Posted inଜାତୀୟ

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଲେ ବିଏସ୍‌ଏଫ୍‌ ଯବାନ

ଶ୍ରୀନଗର,୨୧।୧୧: ଏଲ୍‌ଓସିରେ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ସାମ୍ବା ସେକ୍ଟରରେ ଏକ ପାକିସ୍ତାନ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ଯବାନ ଗୁଳିକରି ଖସାଇ ଦେଇଛନ୍ତି। ଡ୍ରେନ୍‌ଟି ଭାରତୀୟ ସୀମାର ୫୦୦ ମିଟର ଭିତରକୁ ପ୍ରବେଶ କରିଥିବା କୁହାଯାଉଛି। ଡ୍ରୋନ୍‌କୁ ଦେଖିବା ପରେ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ଆଲର୍ଟ ଜାରି କରାଯିବା ସହିତ ଲକ୍ଷ୍ୟ କରି ୧୨ରୁ ୧୫ ରାଉଣ୍ଡ ଗୁଳି ଫାୟାରିଂ କରାଯାଇଥିଲା। ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା କାର୍ଯ୍ୟ କରୁଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୀମାରେ ପାଟ୍ରୋଲିଂ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଇତିହାସ ରଚିବା ଦ୍ୱାରଦେଶରେ, ୯୯ କୋଟିରୁ ଅଧିକ ଟିକାକରଣ…

ନୂଆଦିଲ୍ଲୀ,୧୯।୧୦: ଭାରତ ନୂଆ ଇତିହାସ ରଚିବାର ଦ୍ୱାରଦେଶରେ ଠିଆ ହୋଇଛି। ଦେଶରେ ଇତିମଧ୍ୟରେ ୯୯ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ...

କନ୍ୟାଙ୍କ ଇଚ୍ଛା ପୂରଣ କରିବାକୁ ଏମିତି କଲେ ବର, ଖର୍ଚ୍ଚ ହେଲା…

ଜୟପୁର,୨୯।୪: ରାଜସ୍ଥାନର ଭରତପୁରରୁ ଭିନ୍ନ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି କନ୍ୟାଙ୍କ ସ୍ବପ୍ନ ପୂରା କରିବାକୁ ହେଲିକପ୍ଟରରେ ଶ୍ୱଶୁର ଘରେ ପହଞ୍ଚିଲେ ବର। ବିବାହ...

ଦିନକରେ ୨ଥର ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୬।୬: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ୨ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଦ୍ୱିପ୍ରହର ୨ଟା ୧୦ରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ରିକ୍ଟର ସ୍କେଲରେ...

କ୍ଷମା ମାଗିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ

ନୂଆଦିଲ୍ଲୀ,୧୯ ।୧୨: କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିବେକ ଡୋଭାଲଙ୍କୁ କ୍ଷମା ମାଗିଛନ୍ତି...

ସଂଘର୍ଷରେ ମରିଛନ୍ତି ୪ ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୨୦।୨: ପୂର୍ବ ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଭାରତୀୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସେଥିରେ ୨୦ ଭାରତୀୟ...

କପିପେଷ୍ଟ ଟୁଇଟ୍‌ ଉପରେ ଲାଗିବ ଲଗାମ!

ନୂଆଦିଲ୍ଲୀ,୨୯।୮: ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର ଏବେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛି। ଏହା ଫଳରେ ଦଳ ଓ ବିଭିନ୍ନ ସଂସ୍ଥା ପାଇଁ କାମ କରୁଥିବା...

୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ହେବେ କଂଗ୍ରେସର ଅଧ୍ୟକ୍ଷ, ନିର୍ବାଚନ ଅଧିସୂଚନା ଆଜି

ନୂଆଦିଲ୍ଲୀ,୨୨ ।୯: ବଂଶବାଦକୁ ନେଇ ସବୁବେଳେ ଟାର୍ଗେଟରେ ରହୁଥିବା କଂଗ୍ରେସରେ ୨୪ ବର୍ଷ ପରେ ପୁଣିଥରେ ଗାନ୍ଧୀ ପରିବାର ବାହାରୁ କେହି ଅଧ୍ୟକ୍ଷ ହୋଇ ପାରନ୍ତି...

ମୁମ୍ବାଇରେ ଭୁଶୁଡ଼ିଲା କୋଠାଘର

ମୁମ୍ବାଇ,୧୯।୮: ମୁମ୍ବାଇରେ ଶୁକ୍ରବାର ୪ମହଲା ବିଶିଷ୍ଟ ଏକ କୋଠାଘର ଭୁଶୁୁଡ଼ିପଡ଼ିଛି। ମହାନଗରର ବୋରିଭାଲି ପଶ୍ଚିମର ସାଇବାବା ନାଗରରେ ଥିବା ଏକ ୪ମହଲା କୋଠାଘର ଗୀତାଞ୍ଜଳି ଆପାର୍ଟମେଣ୍ଟ...

Advertisement
Archives

Model This Week