ମହାନଦୀ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ୱର,୨୦।୫: ପୁଣି ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ମହାନଦୀକୁ ପ୍ରସଙ୍ଗ କରି ଭାଜପା ଉପରେ ଖୁବ ବର୍ଷିଛନ୍ତି। ଓଡ଼ିଶା ବିରୋଧରେ କିପରି ଛତିଶଗଡ଼ ଓ କେନ୍ଦ୍ର ସରକାର ଏକ ହୋଇଥିଲେ, ଟ୍ରିବ୍ୟୁନାଲ ଗଠନ କରାଇ ନଦେବାକୁ କିପରି କେନ୍ଦ୍ରମନ୍ତ୍ରୀ ଲାଗିଥିଲେ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଭିକେ ପାଣ୍ଡଆନ।

ସେ କହିଛନ୍ତି ଓଡ଼ିଶାର ଜୀବନରେଖା ସହିତ ଭାଜପା ରାଜନୀତି କରିଛି। କିପରି ଭାବେ ଟ୍ରିବ୍ଯୁନାଲ ଗଠନ ନ ହୋଇପାରିବ ସେଥିପାଇଁ ସୁପ୍ରିମକୋର୍ଟରେ ଭାଜପାର ସରକାର ଷଡ଼ଯନ୍ତ୍ର କରିଥିଲେ ।

ଏହି ଭିଡିଓରେ ସେ କିଛି ତଥ୍ଯ ପ୍ରମାଣ ମଧ୍ୟ ଦେଖାଇଛନ୍ତି। ଏଥିରେ ଓଡିଆ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେତକରିଛନ୍ତି। କିନ୍ତୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଯମ ଯୋଗୁ ଓଡ଼ିଶା ସୁପ୍ରିମକୋର୍ଟରେ ବିଜୟୀ ହେବା ସହ ଟ୍ରିବ୍ଯୁନାଲ ଗଠନ ହୋଇଥିଲା । ତେଣୁ ଆଗକୁ ଟ୍ରିବ୍ଯୁନାଲ ମାଧ୍ଯମରେ ଓଡ଼ିଶା ନ୍ଯାୟ ପାଇବ ବୋଲି ପାଣ୍ଡିଆନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାର୍‌ ନିଆଁ ଲଗାଇ ଦେଇଛନ୍ତି… ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମା’ଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’...

ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା: ଚମକିଲେ ଗଞ୍ଜାମ ଝିଅ,ପୁଅ ପାୟଲଙ୍କୁ ସ୍ବର୍ଣ୍ଣ କଳ୍ପଜିତଙ୍କୁ

ଗଞ୍ଜାମ,୧୪।୭(ବିଦ୍ୟାଧର ସାହୁ ): ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଓଡ଼ିଆ ଝିଅ ପାୟଲ ନାହାକ (୯ )ସ୍ବର୍ଣ୍ଣ ପଦକ ଏବଂ କଳ୍ପଜିତ...

ମହାକାଶରୁ ଫେରିବା ପରେ ଏସବୁ ଜିନିଷ ଭୁଲିଯିବେ ଶୁଭାଂଶୁ ଶୁକ୍ଲା: ଖାଇବାଠାରୁ ଚାଲିବା ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୪।୭: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ...

ଅବ୍ୟବସ୍ଥା ଘେରରେ ବାବା ଖଣ୍ଡେଶ୍ୱର ଶୈବପୀଠ

ଗଞ୍ଜାମ,୧୪ା୭ (ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀ ନିକଟରେ ବହୁ ପୁରାତନ ପ୍ରସିଦ୍ଧ ବାବା ଖଣ୍ଡେଶ୍ୱର ଶୈବପୀଠ ଅବସ୍ଥିତ। ଗଞ୍ଜାମ ଏନ୍‌ଏସି ଅଞ୍ଚଳର...

ପୂରୀ ମୁକ୍ତିମଣ୍ଡପ ପଣ୍ଡିତ ପୁରୁଷୋତ୍ତମପୁରରେ: ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ କଲେ ସମୀକ୍ଷା

ପୁରୁଷୋତ୍ତମପୁର,୧୪।୭(ସୀମାଞ୍ଚଳ ମିଶ୍ର):ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ସୋମବାର ପୁରୁଷୋତ୍ତମପୁର ରଥସାହି ବିଜେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ପଣ୍ଡିତ ବିଶ୍ୱମ୍ବର...

ବାପା-ମା’ ଶୋଇଥିବାବେଳେ ୫ ବର୍ଷର ପୁଅ କରିଦେଲେ ଏମିତି କାମ: ଉଠିଲାବେଳକୁ ଗୋଡ଼ ତଳୁ ଖସିଗଲା ମାଟି

ଆଜିକାଲି ପିଲାମାନେ ଅଧିକ ସମୟ ମୋବାଇଲ ଦେଖୁଛନ୍ତି। ମାତାପିତା ମଧ୍ୟ କାର୍ଯ୍ୟରେ ବ୍ୟସ୍ତ ହେତୁ ପିଲାଙ୍କୁ ଆକଟ କରିପାରୁନାହାନ୍ତି। ଫଳରେ ପିଲାମାନେ ମୋବାଇଲ୍‌କୁ ଅପବ୍ୟବହାର କରୁଛନ୍ତି।...

ପୂର୍ତ୍ତ ବିଭାଗର ଫାଟକ ସାଜିଛି ଡମ୍ପିୟାର୍ଡ଼: ଦୁର୍ଗନ୍ଧରେ ନାକ ଫାଟୁଛି

ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା। ଦାରିଙ୍ଗବାଡିର ପରିବେଶକୁ ସ୍ବଚ୍ଛତା ରଖାଯିବା ପାଇଁ ବ୍ଲକ ପ୍ରଶାସନ ଚେଷ୍ଟା...

କାଦୁଅ ପଚପଚ ଗାଁ ରାସ୍ତା, ହଇରାଣ ହେଉଛନ୍ତି ଅଞ୍ଚଳବାସୀ: କେହି ଶୁଣୁନାହାନ୍ତି ଗୁହାରି

ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡା ପଞ୍ଚାୟତର କୁଟଲାରୀ ଗାଁର ବଡ଼ସାହିଠାରୁ କୁଛାଂପାଙ୍ଗା ସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri