Posted inଖେଳ

କିଏ ସେ ଆକୃତି ଅଗ୍ରଓ୍ବାଲ? ଯାହାଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହେଲେ ପୃଥ୍ବୀ ଶ’; ନିର୍ବନ୍ଧ ପରେ…

ମୁମ୍ବାଇ,୮।୩: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ଓପନର୍‌ ପୃଥ୍ବୀ ଶ’ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ନିଜର ଦୀର୍ଘ ଦିନର ବାନ୍ଧବୀ ତଥା ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆକୃତି ଅଗ୍ରୱାଲଙ୍କ ସହ ନିର୍ବନ୍ଧ କରିଛନ୍ତି। ନିକଟରେ ପୃଥ୍ବୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ରୋମାଣ୍ଟିକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି।

पृथ्वी शॉ ने इंस्टाग्राम पर अपनी मंगेतर आकृति अग्रवाल के साथ कई रोमांटिक तस्वीरें शेयर कीं, जिनमें वह घुटनों के बल बैठकर उन्हें रिंग पहनाते नजर आ रहे हैं. इन तस्वीरों में दोनों बेहद खुश दिखाई दे रहे हैं और फैंस इस जोड़ी को खूब बधाइयां दे रहे हैं.

ପୃଥ୍ବୀ ଶ’  ଶେୟାର କରିଥିବା ଫଟୋଗୁଡ଼ିକରେ ସେ ଆଣ୍ଠୁମାଡ଼ି ବସି ଆକୃତିଙ୍କୁ ମୁଦି ପିନ୍ଧାଉଥିବାର ଦେଖାଯାଉଛି। ଏହି ଫଟୋ ସହିତ ସେ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି, ଯେଉଁଥିରେ ସେ ଆକୃତିଙ୍କୁ ନିଜ ଜୀବନର ’ପରଫେକ୍ଟ ଇନିଂସ’ ବୋଲି ବର୍ଣ୍ଣନା କରିଛନ୍ତି। ଏହି ପୋଷ୍ଟ ଭାଇରାଲ ହେବା ପରେ କ୍ରିକେଟ ଜଗତର ବହୁ ସେଲିବ୍ରିଟି ଏବଂ ପ୍ରଶଂସକମାନେ ଏହି ଯୋଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି।

सगाई की इन तस्वीरों के साथ पृथ्वी शॉ ने एक खास कैप्शन भी लिखा, जिसमें उन्होंने आकृति को अपनी परफेक्ट इनिंग बताया. यह पोस्ट देखते ही देखते सोशल मीडिया पर ट्रेंड करने लगा और क्रिकेट फैंस के साथ-साथ सेलिब्रिटीज ने भी दोनों को शुभकामनाएं दीं.

ଆକୃତି ଅଗ୍ରୱାଲ କେବଳ ପୃଥ୍ବୀଙ୍କ ବାନ୍ଧବୀ ନୁହଁନ୍ତି, ବରଂ ସେ ନିଜେ ମଧ୍ୟ ଜଣେ ଜଣାଶୁଣା ସେଲିବ୍ରିଟି। ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୩.୨ ମିଲିୟନ ଫଲୋଅର୍ସ ଅଛନ୍ତି। ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି, ଯେଉଁଥିରେ ପ୍ରାୟ ୮୮ ହଜାର ସବସ୍କ୍ରାଇବର ଅଛନ୍ତି।ସେ ମଡେଲିଂ ଏବଂ ଡିଜିଟାଲ କଣ୍ଟେଣ୍ଟ ସହିତ ଅଭିନୟ ଦୁନିଆରେ ମଧ୍ୟ ପାଦ ଥାପିଛନ୍ତି। ଖୁବଶୀଘ୍ର ସେ ’ତ୍ରିମୁଖୀ’ ନାମକ ଏକ ଫିଲ୍ମରେ ନଜର ଆସିବେ। ମୂଳତଃ ଲକ୍ଷ୍ନୌର ବାସିନ୍ଦା ଆକୃତି ଏବେ ମୁମ୍ବାଇରେ ରୁହନ୍ତି। ସେ ତାଙ୍କର ଲାଇଫଷ୍ଟାଇଲ ଏବଂ ଫ୍ୟାଶନ ଟିପ୍ସ ପାଇଁ ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ।

बताया जा रहा है कि पृथ्वी शॉ और आकृति अग्रवाल लंबे समय से एक-दूसरे को डेट कर रहे थे, हालांकि दोनों ने अपने रिश्ते को काफी समय तक पब्लिक नहीं किया था. अब सगाई के बाद ये रिश्ता ऑफिशियल हो गया है और दोनों के नए सफर की शुरुआत हो चुके हैं.

ରିପୋର୍ଟ ଅନୁଯାୟୀ, ପୃଥ୍ବୀ ଏବଂ ଆକୃତି ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ତେବେ ସେମାନେ ନିଜ ସମ୍ପର୍କକୁ ଗୋପନ ରଖିଥିଲେ। ଏହି ନିର୍ବନ୍ଧ ପରେ ତାଙ୍କ ସମ୍ପର୍କ ଏବେ ଅଫିସିଆଲ ହୋଇଛି। କ୍ରିକେଟ ଏବଂ ମନୋରଞ୍ଜନ ଜଗତର ଏହି ନୂଆ ଯୋଡ଼ିକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି।

आकृति अग्रवाल सोशल मीडिया पर एक जानी-मानी इन्फ्लुएंसर हैं और इंस्टाग्राम पर उनके लाखों फॉलोअर्स हैं. इसके अलावा वह एक्टिंग की दुनिया से भी जुड़ी हुई हैं और कई प्रोजेक्ट्स तथा डिजिटल कंटेंट के जरिए अपनी पहचान बना चुकी हैं.

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri