Posted inଫୁରସତ

ଶାନ୍ତି ଆଣିଦିଏ ବିକାଶ

ଅନ୍ତର୍ଜାତୀୟ ସ୍ତରରେ ଦେଶ ଦେଶ ମଧ୍ୟରେ ଶାନ୍ତି ବିରାଜମାନ କଲେ ରାଷ୍ଟ୍ରଗୁଡ଼ିକର ବିକାଶ ସଫଳ ହୋଇପାରିଥାଏ। ଶାନ୍ତିର ଗୁରୁତ୍ୱ ଉପଲବ୍ଧିକରି ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୧ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଥାଏ।
ଏହି ଦିବସ ବିଶ୍ୱ ଶାନ୍ତି ପାଇଁ ଉତ୍ସର୍ଗୀକୃତ। ବିଶେଷ ଭାବରେ ଯୁଦ୍ଧ ଏବଂ ହିଂସାଠାରୁ ଲୋକଙ୍କୁ ଦୂରେଇ ରଖି ବିକାଶଧାରାରେ ଆଗେଇବା ପାଇଁ ଏହି ଦିବସ ପାଳନ କରାଯାଏ। ପ୍ରଥମକରି ୧୯୮୧ରେ ଏହି ଦିନଟିକୁ ପାଳନ କରାଯାଇଥିଲା ଦିବସର ଉଦ୍‌ଘାଟନ ପାଇଁ ମିଳିତ ଜାତିସଂଘର ଶାନ୍ତି ବେଲ୍‌ ବଜାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ୍‌ ମିଡ଼ିଆରେ ନିର୍ଯାତନା ଭୟ: ଆକାଉଣ୍ଟ୍‌ ବନ୍ଦ କରୁଛନ୍ତି ଝିଅ ବୋହୂ

ଓ୍ବାଶିଂଟନ, ୭।୧୦: ଦେଶରେ ମହିଳାଙ୍କ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ବହୁତ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବି ଝିଅ ବୋହୂମାନେ ନିଜକୁ ସୁରକ୍ଷିତ ମନେ...

ବନ୍ୟାରେ କାର୍‌ ଭାସିଯିବ ବୋଲି ମୁଣ୍ଡ ଖର୍ଚ୍ଚ କରି ଏପରି ଯୋଗାଡ଼ କଲେ ବ୍ୟକ୍ତି; ଭିଡିଓ ଦେଖିଲେ…

ଦେଶୀ ଯୋଗାଡ଼ ମାମଲାରେ ଭାରତୀୟମାନେ ସମସ୍ତଙ୍କଠାରୁ ଆଗରେ। ଠିକ୍‌ ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖିଲେ ଆପଣ...

୭୬ ବର୍ଷୀୟା ବୃଦ୍ଧାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ୧୯ ବର୍ଷୀୟ ଯୁବକ

କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଛି ୧୯ ବର୍ଷୀୟ ଡିଉସେପ ଡି’ନାଙ୍କ କ୍ଷେତ୍ରରେ। ସେ ଜଣେ ୭୬ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ...

ଡ୍ରୋନ୍‌ ଲାଗିଥିବା ଛତା: ମୁଣ୍ଡ ଯୁଆଡ଼େ ଛତା ଯିବ ସିଆଡ଼େ

ଖରା, ବର୍ଷାର ଭରସା ଛତା। ହେଲେ ବେଶି ସମୟ ଏହାକୁ ଧରିଲେ ହାତ କାଟିଥାଏ। ଏବେ ଏହି ସମସ୍ୟା ଆଉ ରହିବନି। କାରଣ ଆସିଯାଇଛି ଏମିତି...

୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫସିରହିଲେ ମା’ଝିଅ: ବଞ୍ଚିବା ପାଇଁ କରିଥିଲେ ଏମିତି…

ଚାଇନାର ଏକ ମା’ଝିଅ ୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫଶି ରହିଥିଲେ। ସେମାନେ ବଞ୍ଚିବା ପାଇଁ ଏକ ଭିନ୍ନ ପଦ୍ଧତି ଆପଣାଇଥିଲେ। ୯୬ ଘଣ୍ଟା ପରେ...

ଡେଟିଂ ଆପ୍‌ରେ ମିଳିଥିବା ପ୍ରେମିକଙ୍କ ପାଇଁ ଘର, ଚାକିରି ଛାଡିଲେ ଏହି ସୁନ୍ଦରୀ: ଶେଷରେ ଘଟିଲା ଏମିତି…

ଅଷ୍ଟ୍ରେଲିଆର ୨୭ ବର୍ଷିୟା ଷ୍ଟେଫନି ଗୋର୍ଟନ ଡେଟିଂ ଆପ୍‌ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଉକ୍ତ ବ୍ୟକ୍ତିଙ୍କ ପାଇଁ ଷ୍ଟେଫନି ନିଜ ଚାକରି ଏବଂ ଘର...

ନୂଆ ଟ୍ରେଣ୍ଡ୍‌ : ଟ୍ରାଇବାଲ ଆର୍ଟ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ପଞ୍ଚତାରକା ହୋଟେଲରୁ ଆରମ୍ଭକରି ନାମୀଦାମୀ ଅଫିସର ଲବି ପର୍ଯ୍ୟନ୍ତ, ଲ୍ୟାଭିସ୍‌ ରେସ୍ତୋରାଁରୁ ଲୋକଙ୍କ ଡ୍ରଇଂ ରୁମ୍‌ ପର୍ଯ୍ୟନ୍ତ, ଆଜିକାଲି ଅଧିକାଂଶ ସ୍ଥାନରେ ଦେଖିବାକୁ...

ଲକ୍‌ଡାଉନ୍‌ରେ ଫସିଥିଲେ ସ୍ବାମୀ: ୯ ମାସର ଗର୍ଭବତୀ ସ୍ତ୍ରୀ ଭିଡିଓ ପ୍ରସ୍ତୁତ କରି ମାଗିଲେ ପୋଲିସର ସହାୟତା, ଫଟୋ ଭାଇରାଲ

ଲକ୍ଷ୍ନୌ: କରୋନା ଭୂତାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଲୋକେ ପରିବାର ସହ ଘରେ ରହିବାକୁ ସରକାର ବାରମ୍ବାର ପରାମର୍ଶ ଦେଉଛନ୍ତି। କିନ୍ତୁ...

Advertisement
Archives

Model This Week