Posted inଖେଳ

ଆଉ କେତେ ଦିନ ଖେଳିବେ ବିରାଟ-ରୋହିତ ? ଗମ୍ଭୀର ଦେଲେ ସୂଚନା

ନୂଆଦିଲ୍ଲୀ,୨୨ା୭: ସୋମବାର ଅନୁଷ୍ଠିତ ଖବରତଦାତା ସମ୍ମିଳନୀରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବିଭିନ୍ନ ଖେଳାଳିଙ୍କ ଚୟନ ଏବଂ ଦଳରୁ ବାଦ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଏହି ଅବସରରେ ସେ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭବିଷ୍ୟତ ସମ୍ପର୍କରେ ମଧ୍ୟ ସେ ନିଜର ମତ ଜଣାଇଛନ୍ତି।

ଗମ୍ଭୀର କହିଛନ୍ତି ” ମୁଁ ଭାବୁଛି ସେମାନେ ଟି20 ବିଶ୍ୱକପ ହେଉ କିମ୍ବା ଦିନୀଆ ବିଶ୍ୱକପ ହେଉ, ସେମାନେ ବଡ଼ ମ୍ୟାଚରେ କ’ଣ କରିପାରିବେ ତାହା ଦର୍ଶାଇଛନ୍ତି। ତେବେ ସେ ଦୁଇଜଣଙ୍କର ଅନେକ କ୍ରିକେଟ୍ ବାକି ଅଛି। ଆଗକୁ ଚାମ୍ପିଅନ୍ସ ଟ୍ରଫି ଆସୁଛି, ଅଷ୍ଟ୍ରେଲିଆରେ ଏକ ବଡ଼ ଟେଷ୍ଟ ସିରିଜ୍ ଆସୁଛି। ଚାମ୍ପିଅନ୍ସ ଟ୍ରଫି ପାଇଁ ସେମାନେ ଉତ୍ସାହିତ ହେବେ ଏବଂ ଯଦି ସେମାନେ ନିଜ ଫିଟନେସ ବଜାୟ ରଖିପାରିବେ, ତେବେ ସେମାନେ 2027 ବିଶ୍ୱକପ ଖେଳିପାରିବେ ବୋଲି ଗମ୍ଭୀର କହିଛନ୍ତି।

“ତେବେ ଏହା ଅତ୍ୟନ୍ତ ବ୍ୟକ୍ତିଗତ ନିଷ୍ପତ୍ତି। ସେମାନଙ୍କ ମଧ୍ୟରେ କେତେ କ୍ରିକେଟ୍ ବାକି ଅଛି ମୁଁ କହି ପାରିବି ନାହିଁ। ବିରାଟ ଏବଂ ରୋହିତ ଦୁହେଁ ବିଶ୍ୱ ସ୍ତରୀୟ ଖେଳାଳି ଅଟନ୍ତି। ସେମାନଙ୍କ ଭିତରେ ଅନେକ କ୍ରିକେଟ୍ ବାକି ଅଛି।”


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ଉପନିର୍ବାଚନ ପରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା, ଭାଙ୍ଗିଯିବ…

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ରାଜନୀତିରେ ଅନେକ ରାଜନୈତିକ ଅଙ୍କ ବଦଳିବା ନେଇ ଏବେଠାରୁ ଚର୍ଚ୍ଚା ହେଲାଣି। ଯଦିଓ ଏବେ...

ଜୟଙ୍କ ନେତୃତ୍ୱରେ ୧ ନମ୍ବର ଜିଲା ହେବ ନୂଆପଡ଼ା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ଭାଜପା ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରି ଇତିହାସ ରଚିଛି। ନୂଆପଡ଼ାବାସୀ ଭାଜପା ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି। ନୂଆପଡ଼ାରେ ଏଥର...

ଓଡ଼ିଶାର ସବୁ ବନ୍ଦରରେ ରହିବ କୋଷ୍ଟଗାର୍ଡ ବର୍ଥ

ପାରାଦୀପ ୧୬ା୧୧(ଶରତ ରାଉତ): ସାମ୍ପ୍ରତିକ ଭୂ-ରାଜନୈତିକ ଓ ସାମରିକ ଘଟଣାକ୍ରମକୁ ଦେଖିଲେ ଉପକୂଳ ଅଞ୍ଚଳ ଓ ବନ୍ଦରଗୁଡ଼ିକର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ହୃଦୟଙ୍ଗମ କରାଯାଇ...

ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୧୧: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏମ୍ସ ଡାକ୍ତରଙ୍କ ସହ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ...

ବିହାରରେ ନୂଆ ସରକାର ଗଠନ ପୂର୍ବରୁ ଶାହାଙ୍କ ଘରେ ଘନ ଘନ ବୈଠକ

ନୂଆଦିଲ୍ଲୀ,୧୫।୧୧: ବିହାରରେ ନୂଆ ସରକାର ଗଠନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ସୂତ୍ର ଅନୁଯାୟୀ, ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ...

ମନ୍ଧାନାଙ୍କୁ ମିଳିଲା ୫୦ ଲକ୍ଷ ପୁରସ୍କାର

ମୁମ୍ବାଇ, ୧୫ା୧୧: ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ପକ୍ଷରୁ ଶନିବାର ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳର ଓପନର ତଥା ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।...

ହାରିଗଲେ ସତ, ହେଲେ ଭାଜପାକୁ ଦୁଃଖ ଦେଇଗଲେ ପିକେ, ଅଧିକାଂଶ ଆସନରେ…

ପାଟନା,୧୫।୧୧: ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି (ପ୍ରଶାନ୍ତ କିଶୋର ଜନ ସୂରାଜ ପାର୍ଟି) ବିହାର ବିଧାନସଭା ନିର୍ବାଚନରେ (ବିହାର ନିର୍ବାଚନ ଫଳାଫଳ ୨୦୨୫)ରେ ଗୋଟିଏ...

IPL 2026 Retention: ରିଟେନସନ ପରେ କେଉଁ ଟିମ୍‌ ପର୍ସରେ କେତେ ଟଙ୍କା ଅଛି, ଗୋଟିଏ ଫ୍ରାଞ୍ଚାଇଜ ତ ହେଲା…

ନୂଆଦିଲ୍ଲୀ,୧୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ପାଇଁ ରିଟେନସନ ତାଲିକା ପ୍ରକାଶ ପାଇଛି। ରିଟେନସନ ପୂର୍ବରୁ, ସମସ୍ତ ଦଳ ଟ୍ରେଡ ୱିଣ୍ଡୋରେ ଖେଳାଳିମାନଙ୍କୁ ଅଦଳବଦଳ କରିଥିଲେ।...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri