ରଥଖଳା ଚଳଚଞ୍ଚଳ,ଲାଗିପଡ଼ିଛନ୍ତି କମାର ସେବକ

ପୁରୀ ଅଫିସ,୨୧।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୩ ରଥର ୪୨ ଚକ ମଧ୍ୟରୁ ୧୮ଟି ଚକ ସମ୍ପୂର୍ଣ୍ଣ ହୋଇଛି । ରଥର ଉପରିଭାଗ ଭୂଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ରଥ ଅମିନଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ ଭୂଇଁ କାଠ ଯୋଗାଇଥିଲା ବେଳେ ବିଶ୍ୱକର୍ମାମାନେ ବାରିସି ଚଳାଇ ପ୍ରଥମ ଭୂଇଁ ନିର୍ମାଣ ଆରମ୍ଭ କରିଛନ୍ତି। ଧଉରା ଓ ଅସନ କାଠରେ ଭୂଇଁ ତିଆରି ହେଉଛି। ରଥର ସମସ୍ତ ଯୋକା ନିର୍ମାଣ ଶେଷ ହୋଇଛି । ଏଥିସହ ଶାଳରେ କମାର ସେବକମାନେ ପନ୍ଦାରି ଚାବି ନିର୍ମାଣ ଆରମ୍ଭ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨ମାସ ବିତିଲା, ହେଲାନି ମରାମତି: ଭଙ୍ଗା କଲଭର୍ଟରେ ବିପଦପୂର୍ଣ୍ଣ ଯାତାୟାତ

ଘସିପୁରା, ୮।୧୧(ଡି.ଏନ.ଏ.)-ଆଦିବାସୀ ଅପହଞ୍ଚ ଇଲାକା ଗୁଡ଼ିକରେ ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆଜି...

କନ୍ତିଆରେ ସିରିଜ ବୋମାମାଡ଼: ଜଣେ ଗୁରୁତର

ଜଟଣୀ,୪ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ଶନିବାର ସିରିଜ ବୋମାମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ କାରଣ ଅସ୍ପଷ୍ଟ...

ସମୁଦ୍ରରେ ୨ ମାଛଧରା ବୋଟ୍‌ ନିଖୋଜ: ୧୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ପାରାଦୀପ,୧୬ା୧(ସ୍ବ.ପ୍ର.): ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ରବିବାର ନିଖୋଜ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ରାତିରେ...

ପାଣିକୁଣ୍ଡରେ ପଡ଼ି ଶିଶୁର ଜୀବନଗଲା

ବାଲେଶ୍ୱର ଅଫିସ,୧୮ା୮: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନସ୍ଥ ବେଗୁନିଆ ଗ୍ରାମର ଗୋବିନ୍ଦ ସିଂଙ୍କ ୪ ବର୍ଷର ଶିଶୁପୁତ୍ର ଖେଳୁଥିବା ବେଳେ ଘର ଆଗରେ ଥିବା...

ନିର୍ବାଚନ ଲୋଡ଼ାନାହିଁ, ସ୍ବାମୀଙ୍କୁ ଫେରାଇଦିଅ

ଢେଙ୍କାନାଳ ଅଫିସ୍‌, ୧୮ା୨: ‘ମୋର ଭୋଟ ଦରକାର ନାହିଁ କି ନିର୍ବାଚନ ଲଢ଼ିବାର ନାହିଁ, ମୋର ଭୁଲ ହୋଇଛି। ମୁଁ ହାତ ଯୋଡ଼ି ନେହୁରା ହେଉଛି।...

ଜେଲ ଗଲେ ପ୍ରେମିକ

ଯାଜପୁର ଅଫିସ୍‌/ରସୁଲପୁର/ଯାଜପୁର ଟାଉନ,୩୦ା୧: ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ବୁଧବାର ସକାଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ...

‘ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବଦ୍ଧପରିକର’

ବାଲେଶ୍ୱର ଅଫିସ୍‌, ୧୭ା୮: ୩୭୦ ଧାରା ଉଚ୍ଛେଦ କରି କେନ୍ଦ୍ର ସରକାର କାଶ୍ମୀରବାସୀଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର...

ବିଦ୍ୟାଳୟ ପାଚେରି ନିର୍ମାଣରେ ଛାତ୍ରଙ୍କୁ ଲଗାଇଥିଲେ ଶିକ୍ଷକ, ଭିଡିଓ ହେଲା ଭାଇରାଲ

ମାଥିଲି/ମାଲକାନଗିରି, ୨୮ା୮(ଡି.ଏନ୍‌.ଏ.): କେନ୍ଦ୍ର ଏବଂ ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ଶିକ୍ଷାର ଉନ୍ନତି ସହ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତିି। ପିଲାମାନଙ୍କ...

Advertisement
Archives

Model This Week