ କୌଣସି ପ୍ରକାର ଆଘାତ ଲାଗି ନ ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକୀୟ ସୈନ୍ୟଙ୍କୁ ପୁଣି ଟାର୍ଗେଟ କଲା ଇରାନ: ଏୟାରବେସ୍‌ ଉପରେ ୮ ରକେଟ ମାଡ଼

ବାଗଦାଦ,୧୩ା୧: ପାରମ୍ପରିକ ଶତ୍ରୁ ଇରାନ ଓ ଆମେରିକା ମଧ୍ୟରେ ଚରମ ଉତ୍ତେଜନା ଲାଗି ରହିଥିବାବେଳେ ରବିବାର ରାତିରେ ବଡ଼ ଖବର ଆସିଛି। ଇରାକରେ ଆମେରିକା ସେନାକୁ...

କୋଭିଡ୍‌-୧୯ ଉପରେ ଭିଡିଓ ଗେମ୍‌: ତିଆରି କଲେ ଇଟାଲୀର ୯ ବର୍ଷୀୟ ବାଳକ

ମିଲାନ,୨୭ା୪: କରୋନା ଭାଇରସ୍‌(କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ଯୋଗୁ ଲୋକେ ଦୀର୍ଘଦିନ ଧରି ଘରେ ରହିବାକୁ ବାଧ୍ୟ...

କେନ୍ଦ୍ରରେ ଗଠନ ହେଉ ମୋଦି ସରକାର: ଏହା ଚାହେଁନା ପାକିସ୍ତାନ

ଲାହୋର,୨୨।୫: ଭାରତର ଲୋକ ସଭା ନିର୍ବାଚନ ଫଳାଫଳ ପ୍ରତି ପାକିସ୍ତାନ ଉତ୍ସୁକତାର ସହିତ ଚାହିଁ ବସିଛି। ତେବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି...

ତାଲିବାନକୁ ବାଇଡେନଙ୍କ ଚେତାବନୀ

ୱାଶିଂଟନ,୩୧ ।୧: ଆଫଗାନିସ୍ତାନ ଉପରେ ପ୍ରାୟ ୨ଦଶକ ପରେ ଗତବର୍ଷ ତାଲିବାନ ଶାସନ କ୍ଷମତା ହାତେଇଥିବା ବେଳେ ଏବେ ଏହାର ଶାସନରେ ଅତିଷ୍ଠ ହୋଇପଡିଛନ୍ତି ଆଫଗାନବାସୀ...

ବେଜିଂ ପାଲଟିବାକୁ ଯାଉଛି କରୋନାର ନୂଆ ଠିକଣା: ୧୦ଟି ଅଞ୍ଚଳରେ ଲକ୍‌ଡାଉନ

ବେଜିଂ, ୧୫।୬: ଚାଇନାରେ ପୁଣି ଥରେ ଆରମ୍ଭ ହୋଇଛି କରୋନା ମହାମାରୀ ସଂକ୍ରମଣ। ଉହାନ କରୋନାର ଏନ୍ତୁଡ଼ିଶାଳ ଥିବାବେଳେ ଏବେ ରାଜଧାନୀ ବେଜିଂ କରୋନା ସଂକ୍ରମଣର...

ସମୟ ପୂର୍ବରୁ ବିଜୟ ଘୋଷଣା କରିବେ ନାହିଁ ଟ୍ରମ୍ପ !

ୱାଶିଂଟନ,୨ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ କି ସମୟ ପୂର୍ବରୁ ସେ ବିଜୟ ଘୋଷଣା କରିବେ । ହେଲେ ମଙ୍ଗଳବାର ସେ...

ରୁଷିଆ କିଞ୍ଜଲ କ୍ଷେପଣାସ୍ତ୍ର ବ୍ୟବହାର କରିଥିବା କହିଲା…

କ୍ୱିଭ୍‌, ୧୯।୩ : ଆଗକୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ରୁଷିଆ ୟୁକ୍ରେନ ଉପରେ କିଞ୍ଜଲ କ୍ଷେପଣାସ୍ତ୍ର...

ଖାଦ୍ୟ ପଠାଇବାରେ ଭାରତ ନଂ ୧

ସାଓ ପାଉଲୋ,୭।୧୨: ଆରବ ଦେଶକୁ ଖାଦ୍ୟ ଯୋଗାଇବାରେ ବ୍ରାଜିଲକୁ ପଛରେ ପକାଇ ଦେଇଛି ଭାରତ। ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଏହି...

Advertisement
Archives

Model This Week