Posted inଜାତୀୟ

ବିହାର ବିଧାନସଭାର ୭୮ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ପାଟନା,୭ ।୧୧: ବିହାର ବିଧାନସଭାର ୭୮ ଆସନ ପାଇଁ ତୃତୀୟ ବା ଚୁଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ୧୬ ଜିଲାରେ ହେଉଥିବା ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ଏଥର ପାଖାପାଖି ୨.୩୫ କୋଟି ଭୋଟର ୧,୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତୃତୀୟ ପର୍ଯ୍ୟାୟରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ସର୍ବାଧିକ ୪୬ ଜଣ ପ୍ରାର୍ଥୀ ଥିବା ବେଳେ ଲୋକ ଜନଶକ୍ତି(ଏଲ୍‌ଜେପି)ର ୪୨, ଜନତା ଦଳ(ୟୁନାଇଟେଡ)ର ୩୭, ଭାରତୀୟ ଜନତା ପାର୍ଟି(ଭାଜପା)ର ୩୫ ଓ କଂଗ୍ରେସର ୨୫ ପ୍ରାର୍ଥୀ ରହିଛନ୍ତି । ଏହାସହ ସ୍ୱାଧୀନ ଓ ଆଉ କିଛି ପାର୍ଟିର ପ୍ରାର୍ଥୀ ମଧ୍ୟ ରହିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ପୋଲିଂ ବୁଥ୍‌ରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଭୋଟରମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ସଂଖ୍ୟାରେ ମତଦାନ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ରାଜଧର୍ମ ପାଳନ କରନ୍ତୁ’

ନୂଆଦିଲ୍ଲୀ,୫ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହରେ ଯବାନମାନଙ୍କୁ ସମ୍ବୋଧିତ କରିବାର ଦିନକ ପରେ କଂଗ୍ରେସ ତାଙ୍କୁ ରାଜଧର୍ମ ପାଳନ କରିବାକୁ ପରାମର୍ଶ ଦେଇଛି। ଚାଇନାର...

ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତା ଝୁଲିବ ସିଲିଂ ଫ୍ୟାନ୍‌ରେ…

ମୁମ୍ବାଇ, ୨୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ୍‌ ସିବିଆଇ ହାତକୁ ଯାଇଛି। ଏବେ ସିବିଆଇର ୪ ଜଣିଆ ଟିମ୍‌ ପ୍ରତିଟି...

ବିହାରରେ ଜନ୍ମ ନେଲେ ଏଲିଅନ ଶିଶୁ, ଦେଖିବା ପାଇଁ ଜମିଲା ଭିଡ଼

ପାଟନା,୧୯।୨: ବିହାରର ଗୋପାଳଗଞ୍ଜରେ ଏକ ଅଜବ ଶିଶୁ ଜନ୍ମ ହୋଇଛି। ଶିଶୁଟିକୁ ଦେଖିବା ପାଇଁ ଶହ ଶହ ଲୋକ ଡାକ୍ତରଖାନାରେ ଭିଡ ଜମିଛି। ନବଜାତ ଶିଶୁକୁ...

ଅପଚୟ କଲେ କମ୍‌ ମିଳିବ

ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ ସାବାଳକଙ୍କ ପାଇଁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିବାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ...

ଡ୍ରାଗନର ଲାଲ୍‌ଆଖି: ରୁତୋଗ୍‌ରେ ଠୁଳ କରୁଛି ଯୁଦ୍ଧ ସରଞ୍ଜାମ…

ବେଜିଂ/ଲେହ,୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏପରିସ୍ଥଳେ ଚାଇନା ଗତବର୍ଷ ଭଳି ଚଳିତ ବର୍ଷ ଭାରତକୂ ଘେରିବା ଆରମ୍ଭ କରିଛି।...

କରୋନାରୁ ବର୍ତ୍ତିବା ପାଇଁ ଏଭଳି ମାସ୍କ ପିନ୍ଧିଲେ ବ୍ୟକ୍ତି

ପୁଣେ,୪।୭: ଦେଶରେ କରୋନା ଭାଇରସ୍‌ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ...

ଦିଲ୍ଲୀରେ ସ୍ଲିପର ସେଲ ଆକ୍ଟିଭ: ଫ୍ଲାଟରୁ ମିଳିଲା ୩ କେଜି ବିସ୍ଫୋରକ

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀର ଓଲ୍ଡ ସୀମାପୁରୀ ଅଞ୍ଚଳର ଏକ ଫ୍ଲାଟରୁ ୩ କେଜି ଇମ୍ପ୍ରୋଭାଇଜଡ୍‌ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ଭର୍ତ୍ତି ବ୍ୟାଗ ମିଳିଛି। ବିସ୍ଫୋରକକୁ ଡିଫ୍ୟୁଜ କରାଯାଇ...

ମହାମାରୀ ହାତରେ ଜୀବନ ଡୋର: ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଆଗରେ ଲମ୍ବା ଲାଇନ୍‌…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ମହାମାରୀ ହାତରେ ମଣିଷଙ୍କ ଜୀବନ ଡୋର ରହିଥିବାବେଳେ...

Advertisement
Archives

Model This Week