Posted inଜାତୀୟ

ବିଶ୍ୱ ପରିବେଶ ଦିବସରେ ‘ମାଟି ବଞ୍ଚାଅ ଅଭିଯାନ’ରେ ସାମିଲ ହେବେ ମୋଦି

ନୂଆଦିଲ୍ଲୀ,୫ ।୬: ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମାଟି ବଞ୍ଚାଅ’ ବା ସେଭ ସଏଲ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ସକାଳ ୧୧ଟାରେ ବିଜ୍ଞାନ ଭବନର ଏହି କାର୍ଯ୍ୟକମର ଆୟୋଜନ କରାଯାଇଛି । ଏହି ଅବସରରେ ମୋଦି ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ । ତେବେ ବିଗିଡି ଯାଉଥିବା ମାଟିର ସ୍ୱାସ୍ଥ୍ୟ ଓ ଏସର୍ମ୍ପକରେ ସଚେତନା ସୃଷ୍ଟି ଉପରେ କାର୍ଯ୍ୟକ୍ରମରେ ଧ୍ୟାନ ଦିଆଯିବ ।
ମାର୍ଚ୍ଚ ୨୦୨୨ରେ ସଦଗୁରୁଙ୍କ ଦ୍ୱାରା ଏହି ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ଏଥିପାଇଁ ସେ ୨୭ ଦେଶ ମଧ୍ୟରେ ୧୦୦ ଦିନିଆ ଯାତ୍ରା ଆରମ୍ଭ କରିଥିଲେ । ରବିବାର ହେଉଛି ଏହାର ୭୫ ଦିନ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ଭାରତରେ ମୃତ୍ତିକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ହସଭାଗୀ ଚିନ୍ତାଧାରା ଏବଂ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟବିବାହ କରିଥିବା ୩ ଭଉଣୀଙ୍କ ସମେତ ୫ ଜଣଙ୍କୁ ହତ୍ୟା

ଜୟପୁର,୨୯।୫: ରାଜସ୍ଥାନ ଜୟପୁର ଜିଲାର ଡୁଡୁ ସହରରେ ଥିବା ଏକ କୂଅରୁ ୩ ମହିଳା ଓ ୨ ଶିଶୁଙ୍କ ମୃତଦେହ ମିଳିଛି। ସେମାନଙ୍କୁ ଯୌତୁକ ପାଇଁ...

ମୌସୁମୀ ଅଧିବେଶନରେ ଆସିବ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌

ନୂଆଦିଲ୍ଲୀ, ୧୨ା୪ : ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌ ପ୍ରସ୍ତୁତ ହୋଇଛି ଏବଂ ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ। କେନ୍ଦ୍ର...

ନିର୍ବାଚନ ଆୟୋଗ ବିଲୋପ ହେବା ଉଚିତ୍‌: ଉଦ୍ଧବ

ମୁମ୍ବାଇ,୨୦।୨: ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର କିଛି ଘଣ୍ଟା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ...

କେଜ୍‌ରିଓ୍ବାଲଙ୍କ ଭାଷଣ ସମୟରେ ମୋଦି-ମୋଦି ନାରା, ମୁଖ୍ୟମନ୍ତ୍ରୀ ହାତଯୋଡି କହିଲେ…

ନୂଆଦିଲ୍ଲୀ,୮।୬: ଦେଶର ରାଜଧାନୀ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ (ଜିଜିଏସ୍‌ଆଇପିୟୁ)ର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ...

ମୋଦିଙ୍କ ୧.୨ ଟ୍ରିଲିୟନ ଡଲାର ଯୋଜନା: ଚାଇନା ହାତରୁ ଛଡ଼ାଇ ଅଣାଯିବ କାରଖାନା…

ନୂଆଦିଲ୍ଲୀ,୩।୧୦ : ଚାଇନା ହାତରୁ ବିଭିନ୍ନ କାରଖାନା ଛଡ଼ାଇ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୧.୨ ଟ୍ରିଲିୟନ ଡଲାର ଯୋଜନା କରାଯାଇଥିବା...

ଓମିକ୍ରନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ,୨୮।୧୧: ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନାର ନୂଆ ଭିରିଏଣ୍ଟ୍‌ ଓମିକ୍ରନ୍‌କୁ ରବିବାର ଦିନ ଗୃହ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ...

ଏକତରଫା ପ୍ରେମ: ନାବାଳିକାଙ୍କ ଗଳା କାଟିଦେଲେ ଯୁବକ

ବାଲେଶ୍ୱର ଅଫିସ, ୩।୨- ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ନୂଆବଜାର ଅଞ୍ଚଳର ଜଣେ ଯୁବକ ଏକ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା...

ଯୁବକଙ୍କୁ ନିର୍ମମ ଭାବେ ମାଡ଼ମାରି ୩ ପୋଲିସ ନିଲମ୍ବିତ

ଦେବରିଆ,୧୦।୧: ଉତ୍ତରପ୍ରଦେଶର ଦେବରିଆ ଜିଲାରେ ପୋଲିସର ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଚୋରି ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଥାନାରେ ନିସ୍ତୁକ ମାଡ଼ମାରିଥିବା...

Advertisement
Archives

Model This Week