ନବଦମ୍ପତି ଘରେ ଲଗାନ୍ତୁ ଏପରି ପରଦା: ବୃଦ୍ଧି ପାଇବ ସୁଖଶାନ୍ତି

ବିବାହ ସମୟରେ ଘରେ ସବୁ ପ୍ରକାରର ପ୍ରସ୍ତୁତି ଚାଲିଥାଏ। ଘର ସାଜସଜ୍ଜା ଠାରୁ ଆରମ୍ଭ କରି ପେଣ୍ଟିଂ, ପରଦା ବଦଳାଇବା ଇତ୍ୟାଦି। କିନ୍ତୁ ପରଦା ବଦଳାଇବା ବେଳେ ଯତ୍ନବାନ ହେବା ଉଚିତ୍‌। କାରଣ ପରଦାର ରଙ୍ଗ ଅନୁସାରେ ଘରେ ସକାରାତ୍ମକ ବୃଦ୍ଧି ପାଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ଅଗ୍ନି କୋଣ ସବୁଠାରୁ ଶୁଭ। ଏହି ଦିଗରେ ଭଗବାନଙ୍କୁ ସ୍ଥାପନା କରାଯିବା ଉଚିତ୍‌। ପୂଜା ଘରେ ହାଲ୍‌କା ହଳଦିଆ କିମ୍ବା କମଳା ରଙ୍ଗର ପରଦା ଲଗାଯିବା ଉଚିତ୍‌। ଏହି ଦୁଇଟି ରଙ୍ଗକୁ ଶୁଦ୍ଧତାର ପ୍ରତୀକ ଭାବରେ ବିବେଚନା କରାଯାଏ। ପୂଜା କରିବା ସମୟରେ ଏହି ରଙ୍ଗ ଆମ ମନକୁ ପ୍ରଭାବିତ କରିଥାଏ।

ପିଲାଙ୍କ ରୁମ୍‌ର ପରଦା: ବାସ୍ତୁ ଅନୁଯାୟୀ, ପିଲାମାନଙ୍କ କୋଠରୀରେ ହାଲ୍‌କା ନୀଳ, ସବୁଜ କିମ୍ବା ଗୋଲାପୀ ରଙ୍ଗର ପରଦା ଲଗାଯିବା ଉଚିତ୍‌। ଏହି ରଙ୍ଗ ଦ୍ୱାରା ପିଲାମାନଙ୍କଠାରେ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ। ସେମାନଙ୍କ ମନ ଶାନ୍ତ ରହିଥାଏ। ସବୁଜ ଏବଂ ନୀଳ ରଙ୍ଗକୁ ଶାନ୍ତି ଏବଂ ସୁସ୍ଥତାର ପ୍ରତୀକ ଭାବରେ ବିବେଚନା କରାଯାଏ।

ନବବିବାହିତଙ୍କ ରୁମ୍‌ ପାଇଁ: ନବ ବିବାହିତଙ୍କ ରୁମ୍‌କୁ ଭଲ ଭାବରେ ସଜାଯିବା ଉଚିତ୍‌। ଏହି କୋଠରୀରେ ଲାଲ, ବାଇଗଣୀ କିମ୍ବା ଗୋଲାପୀ ରଙ୍ଗର ପରଦା ଲଗାଇଲେ ଭଲ। ଲାଲ ରଙ୍ଗର ପରଦା ଦାମ୍ପତ୍ୟ ଜୀବନରେ ଖୁସି ଅଣିଥାଏ। ଏଥିସହ ପରିବାରରେ ସମ୍ମାନର ଭାବନା ବୃଦ୍ଧି ପାଇଥାଏ।
ଘରର ଡାଇନିଂ ନିକଟରେ କିମ୍ବା ଉକ୍ତ ଘରର କବାଟ, ଝରକାରେ ବାଦାମୀ ରଙ୍ଗର ପରଦା ଲଗାଇଲେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଣ୍ଡରେ ରଫଲ୍‌ ଲେହେଙ୍ଗା

ସାଧାରଣତଃ ପୋଷାକର କିଛି କିଛି ସ୍ଥାନରେ କପଡ଼ା କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିବାର ଷ୍ଟାଇଲ୍‌କୁ ରଫଲ୍‌ କୁହାଯାଇଥାଏ। ଆଉଟ୍‌ଫିଟ୍‌ ଯେତେ ସିମ୍ପଲ ହେଉନା କାହିଁକି,...

ଯେଉଁଠି ଶୁଖୁଆ ହୁଏ ସାତ୍ତ୍ୱିକ

ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣୀ ପୀଠ ଏକ ପ୍ରମୁଖ ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳୀର କୀର୍ତ୍ତି ବହନ କରୁଛି। ଓଡ଼ିଶାର ମହାନ୍‌...

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରେ ଏହି ପାଣି …

ପ୍ରତିଦିନ ସକାଳେ ଜୁଆଣି ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ରୁ ମୁକ୍ତି...

ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା...

ତ୍ୱଚା ପାଇଁ ବରଦାନ କେଶର

ପୃଥିବୀର ସବୁଠୁ ଦାମୀ ମସଲା ଭାବେ ପରିଚିତ କେଶର କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ...

କର୍ମଜୀବୀ ଓ ମେକ୍‌ଅପ

ଓ୍ବାର୍କିଂ ଓ୍ବମେନ ଅର୍ଥାତ୍‌ କର୍ମଜୀବୀ ମହିଳା ନିଜର ଦୈନନ୍ଦିନ କାମକୁ ନେଇ ଏତେ ବ୍ୟସ୍ତ ଯେ ନିଜ ସୌନ୍ଦର୍ଯ୍ୟକୁ ଚମକଦାର ରଖିବା ପାଇଁ ଆବଶ୍ୟକ ସମୟ ...

ଆତ୍ମବିଶ୍ୱାସ ବୃଦ୍ଧି, ସଫଳତା ପାଇଁ କରନ୍ତୁ ଏପରି

ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆତ୍ମବିଶ୍ୱାସ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ପାଖରେ ଆତ୍ମବିଶ୍ୱାସର ଅଭାବ ଥାଏ ତେବେ ସେ କୌଣସି ଲକ୍ଷ ସ୍ଥଳରେ...

ଲୋ ବ୍ଲଡ୍‌ପ୍ରେସର ଓ ଅଙ୍ଗୁର

ସାଧାରଣତଃ ବ୍ଲଡପ୍ରେସର ଦୁଇ ପ୍ରକାରର-ହାଇ ବ୍ଲଡ୍‌ପ୍ରେସର ଏବଂ ଲୋ ବ୍ଲଡପ୍ରେସର। ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି...

Advertisement
Archives

Model This Week