କଞ୍ଚା ଆମ୍ବ ସୁପ୍‌

ଆବଶ୍ୟକ ସାମଗ୍ରୀ: ଏକ କେଜି. କଞ୍ଚା ଆମ୍ବ, ଛୋଟ କଟା ଅଦା ୩ ବଡ ଚାମଚ, ଶୁଣ୍ଠି ପାଉଡର ୧ ଚାମଚ, ପୁଦିନା ପତ୍ର ୪ ବଡ ଚାମଚ, ଚିନି ୨-୩ ବଡ ଚାମଚ, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ ଅଧା ଛୋଟ ଚାମଚ, କଳା ଲୁଣ ଅଧା ଛୋଟ ଚାମଚ, ଗୁଜୁରାତି ଗୁଣ୍ଡ ଅଧା ଛୋଟ ଚାମଚ, ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ଆମ୍ବ ଚୋପା ଛଡାଇ ଏହାକୁ ଛୋଟ ଛୋଟ କାଟି ଦିଅନ୍ତୁ। ଏହାକୁ ପାଣିରେ ଅଦା ପକାଇ ସିଝାନ୍ତୁ। ସିଝିବା ପରେ ଏହାକୁ କାଢି ଗ୍ରାଇଣ୍ଡ କରି ଦିଅନ୍ତୁ। ମନେ ରଖନ୍ତୁ ଯେପରି ଏହା ଅଧିକ ବହଳିଆ କିମ୍ବା ପାଣିଆ ନ ହୁଏ। ସେଥିରେ ଚିନି, କଳାଲୁଣ, ଗୁଜୁରାତି ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସ୍ବାଦଅନୁସାରେ ଲୁଣ ଏବଂ ପୁଦିନା ପତ୍ର ପକାଇ ଗୋଳାନ୍ତୁ। ଏହାକୁ କିଛି ସମୟ ଫ୍ରିଜ୍‌ରେ ରଖନ୍ତୁ। ଥଣ୍ଡା ହେବା ପରେ ପରିବାର ଲୋକଙ୍କୁ ଏହି ଟେଷ୍ଟି ମ୍ୟାଙ୍ଗୋ ସୁପ୍‌ ପିଇବାକୁ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶରୁ ଦୂରେଇ ରଖେ ଏହି ଶାଗ…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଅର୍ଶ ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଆପଣେଇଲେ ଏଥିରେ ସୁଫଳ ମିଳିଥାଏ। ପ୍ରତିଦିନ...

ସ୍ବାମୀଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାନ୍ତି ସ୍ତ୍ରୀ, ଜାଣନ୍ତୁ କିପରି

ଆଚାର୍ଯ୍ୟ ଚାଣକ୍ୟ ଜୀବନର ମୂଲ୍ୟବୋଧକୁ ବର୍ଣ୍ଣନା କରିବା ସହିତ ଜୀବନ ସହ ଜଡିତ ସମସ୍ତ ଦିଗକୁ ବ୍ୟାଖ୍ୟା କରିଛନ୍ତି। ସେ ବିଚଳିତ ବ୍ୟକ୍ତିଙ୍କୁ ବିଷାକ୍ତ ପ୍ରାଣୀ...

ଜନସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଲୋଡ଼ା: ଡା. ଅରିଜିତ ମହାପାତ୍ର

ନବଜାତ ଶିଶୁରୋଗ ବିଶେଷଜ୍ଞ ଭାବେ ସେ ଜଣାଶୁଣା। ବହୁ ଜଟିଳ ଅସ୍ତ୍ରୋପଚାର କରି ପାଇଛନ୍ତି ଅନେକ ସଫଳତା। କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି...

ପାର୍ଟି ପାଇଁ ମେକ୍‌ ଅପ୍‌

ପାର୍ଟିକୁ ଯିବାକୁ ହେଲେ କେବଳ ପାର୍ଲର ଗୋଟିଏ ଅପ୍ସନ୍‌ ନୁହେଁ, ଆପଣ ଚାହିଁଲେ ଘରେ ବି ନେଇପାରିବେ ମେକ୍‌ଅପ୍‌ । ଜାଣନ୍ତୁ ସେ ନେଇ କିଛି...

କେତୋଟି ଜରୁରୀ ଜାଣିବା କଥା

*ଠାକୁରଙ୍କୁ ପୂଜା କରିବା ସମୟରେ ସକାଳେ ହେଉ ଅବା ସନ୍ଧ୍ୟାରେ ଥରୁଟିଏ ହେଉ ନା କାହିଁକି ଠାକୁରଙ୍କ ପାଖେ ଝୁଣା ଧୂପ କିମ୍ବା କର୍ପୁର ଆଳତି...

ମକା ଖାଇଲେ ଦୂର ହୁଏ ଏସବୁ ସମସ୍ୟା

ମକା ଖାଲି ପାଟିକୁ ସୁଆଦିଆ ନୁହେଁ, ଏଥିରେ ନାନା ଔଷଧୀୟ ଗୁଣ ଭରି ରହିଛି। ମକାକୁ ପାଣିରେ ଭଲ ଭାବରେ ଫୁଟାଇ ସେହି ପାଣିକୁ ଛାଣି...

ଜୀବନରେ ବାରମ୍ବାର ବିଫଳ ହେଉଛନ୍ତି କି? ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, କେବେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ

ଯଦି ଆପଣ ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ ତେବେ କେତୋଟି ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟପେୟ ବ୍ୟତୀତ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଆପଣଙ୍କ...

Advertisement
Archives

Model This Week