ବୟସ ୪୦ ଟପିଲେ ହୋଇପାରେ ଏସବୁ ରୋଗ

ଯଦି ବୟସ ୪୦ ଟପିଗଲାଣି ତେବେ ସତର୍କ ହୋଇଯାଆନ୍ତୁ ବୋଲି ଆମେରିକାର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ୍‌ ଗବେଷଣା କରି କହିଛନ୍ତି। ଉକ୍ତ ଟିମ୍‌ କହିଛି, ଏହି ସମୟରେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଜରୁରୀ। ଏହି ବୟସରେ ରୋଗ ପ୍ରତିରୋଧକ କ୍ଷମତା କମି କମି ଯାଇଥାଏ। ଫଳରେ ବାରମ୍ବାର ଲୋକେ ରୋଗରେ ପଡ଼ିଥାନ୍ତି।

ବୟସ ୪୦ ଟପିଲେ ପ୍ରଥମେ ହାଡ଼ର ଯତ୍ନ ନେବା ନିହାତି ଜରୁରୀ। କାରଣ ଏହି ବୟସରେ କ୍ୟାଲସିୟମ କମିଯାଇଥାଏ। ତେଣୁ ହାଡ଼ ମଜଭୁତ ହୋଇ ନ ଥାଏ। ଡାକ୍ତର ଏଡିନିରନ କୁହନ୍ତି, ପୁରୁଷଙ୍କ ତୁଳନାରେ ଏହି ବୟସରେ ମହିଳାଙ୍କଠାରେ ଅନେକ ରୋଗ ଦେଖା ଦେଇଥାଏ। ହାଡ଼ ଦରଜ ହେବା ସହ ଅଣ୍ଟା ଦରଜ ମଧ୍ୟ ହୋଇଥାଏ। ଯେଉଁ ଖାଦ୍ୟରୁ ଅଧିକ କ୍ୟାଲସିୟମ ମିଳିଥାଏ ସେପରି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ସେହିପରି ଷ୍ଟୋକ୍‌, ଡାଇବେଟିସ୍‌, ସଂକ୍ରମଣ ଜନିତ ସମସ୍ୟା, ହାର୍ଟ ସହିତ ଜଡ଼ିତ ଅନେକ ରୋଗ ଦେଖାଦେଇଥାଏ। ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନସରର ଆଶଙ୍କା ମଧ୍ୟ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ଖାଲି ପାଦରେ ଘାସ ଉପରେ ଚାଲନ୍ତୁ

ସାଧାରଣତଃ ପାର୍କ ହେଉ କି ପଡିଆରେ ଲୋକଙ୍କୁ ଜୋତା କିମ୍ବା ଚପଲ ପିନ୍ଧି ବ୍ୟାୟାମ କରିବା ଦେଖାଯାଏ। ଚପଲ ପିନ୍ଧି ଚାଲିବା ଅପେକ୍ଷା ବିନା ଚପଲରେ...

ଘରେ ମନି ପ୍ଲାଣ୍ଟ୍‌ ଲଗାଉଥିଲେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍‌…

ଲୋକଙ୍କ ମନରେ ଧାରଣା ରହିଛି, ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବା ସହିତ ଧନର ଆଗମନ ହୋଇଥାଏ। ମାତ୍ର...

ପ୍ରେମରେ ପଡ଼ିଛନ୍ତି କି.. ଏହି ୪ଟି କଥା ମନେରଖିଲେ ହେବେ ସଫଳ ପ୍ରେମୀ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ...

ସ୍ତନ୍ୟପାନ ଲାଗି ପ୍ରୋତ୍ସାହନ

ମା’ କ୍ଷୀର ମା’ କ୍ଷୀର ସବୁ ମମତାର ଗନ୍ତାଘର ସେ, ସବୁ ସେନେହର ଧାର ମା’ କ୍ଷୀର ମା’ କ୍ଷୀର ପ୍ରଭୁଙ୍କ ଆଶିଷ ଝରିଯାଏ ଯହିଁ...

ଜାଣନ୍ତୁ କେଉଁ ଦିଗରେ ରହିବା କଥା ପିଲାଙ୍କ ରୁମ୍‌, ନଚେତ ଘଟିବ କିଛି ଏପରି

ଆଜିର ପିଢ଼ି ଆମ ଦେଶର ଭବିଷ୍ୟତ। ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେମାନଙ୍କ କୋଠରୀକୁ ମଧ୍ୟ ସଠିକ୍‌...

ଫୁଡ୍‌ ଥିମ୍‌ ଇୟରିଂ: ମଡର୍ନ ଆଉଟ୍‌ଫିଟ୍‌ ସହ ଟ୍ରାଏ କରି ପାଆନ୍ତୁ…

କିଛି ନୂଆ ଓ ଅଜବ ଫ୍ୟାଶନ୍‌ ଟ୍ରାଏ କରି ଡିଫରେଣ୍ଟ ଲୁକ୍‌ ପାଇବାକୁ ଅନେକଙ୍କର ଇଛା ଥାଏ । ସେଇମାନେ ଏଇ ଫୁଡ୍‌ ଥିମ୍‌ ଇୟରିଂ...

ମେରୁଦଣ୍ଡ ଯନ୍ତ୍ରଣା ଦୂର କରେ ଏହି ଶାଗ

ଆଣ୍ଠୁଗଣ୍ଠି ଏବଂ ମେରୁଦଣ୍ଡରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ...

ନବରାତ୍ରି, ବାସ୍ତୁ

ନବରାତ୍ରିର ପବିତ୍ର ଉତ୍ସବରେ ମା’ଙ୍କର ନଅ ରୂପର ହୁଏ ପୂଜା। ଏହି ପୂଜା ସମୟରେ ଯଦି କିଛିଟା ବାସ୍ତୁଶାସ୍ତ୍ର ଉପରେ ଧ୍ୟାନ ଦିଆଯାଏ,ତେବେ ମନୋବାଞ୍ଛିତ ଫଳ...

Advertisement
Archives

Model This Week