Posted inଖେଳ

ଆଉ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିବେନି ରୋହିତ ଶର୍ମା!

ନୂଆଦିଲ୍ଲୀ,୨୨।୧୧: ଭାରତର ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଆଉ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳି ନପାରନ୍ତି। ଏହା ସହିତ ସୀମିତ ଓଭରରେ ନିଜର ଭବିଷ୍ୟତକୁ ନେଇ ମଧ୍ୟ ରୋହିତ ବିସିସିଆଇ ସହିତ ବିଶ୍ୱକପ ପୂର୍ବରୁ ସେ ଆଲୋଚନା କରିଥିବା ସୂଚନା ମିଳିଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ ରୋହିତ ପୂର୍ବରୁ ହିଁ ଚୟନକର୍ତ୍ତାଙ୍କୁ କହିଥିଲେ କି ତାଙ୍କୁ ଟି୨୦ ଫର୍ମାଟରୁ ଦୂରରେ ରଖାଯାଉ। ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ। ଗତ ଏକବର୍ଷ ହେବ ଚୟନକର୍ତ୍ତାମାନେ ମାନଙ୍କୁ ଟି୨୦ ଫର୍ମାଟ ପାଇଁ ସୁଯୋଗ ଦେଉଛନ୍ତି। ଆସନ୍ତା ବର୍ଷ ଜୁନ ମାସରେ ଟି୨୦ ବିଶ୍ୱକପ ଆୟୋଜିତ ହେବ।

୨୦୨୨ ଟି୨୦ ବିଶ୍ୱକପ ସେମିଫାଇନାଲରୁ ଭାରତ ବିଦାୟ ନେବା ପରେ ରୋହିତ କୌଣସି ଛୋଟ ଫାର୍ମଟ ମ୍ୟାଚ୍ ଖେଳି ନାହାନ୍ତି। ଏହା ପରଠୁ ହାର୍ଦିକ ଟି୨୦ ମୁକାବିଲାରେ ଭାରତର ନେତୃତ୍ୱ ନେଉଛନ୍ତି। ରୋହିତ ଭାରତ ପାଇଁ ୧୪୮ ଟି୨୦ ମ୍ୟାଚ୍ ଖେଳିଥିବା ବେଳେ ୧୪୦ ଷ୍ଟ୍ରାଇକ ରେଟରେ ୩୮୫୩ ରନ୍ ସ୍କୋର କରିଛନ୍ତି।

ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ଏପର୍ଯ୍ୟନ୍ତ ମୋଟ ତିନିଟି ଆଇସିସି ଟୁର୍ନାମେଣ୍ଟ ହାରି ସାରିଛନ୍ତି। ଯଦିଓ ସେ ୨୦୨୩ ଏସିଆ କପ୍ ଟାଇଟଲ୍ ଜିତିଥିଲେ। କିନ୍ତୁ ଅଧିନାୟକ ଭାବରେ ରୋହିତ ଟି -୨୦ ବିଶ୍ୱକପ ୨୦୨୨, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ୨୦୨୩ ଏବଂ ଦିନିକିଆ ବିଶ୍ୱକପ ୨୦୨୩ ରେ ପରାଜୟର ସମ୍ମୁଖୀନ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର…

ପୂର୍ବତନ ଭାରତୀୟ କ୍ରିକେଟର ଗିରଫ: ମଦ୍ୟପାନ କରି ୩ଟି ଗାଡିକୁ ଧକ୍କା ଦେବା ଅଭିଯୋଗରେ…

ନୂଆଦିଲ୍ଲୀ,୨୮।୧: ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ପୋଲିସ ଗିରଫ କରିଛି। ମଦ୍ୟପାନ କରି ଗାଡ଼ି ଚଲାଇବା ଏବଂ ଅନ୍ୟ ତିନୋଟି ଗାଡ଼ିକୁ ଧକ୍କା ଦେବା ଅଭିଯୋଗରେ ତାଙ୍କୁ…

୨୨ ଚୌକା, ୧୧ ଛକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ବିଶ୍ୱକପ୍‌ରେ…

ବୁଲାୱାୟୋ,୨୮।୧: ୧୯ ବର୍ଷରୁ କମ ବିଶ୍ୱକପର ସୁପର ସିକ୍ସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୨ ରନ କରିଥିଲା। ଏହି ମ୍ୟାଚ ବୁଲାୱାୟୋରେ ଖେଳାଯାଉଛି। ଟିମ…

ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?

ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ…

ଟି୨୦ ବିଶ୍ୱକପ୍‌ ପୂର୍ବରୁ ସନ୍ନ୍ୟାସ ନେଇ ଚମକାଇଲେ ଏହି କ୍ରିକେଟର, ୧୭ ବର୍ଷ କ୍ୟାରିୟରରେ… 

ନୂଆଦିଲ୍ଲୀ,୨୭।୧: ୨୦୨୬ ଟି୨୦ ବିଶ୍ୱକପ୍‌କୁ ଆଉ କିଛି ଦିନ ବାକି। ଏମିତିରେ ସନ୍ନ୍ୟାସ ନେଇ ଚମକାଇଛନ୍ତି ଜଣେ କ୍ରିକେଟର। ସେ ହେଲେ କେନ୍‌ ରିଚାର୍ଡସେନ। ଏହି ବୋଲରଜଣଙ୍କ…

କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇତିହାସ ରଚିଲା ଏହି ଦେଶ

ନୂଆଦିଲ୍ଲୀ,୨୭।୧: ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଇଟାଲୀ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଇଟାଲୀ ଇତିହାସ ରଚିଛି। ଦୁବାଇର…

T20 World Cup: ସ୍କଟଲାଣ୍ଡ ଟିମରେ ସାମିଲ ଅଛନ୍ତି ପାକିସ୍ତାନ ଖେଳାଳି, ଉପୁଜିବ କି ବିବାଦ? ଜାଣନ୍ତୁ କ’ଣ କହୁଛି…

ନୂଆଦିଲ୍ଲୀ,୨୭।୧: କ୍ରିକେଟ ସ୍କଟଲାଣ୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଟ୍ରୁଡି ଲିଣ୍ଡବ୍ଲାଡ ପାକିସ୍ତାନୀ ଜନ୍ମିତ ଦ୍ରୁତ ବୋଲର ସାଫିଆନ ସରିଫଙ୍କ ସମେତ ଖେଳାଳିଙ୍କ ପାଇଁ ଭିଜା ବିଳମ୍ବ ସମ୍ପର୍କରେ ଚିନ୍ତାକୁ…

ଏହା କେବଳ ଆରମ୍ଭ ମାତ୍ର…କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିବା ପରେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri