Posted inଜାତୀୟ

ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’

କୋଲକତା,୧୨।୭: ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ତେବେ ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା। ‘ରାଜା’ ରୟାଲ ବେଙ୍ଗଲ ଟାଇଗର ହୋଇଥିବା ବେଳେ ତାକୁ ଭାରତର ସବୁଠୁ ବୟସ୍କ ବାଘ ବୋଲି କୁହାଯାଉଥିଲା।

ପଶ୍ଚିମବଙ୍ଗର ଆଲିପୁରଦୁଆରସ୍ଥିତ ସାଉଥ ଖୈରିବାଡି ଜାତୀୟ ଉଦ୍ୟାନରେ ପ୍ରାଣ ହରାଇଛି ରାଜା। ରେସକ୍ୟୁ ସେଣ୍ଟରରେ ଦୀର୍ଘ ଦିନ ଧରି ରହିଆସୁଥିଲା ରାଜା । ସୁନ୍ଦରବନର ଏକ ନଦୀରେ କୁମ୍ଭୀର ଆକ୍ରମଣ କରିବା ପରେ ୨୦୦୮ରେ ତାକୁ ସେଠାକୁ ଅଣାଯାଇଥିଲା । ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ମଧ୍ୟ ତାକୁ ବନବିଭାଗ ପକ୍ଷରୁ ଜଙ୍ଗଲରେ ଛଡାଯାଇନଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଉପହାର ସିନେମା ଅଗ୍ନିକାଣ୍ଡ ଘଟଣା: ପୀଡିତଙ୍କୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୨୦।୨: ଉପହାର ସିନେମା ଅଗ୍ନିକାଣ୍ଡ ମାମଲାରେ ପୀଡିତଙ୍କୁ ଲାଗିଛି ଝଟ୍‌କା। ସୁପ୍ରିମକୋର୍ଟ ପୀଡିତଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ଏହାସହ ଖୋଲା ଅଦାଲତରେ...

ମିଶନ କର୍ମଯୋଗୀ, ପ୍ରଶାସନିକ ସେବାକୁ କରିଛି ସୁଦୃଢ଼: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮: ପ୍ରଶାସନିକ ସେବାକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମିଶନ କର୍ମଯୋଗୀ ଯୋଗୁ ସୁଫଳ ମିଳିପାରିଛି। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଦ୍ୱାରା...

ଭାଜପାରେ ସାମିଲ ହେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,୧୯।୧୨-ଭାଜପାରେ ସାମିଲ ହେଲେ ଟିଏମସିର ପୂର୍ବତନ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଶନିବାର ପଶ୍ଚିମବଙ୍ଗ ମେଦିନାପୁରରେ ଭାଜପା ପକ୍ଷରୁ ଆୟୋଜିତ ରାଲିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

କରୋନା ଟିକାର ପ୍ରଥମ ଡୋଜ୍ ନେଲେ ରତନ ଟାଟା

ନୂଆଦିଲ୍ଲୀ,୧୩ ।୩: କରୋନାକୁ ଦୂରେଇବାକୁ ଏବେ ସାରା ବିଶ୍ୱରେ ଚାଲିଛି ପ୍ରୟାସ । ଆଭ ଆମ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବି ଖୁବ୍ ଜୋରରେ...

କେଜରିୱାଲଙ୍କ ଦାବି ୫ ବର୍ଷରେ ପୂରଣ କରିବେ ୨୦ ଲକ୍ଷ ରୋଜଗାର ଦେବାର ଲକ୍ଷ୍ୟ

ନୂଆଦିଲ୍ଲୀ,୯ ।୪: ଦିଲ୍ଲୀ ସରକାର ରୋଜଗାର ବଜେଟକୁ କାର୍ଯ୍ୟକାରୀ କରିବାକୁ ଏବେ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ବଜେଟରେ...

ଭଗବାନ ଶିବଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଶ୍ରୀନଗର,୧୫।୭: ଜମ୍ମୁକଶ୍ମୀରର ଡୋଡା ଜିଲାରେ ଭଗବାନ ଶିବଙ୍କ ମୂର୍ତ୍ତି ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଏକ ମନ୍ଦିରରେ ପ୍ରବେଶ...

ପୁଲଓ୍ବାମାରେ ପୁଣି ଥରେ ପଡ଼ିଲା ରକ୍ତ ଛିଟା

ଶ୍ରୀନଗର,୬।୬ : ପୁଣି ଥରେ ପୁଲଓ୍ବାମାରେ ପଡ଼ିଛି ରକ୍ତ ଛିଟା। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗ୍ରେନେଡ୍‌ ବିସ୍ଫୋରଣ ଘଟିଛି। ଘଟଣାରେ ଅତିକମ୍‌ରେ ୮ ଜଣ ଆହତ...

ଏହି ରାଜ୍ୟର ମହିଳାମାନେ କରୁଛନ୍ତି ‘କରୋନା ମାଇ’ ପୂଜା

ବାରାଣସୀ,୧୬।୫: କରୋନା ଭାଇରସ୍‌ ମହାମାରୀ ସାରା ଦେଶରେ ତାଣ୍ଡବ ରଚୁଛି। ସାରା ରାଜ୍ୟରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ...

Advertisement
Archives

Model This Week