ସୋରଡାର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ

ସୋରଡ଼ା,୨୬।୧: ସୋରଡ଼ାର ବିଭିନ୍ନ ସ୍ଥାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ପତାକା ଉତ୍ତୋଳନ କରିଥିଲେ। ଥାନା ପରିସରରେ ଆଇଆଇସି ରମେଶ କୁମାର ପ୍ରଧାନ, ବିବେକାନନ୍ଦ ପରିଷଦରେ ସଭାପତି ଲକ୍ଷ୍ମୀ ଚରଣ ପଣ୍ଡା, ରେଞ୍ଜ କାର୍ଯ୍ୟାଳୟରେ ରେଞ୍ଜର ଲମ୍ବୋଦର ବାସ୍କେ, ବ୍ଲକ ସ୍କୁଲରେ ପ୍ରଧାନ ଶିକ୍ଷକ କାଳି ଚରଣ ପ୍ରଧାନ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସନ୍ତୋଷ କୁମାର ପଣ୍ଡା ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ଓକିଲ ସଂଘ, ମୋଟୋର କର୍ମଚାରୀ ସଂଘ, ପୂର୍ବତନ ସୈନିକ ସଂଘ, ବଣିକ ସଂଘ ପକ୍ଷରୁ ପତାକା ଉତ୍ତୋଳନ କରାଯାଇଥିଲା। କୋବିଡ କଟକଣାକୁ ପାଳନ କରି କାର୍ଯ୍ୟ ସମ୍ପାଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବ ପୀଠରେ ମା’ ବିମଳାଙ୍କ ଭଦ୍ରକାଳୀ ବେଶ

ଖଣ୍ଡପଡା,୪।୧୦(ସ୍ବ.ପ୍ର.): ନୀଳମାଧବ ପୀଠରେ ଇଷ୍ଟଦେବୀ ମା’ ବିମଳାଙ୍କ ୧୬ପୂଜା ଦ୍ୱିତୀୟା ଓଷାଠାରୁ ଆରମ୍ଭ ହୋଇଛି। ଏହି ପାରମ୍ପରିକ ପର୍ବ ମହାନବମୀ ପଯର୍‌ୟନ୍ତ ଚାଲୁରହିବ। ମହାଳୟା ଅମାବାସ୍ୟାଠାରୁ...

ଉତ୍ତରାଖଣ୍ଡରେ ମୟୂରଭଞ୍ଜର ଯୁବକ ନିଖୋଜ

ଖୁଣ୍ଟା,୧୧।୨(ଡି.ଏନ.ଏ.)- ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନ ଜନିତ ବନ୍ୟାରେ ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବାଙ୍ଗରା ପଞ୍ଚାୟତ ଅନ୍ତର୍ଗତ ସାତପଉଟିଆ ଗ୍ରାମର ଜଣେ ଯୁବକ ନିଖୋଜ ଥିବା...

ଅବହେଳିତଙ୍କ ମୁହଁରେ ଫୁଟାଉଛି ହସ

କେନ୍ଦୁଝର ଖଣିଖାଦାନ ଅଞ୍ଚଳରେ ରହୁଥିବା ଅନେକ ଅବହେଳିତ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ସେମାନେ। କେବେ କୋଭିଡ୍‌ ମୁକାବିଲା କରିବା ତ ଆଉ...

ଖଣି ପରେ ବିଜୁଳି ବନ୍ଦ, ଅସୁବିଧାରେ ଲୋକେ

ଯୋଡ଼ା,୩ା୧(ଡି.ଏନ.ଏ.)  କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ ଅନ୍ତର୍ଗତ ଗୁରୁଡ଼ା ବେଣୁଆପାଣି କ୍ୟାମ୍ପ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ବିଦ୍ୟୁତ୍‌ ଆଲୋକରୁ ବଞ୍ଚିିତ ହୋଇଥିବା ଅଭିେଯୋଗ...

ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ୫ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର ଅଫିସ,୧୯ା୨- ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ୫ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲା ଚାଇଲ୍ଡ ପ୍ରୋଟେକ୍ସନ ଅଫିସର, ଚାଇଲ୍ଡ ଲାଇନ୍‌, ସିଡବ୍ଲ୍ୟୁସି ସଦସ୍ୟ,...

ବଟକରାରେ ଛେଚି ବଡ଼ଭାଇଙ୍କୁ ହତ୍ୟା

ଦଶମନ୍ତପୁର,୧୨।୪(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମୱାଗୁଡ଼ା ପଞ୍ଚାୟତ ଅଧୀନ ବଡ଼ବାଗ୍ରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ଭାଗବଣ୍ଟାରେ ସାନଭାଇ ରାଜି ନ...

ହେତୁବାଦୀ-ହିନ୍ଦୁବାଦୀଙ୍କ ସଂଘର୍ଷ ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୯।୧୧: ଚନ୍ଦ୍ରଗ୍ରହଣ ସମୟରେ ବ୍ରହ୍ମପୁର ବିଚ୍‌ ରାସ୍ତାରେ ହେତୁବାଦୀଙ୍କ ସାମୂହିକ ଆମିଷ ଭୋଜନ ଓ ଏହାକୁ ହିନ୍ଦୁବାଦୀ ଗୋଷ୍ଠୀ ତଥା ସନାତନ ଧର୍ମୀଙ୍କ ବିରୋଧରୁ...

ଦ୍ରୁତ ଗତିରେ ବଢୁଛି ବୈତରଣୀ,ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ,୨୬।୮(ଡି.ଏନ୍‌.ଏ): ବୈତରଣୀ ନଦୀରେ ବନ୍ୟା ଜଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଲଘୁଚାପଜନିତ ଲଗାଣ ବର୍ଷାରେ ବୈତରଣୀ ନଦୀ ମଙ୍ଗଳବାର ରାତି ୩ ଟାରୁ...

Advertisement
Archives

Model This Week