କେବଳ ପ୍ରଥମ ଡେଟ୍‌ର ଏହି ଭୁଲ: ଭାଙ୍ଗିଦିଏ ପ୍ରେମ ସମ୍ପର୍କ

ସମସ୍ତେ ପ୍ରଥମ ଡେଟ୍‌ରେ ଉତ୍ସାହିତ ଏବଂ ନର୍ଭସ ଥାନ୍ତି। ଏପରି ପରିସ୍ଥିତିରେ, ଝିଅମାନେ ଭାବିଚିନ୍ତି କାମ କରନ୍ତି। ମାତ୍ର ପୁଅମାନେ ଅତ୍ୟଧିକ ଉତ୍ସାହରେ ମୂର୍ଖତା ପ୍ରଦର୍ଶନ କରନ୍ତି । ଯାହା ଦ୍ୱାରା ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ଭାଙ୍ଗିଯାଏ। ବହୁତ ସାଧାରଣ ଜିନିଷ ଅଛି ଯାହା ପ୍ରଥମ ଡେଟ୍‌ରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ଡେଟ୍‌ରେ ଏସବୁ ଭୁଲ୍‌ କରନ୍ତୁ ନାହି ନଚେତ୍‌ ସମ୍ପର୍କ ଭାଙ୍ଗି ଯିବ।

ପ୍ରଥମ ଡେଟ୍‌ରେ, ମିଛ କହିଲେ ସମର୍କ ଭାଙ୍ଗିଯିବ। କାରଣ କେହି ଚାହାନ୍ତିନି ତାଙ୍କ ପାର୍ଟନର ମିଛ କହୁ।

ପ୍ରଥମ ଡେଟ୍‌ରେ ଏକ ଖୋଲା ପୁସ୍ତକ ହେବାକୁ ଚେଷ୍ଟା କରନ୍ତୁ ନାହିଁ । ସବୁକଥା ପାର୍ଟନରଙ୍କୁ କହିବା ଆବଶ୍ୟକ ନାହିଁ । ଏହା କହିବା ଆବଶ୍ୟକ ନୁହେଁ ଯେ, ପୂର୍ବରୁ କେତେ ବ୍ରେକ୍‌ଅପ ହୋଇଛି। କିମ୍ବା ଆପଣ ପାର୍ଟନରଙ୍କଠାରେ କ’ଣ ପସନ୍ଦ କରୁଛନ୍ତି।

ପାର୍ଟନରଙ୍କୁ ଅଣଦେଖା କରନ୍ତୁ ନାହିଁ।

ପ୍ରଥମ ଦିନରେ ହାଲୁକା କଥା ହୁଅନ୍ତୁ। ହସ- ଥଟ୍ଟା ସହିତ ଟିକିଏ ଫ୍ଲର୍ଟିଂ ଏହି ଡେଟ୍‌କୁ ସ୍ମରଣୀୟ କରିପାରେ। କିନ୍ତୁ କୌଣସି ବ୍ୟକ୍ତିଗତ ପ୍ରଶ୍ନ ପଚାରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋମାକ କ୍ୟାନ୍‌ସର ଚିହ୍ନିବାର ନୂଆ ଉପାୟ

ଷ୍ଟୋମାକ କ୍ୟାନ୍‌ସରର ଆଦ୍ୟାବସ୍ଥାରୁ ଚିକିତ୍ସା କରାଇଲେ ଏଥିରୁ ଆରୋଗ୍ୟ ଲାଭ କରିବାର କିଛି ଅଂଶ ସୁଯୋଗ ରହିଛି। ହେଲେ ଏହା ଜଟିଳ ଅବସ୍ଥା ଧାରଣ କରିଥିଲେ...

ଏହିସବୁ ରୋଗ ପାଇଁ ମହୌଷଧି ଟମାଟୋ

ଟମାଟୋ ଏକ ଏପରି ପରିବା ଯାହା ସହଜରେ ବଜାରରେ ଉପଲବ୍ଧ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ବ୍ୟଞ୍ଜନର ସ୍ବାଦ ବଢ଼ାଇବା ସହ ଶରୀରକୁ...

ଶୀତଦିନେ ଖାଆନ୍ତୁ ଅଁଳା

ଋତୁ ଅନୁଯାୟୀ ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ମତ ଦେଇଥାଆନ୍ତି। ତେବେ ଶୀତଦିନେ ପ୍ରଚୁର ପରିମାଣରେ ଅଁଳା ମିଳିଥାଏ। ଆଉ ଏହା...

ନିଦ୍ରାହୀନତା ଜିନ୍‌ ଓ ହୃଦ୍‌ରୋଗ

ନିଦ୍ରାହୀନତା (ଇନ୍‌ସୋମିନିଆ) ଜିନ୍‌ ଯୋଗୁ ହୃଦ୍‌ରୋଗ ହେବାର ଆଶଙ୍କା ରହିଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ‘ନିଦ୍ରାହୀନତା ଜିନ୍‌ ଓ ହୃଦ୍‌ରୋଗ’...

ରକ୍ତହୀନତା ଦୂର କରେ ସଜନା ଶାଗ

ବାଡିବଗିଚାରେ ସଜନା ଶାଗ ଅତି ସହଜରେ ମିଳିଯାଏ। ସଜନା ସାଗ ହେଉ କି ଛୁଇଁ ସମେସ୍ତ ଏହା ଖାଇବାକୁ ଭଲ ପାଆନ୍ତି। ଏଥିରେ ପ୍ରଚୁର ଖଣିଜତତ୍ତ୍ୱ...

ସ୍ବାସ୍ଥ୍ୟପକ୍ଷେ ବହୁ ଉପକାରୀ କଞ୍ଚାକଦଳୀ

କଞ୍ଚାକଦଳୀର ବହୁ ଉପକାରୀ ଗୁଣ ରହିଛି। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାବ୍ୟତୀତ ଏଥିରେ ଭିଟାମିନ...

ଏହି ୪ ରାଶିର ଯୁବତୀ ହୁକୁମ ଚଳାଇବାରେ ମାହିର, ଶାଶୁଘର ସହ ସ୍ବାମୀଙ୍କ ଉପରେ ଥାଏ କଣ୍ଟ୍ରୋଲ

ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ...

ତ୍ୱଚାରେ ଆସିବ ଚମକ

କ୍ଷୀରରେ କେତେ ପ୍ରକାର ଗୁଣ  ରହିଛି । ଏହା ଆପଣଙ୍କ ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟରେ ଚମକ ଆଣିଥାଏ। ଏମିତିରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କେତେକ’ଣ...

Advertisement
Archives

Model This Week