ପାଓ୍ବାର ଗ୍ରୀଡ୍‌-ଆଫ୍ରିକା୫୦ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ,୧୬।୧: ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ପିଜିସିଆଇଏଲ୍‌) ହେଉଛି ଏକ ମହାରତ୍ନା ସିପିଏସ୍‌ୟୁ। ଏହା ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି। ନିକଟରେ ଭାରତ ସରକାର-ଆଫ୍ରିକା୫୦ ସହିତ ଏକ ମିଳିତ ବିକାଶ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ପାନ୍‌ ଆଫ୍ରିକୀୟ ଭିତ୍ତିଭୂମି ବିନିଯୋଗ ପ୍ଲାଟ୍‌ଫର୍ମ ଏକ ସାର୍ବଜନୀନ-ଘରୋଇ ସହଭାଗିତାରେ କେନିଆ ଟ୍ରାନ୍ସମଶନ ପ୍ରୋଜେକ୍ଟର ବିକାଶ ଲାଗି କାର୍ଯ୍ୟ କରିବ। ଏହି ପ୍ରକଳ୍ପ ଆଧାରରେ ବିକାଶ, ଆର୍ଥିକ ସହାୟତା, ନିର୍ମାଣ ଏବଂ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରିଛି। ଏହା ଜରିଆରେ ୪୦୦କେଭି ଲେସେସ୍‌-ଲୁସୁକ୍‌ ଏବଂ ୨୨୦କେଭି କିସୁମୁ-ମୁସାଗା ଟ୍ରାନ୍ସମିଶନ ଲାଇନ ସରକାରୀ ଘରୋଇ ସହଭାଗିତା(ପିପିପି) ଢାଞ୍ଚାରେ ସମାପ୍ତ ହେବ ବୋଲି କୁହାଯାଇଛି। ଏହି ପ୍ରକଳ୍ପ କେନିଆର ପ୍ରଥମ ସ୍ବାଧୀନ ଶକ୍ତି ପରିବହନ (ଆଇପିଟି) ହେବ। ଏହି ସେଟ୍‌ ଆଫ୍ରିକାରେ ରେଫରେନ୍ସ ପଏଣ୍ଟ ସହ ପ୍ରଥମ ଅଥନୈତିକ ଟ୍ରାନ୍ସମିଶନ ଲାଇନ ରୂପେ ପିପିପି ମୋଡ୍‌ରେ ହେବ। ଉକ୍ତ ପ୍ରୋଜେକ୍ଟ ପଶ୍ଚିମ କେନିଆରେ ବିଦ୍ୟୁତ୍‌ ପରିବହନର ଉଭୟ ଯୋଗାଣ ଏବଂ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ। ଫଳରେ ଆଫ୍ରିକାର ଶକ୍ତି ବିସ୍ତାରରେ ଘରୋଇ କ୍ଷେତ୍ର ସହ ପୁଞ୍ଜି ବିନିଯୋଗରେ ଏହା ବ୍ୟାପକ ସାହାଯ୍ୟ କରିବ। ସମ୍ପର୍କରେ ପାଓ୍ବାର ଗ୍ରୀଡ୍‌ ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ କେ. ଶ୍ରୀକାନ୍ତ କହିଛନ୍ତି , ପାଓ୍ବାର ଗ୍ରୀଡ୍‌ ପ୍ରଥମ ପିପିପି ମୋଡ୍‌ର ବିକାଶ ପାଇଁ ଆଫ୍ରିକା୫୦ ସହିତ ସହଭାଗୀ ସହ କେନିଆରେ ଟ୍ରାନ୍ସମିଶନ ପ୍ରୋଜେକ୍ଟ ଓ ବିଦ୍ୟୁତ୍‌ ଯୋଗାଣ ଶୃଙ୍ଖଳାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପାଓ୍ବାରଗ୍ରୀଡ୍‌ ଆଶାକରେ, ବର୍ତ୍ତମାନ କେନିଆରେ ଟ୍ରାନ୍ସମିଶନ ପ୍ରୋଜେକ୍ଟ ମଧ୍ୟ ଅଧିକ ପ୍ରକଳ୍ପ କରିବା ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରିବ। ଫଳରେ ଅନ୍ୟ ଆଫ୍ରିକୀୟ ଦେଶ ପରି କାର୍ଯ୍ୟ କରିବାରେ ଏହାର ସମୃଦ୍ଧ ବୈଷୟିକ ଏବଂ ପରିଚାଳନାଗତ ଅଭିଜ୍ଞତା ସହିତ ପାଓ୍ବାର ଗ୍ରୀଡ୍‌ ପିପିପି ମୋଡ୍‌ ଅନ୍ତର୍ଗତ ଟ୍ରାନ୍ସମିଶନ ସିଷ୍ଟମ୍‌ ଏହି ଯାତ୍ରାରେ ଜଡିତ ହୋଇ ଖୁସି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri