ଗୋଟିଏ ଭୁଲ ଯୋଗୁ କଟିଯିବ କାର୍ଡ, ଜାଣନ୍ତୁ ଅନଲାଇନରେ କିପରି କରିବେ ସଂଶୋଧନ

ନୂଆଦିଲ୍ଲୀ,୪।୯: ଭାରତ ସରକାର ନାଗରିକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଅଧିକାଂଶ ଗରିବ ଏବଂ ଅଭାବୀ ଲୋକଙ୍କ ପାଇଁ। ଆଜି ବି ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ରୋଜଗାର କରିବାକୁ ଅସମର୍ଥ ଅଟନ୍ତି। ଭାରତ ସରକାର ଏହିପରି ଲୋକଙ୍କୁ ବହୁତ କମ ଦରରେ ରାଶନ ପ୍ରଦାନ କରନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, ଭାରତ ସରକାର ଏହି ଗରିବ ଅଭାବୀ ଲୋକଙ୍କୁ ଅତି କମ୍‌ ମୂଲ୍ୟରେ ରାଶନ ପ୍ରଦାନ କରନ୍ତି।

ଭାରତ ସରକାରଙ୍କ ଯୋଜନା ଅଧୀନରେ କମ ମୂଲ୍ୟରେ ରାଶନ ପାଇବାକୁ ହେଲେ ଲୋକଙ୍କ ପାଇଁ ରାଶନ କାର୍ଡ ରହିବା ଆବଶ୍ୟକ । ଭାରତରେ ଚାରୋଟି ପ୍ରକାରର ରାଶନ କାର୍ଡ ଅଛି ଯାହା ବିଭିନ୍ନ ଯୋଗ୍ୟତା ଆଧାରରେ ତିଆରି । ସମସ୍ତ ରାଶନ କାର୍ଡରେ କମ ମୂଲ୍ୟରେ ରାଶନର ସୁବିଧା ନାହିଁ । ଏହା ବ୍ୟତୀତ ସରକାରୀ ଯୋଜନାରେ ଲାଭ ପାଇବା ପାଇଁ ରାଶନ କାର୍ଡ ମଧ୍ୟ ଉପଯୋଗୀ । ଯଦି ଆପଣଙ୍କ ରାଶନ କାର୍ଡରେ ସାମାନ୍ୟ ଭୁଲ ଥାଏ, ତେବେ ଆପଣଙ୍କ ଭବିଷ୍ୟତରେ ଅସୁବିଧା ପକାଇପାରେ। କିନ୍ତୁ ଆପଣ ଏହାକୁ ଅନଲାଇନରେ ମଧ୍ୟ ଠିକ କରିପାରିବେ।

ଯଦି ରାଶନ କାର୍ଡରେ ଜନ୍ମ ତାରିଖ କିମ୍ବା ନାମ ଭୁଲ ଥିଲେ ତେବେ ରାଶନ କାର୍ଡ ବାତିଲ ହୋଇପାରେ। ଭାରତ ସରକାରଙ୍କ ନିୟମ ଅନୁଯାୟୀ, ରାଶନ କାର୍ଡ ଏକ ବୈଧ ଦଲିଲ ଅଟେ। ଏହାକୁ ଏକ ପରିଚୟ ପତ୍ର ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ। ଏହା ସହିତ ଆପଣ ଏହା ଉପରେ ରାଶନ ମଧ୍ୟ ନେଇପାରିବେ ଏବଂ ସରକାରୀ ଯୋଜନାଗୁଡ଼ିକର ଲାଭ ମଧ୍ୟ ନେଇପାରିବେ। କିନ୍ତୁ ଯଦି ରାଶନ କାର୍ଡ ତିଆରି କରିବା ସମୟରେ ଆପଣଙ୍କ ନାଁ ଭୁଲ ଥାଏ, କିମ୍ବା ଜନ୍ମ ତାରିଖ ଭୁଲ ଥାଏ କିମ୍ବା ଅନ୍ୟ କୌଣସି ସୂଚନା ଭୁଲ ହେଇଥାଏ।ତେବେ ଆପଣଙ୍କ ରାଶନ କାର୍ଡ ବାତିଲ ହୋଇପାରେ।

ଯଦି ଆପଣ ରାଶନ କାର୍ଡ ତିଆରି କରିବା ସମୟରେ କିଛି ଭୁଲ କରିଛନ୍ତି । କିଛି ଭୁଲ ତଥ୍ୟ ରହିଯାଇଛି। ତେଣୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣ ଏହାକୁ କେବଳ ଅନଲାଇନରେ ସଂଶୋଧନ କରିପାରିବେ। ଏଥିପାଇଁ ସର୍ବପ୍ରଥମେ ଆପଣଙ୍କ ରାଜ୍ୟର ଖାଦ୍ୟ ଏବଂ ଯୋଗାଣ ବିଭାଗର ୱେବସାଇଟକୁ ଯିବାକୁ ପଡିବ। ସେଇଠି ଆପଣ ସଂଶୋଧନ କରିପାରବେ।

 


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ମନ୍ଦିରରୁ ଚୋରି, ଦେଢ଼ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ମଳାସପଦର ରାସ୍ତାରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ବିଳମ୍ବିତ ରାତିରେ…

ଭାରତୀୟ ବ୍ୟାଟରଙ୍କ ଉପରେ ଗମ୍ଭୀରଙ୍କ ରାଗ: ପରାଜୟର କାରଣ ନେଇ ଖୋଲିଲେ ମୁହଁ, କହିଲେ ଏହାର ପରିଣାମ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରିକେଟରେ ଏପରି…

ଟିମ୍‌ଇଣ୍ଡିଆ ସହ ହୋଇଛି ବଡ଼ ଧୋକା: ୩୩୩ ରନ ହୋଇଥିବା ପିଚ୍‌ରେ ଭାରତ ୮୯ରେ ଅଲଆଉଟକୁ ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ…

ବରଗଡ଼ ଗସ୍ତରେ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ…

ପାଟ୍ରୋଲିଂବେଳେ କାର୍‌ ଅଟକାଇଲା ପୋଲିସ, ଭିତରେ ଏତେ ଗଞ୍ଜେଇ ଦେଖି ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ଼ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫)ଙ୍କୁ ବ୍ରହ୍ମପୁର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଘର ଲୋକଙ୍କ ଭୟରେ ଜଙ୍ଗଲକୁ ପଳାଇଥିଲେ ୪ ଦଶମ ଶ୍ରେଣୀ ଛାତ୍ର, ଆଉ ତା’ପରେ…

ବଲାଙ୍ଗୀର,୧୩।୧୧: ବଲାଙ୍ଗୀର ସହର ଉପକଣ୍ଠ ଜଙ୍ଗଲରୁ ଶୁକ୍ରବାର ୪ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଛାତ୍ର ଲଳିତନଗର ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା…

ଟିମ୍‌ଇଣ୍ଡିଆକୁ ଦିନରେ ତାରା ଦେଖେଇଦେଲେ ହେନରୀ: କଲେ ରେକର୍ଡ ବର୍ଷା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆକୁ ୨୪୪ ରନ୍‌ର ବଡ଼…

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?