ଟ୍ରକ୍‌ ପଛରେ କାହିଁକି ଲେଖାଯାଇଥାଏ ‘OK TATA’, ଏହାର ଅର୍ଥ କ’ଣ? ରତନ ଟାଟାଙ୍କ ସହ ସମ୍ପର୍କ କ’ଣ…

ନୂଆଦିଲ୍ଲୀ,୧୦।୧୦: ଯାତ୍ରା ସମୟରେ ଆପଣ ଟ୍ରକ୍‌ ପଛରେ କବିତା ସହ ଦୁଇଟି ଶବ୍ଦ ଲେଖାଯାଇଥିବା ଦେଖିଥାଇପାରନ୍ତି। ତାହା ହେଲା-OK TATA। ଏହି ଶବ୍ଦ ଟ୍ରକ୍‌ର ନେମ୍‌ପ୍ଲେଟ୍‌ର ନମ୍ବରଠାରୁ ବଡ଼ ଅକ୍ଷରରେ ଲେଖାଯାଇଥାଏ। ଅଧିକାଂଶ ଲୋକ ଏହାର ଅର୍ଥ ଜାଣନ୍ତି ନାହିଁ। କିଛି ଏହା ଟ୍ରକ୍‌ର ପରିଚୟ ବୋଲି କହୁଥିବା ଦେଖାଯାଏ। ହେଲେ ସେଇଟା ଠିକ୍‌ ନୁହେଁ। ଏହି ଶବ୍ଦ ରତନ ଟାଟାଙ୍କ ସହ ଜଡ଼ିତ।

‘OK TATA’ର ଉତ୍ତର ଟାଟା ଗ୍ରୁପ୍‌ ସହ ମିଶୁନାହିଁ, ଯିଏକି ଦୁଇ ଚକିଆ ଏବଂ ଚାରି ଚକିଆ ବାହାନ ସହ ଟ୍ରକ୍‌ ମାନୁଫାକ୍ଚରିଂ ଲାଗି ଜଣାଶୁଣା। ହେଲେ କେବଳ ଟ୍ରକ୍‌ରେ ଏଭଳି ଶବ୍ଦର ବ୍ୟବହାର କାହିଁକି ତାହା ଚିନ୍ତାର ବିଷୟ।

Ok Tata Slogan

ପ୍ରଥମ କଥା ‘ଓକେ ଟାଟା’ ଟାଟା ଗ୍ରୁପ୍‌ ନିର୍ମାଣ କରୁଥିବା ଟ୍ରକ୍‌ରେ ଲେଖାଯାଇଥାଏ। ଯଦି ଏହା ଲେଖାଥାଏ ତାର ଅର୍ଥ ଗାଡ଼ିର ପରୀକ୍ଷଣ ହୋଇସାରିଛି, ତାର ଅବସ୍ଥା ଭଲ ରହିଛି। କମ୍ପାନୀର ମାନକ ଅନୁଯାୟୀ ଏହାର ମାନୁଫାକ୍ଚରିଂ ଏବଂ ରିପେୟାରିଂ କରାଯାଇଛି। ଏହାର ଓ୍ବାରେଣ୍ଟି କେବଳ ଟାଟା ପାଖରେ ରହିଛି।

ପ୍ରଥମେ କମ୍ପାନୀ ଏହାକୁ ନିଜର ପଲିସି ଭାବେ ଟ୍ରକରେ ଲେଖିଥିଲେ ହେଁ ଧୀରେ ଧୀରେ ଏହା ବ୍ରାଣ୍ଡିଂରେ ପରିଣତ ହୋଇଥିଲା। ଟ୍ରକ୍‌ ଜରିଆରେ ଏହା ସମଗ୍ର ରାଜ୍ୟରେ ପ୍ରଚଳିତ ହେଉଛି।

ଟ୍ରକ୍‌ ନିର୍ମାଣ କରୁଥିବା ଟାଟା ମୋଟର୍ସ ଆଜି ଦେଶର ଶୀର୍ଷ ଅଟୋମୋବାଇଲ କମ୍ପାନୀ। ୧୯୫୪ରେ ଏହା ଟାଟା ଇଞ୍ଜିନିୟରିଂ ଆଣ୍ଡ ଲୋକୋମୋଟିଭ୍‌ କମ୍ପାନୀ(ଟେଲକୋ) ଭାବେ ହୋଇଥିଲା। ପରେ ଏହାର ନାମ ପରିବର୍ତ୍ତନ ହୋଇ ଟାଟା ମୋଟର୍ସ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ଗର୍ଭବତୀ କୂଅ

ବେଜିଂ: ମା’ ହେବା ବିଶ୍ୱର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ। ସାଧାରଣତଃ ମାତୃତ୍ୱ ଲାଭ କରିବା ପରେ ଯାଇ ଜଣେ ମହିଳା ତାଙ୍କ ଜୀବନକୁ ସଂପୂର୍ଣ୍ଣ...

ଲେହରେ ଆନାଲୋଗ୍‌ ସ୍ପେସ୍‌ ମିଶନ ଆରମ୍ଭ

ନୂଆଦିଲ୍ଲୀ,୨ା୧୧: ଭାରତର ପ୍ରଥମ ଆନାଲୋଗ୍‌ ସ୍ପେସ୍‌ ମିଶନ ଶୁକ୍ରବାର ଲଦାଖର ଲେହଠାରେ ଆରମ୍ଭ ହୋଇଛି। ମହାକାଶ କେନ୍ଦ୍ର ଅନୁରୂପ ଏହି ମିଶନ ପୃଥିବୀ ବାହାରେ ବେସ୍‌...

ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା

ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର...

ଚଳିତ ଶୀତ ଅଧିବେଶନରେ ପୁଣି ପୁରୁଣା ସଂସଦରେ ବସିବେ ଏମପି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୧୧: ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ବର ୨୫ରୁ ଡିସେମ୍ବର ୨୦ ଯାଏ ଚାଲିପାରେ । ଏକ...

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ...

ମୁଁ ଲାଲୁଙ୍କ ସହ ଯିବାକୁ ପ୍ରସ୍ତୁତ ଅଛି, ଯଦି ସେ…, ଖୋଲା ଅଫର ଦେଲେ ପ୍ରଶାନ୍ତ କିଶୋର

ପାଟନା,୧।୧୧: ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବେଲାଗଞ୍ଜ ବିଧାନସଭାର ବିଭିନ୍ନ ସ୍ଥାନରେ ସାଧାରଣ ସଭା ମାଧ୍ୟମରେ ପ୍ରଚାର କରିଥିଲେ। ଏହି ସମୟରେ ସେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

ନଭେମ୍ବରରେ ଅବସର ନେବେ ସିଜେଆଇ ଚନ୍ଦ୍ରଚୁଡ, ଯିବା ସମୟରେ ଶୁଣାଇବେ ୫ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡ ୧୦ ନଭେମ୍ବରରେ ଅବସର ନେଉଛନ୍ତି। ତାଙ୍କର କାର୍ଯ୍ୟକାଳ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ସ୍ମରଣୀୟ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri