Posted inଫୁରସତ

‘ଜାପାନୀ ସ୍ନେକ ହ୍ବିସ୍କି’ ମଜା ନେବାକୁ ଚାହୁଁଥିଲେ…

ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସମଗ୍ର ବିଶ୍ୱରେ ଏତେ ଦାମୀ ମଦ ରହିଛି  ଯାହାକୁ କେହି  ସହଜରେ କିଣି ପାରିବେ ନାହିଁ । ଅନ୍ୟପକ୍ଷେ  ଏପରି  ମଦ ରହିଛି, ଯାହା ବିଷୟରେ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଏକ  ମଦ କେବଳ ଜାପାନରେ ଉପଲବ୍ଧ ।
ଏହାର ନାମ ‘ହାବୁଶୁ’, ଯାହା ‘ଜାପାନୀ ସ୍ନେକ ହ୍ବିସ୍କି’ ଭାବରେ ସାରା ବିଶ୍ୱରେ ଲୋକପ୍ରିୟ। ଏହି ହ୍ବିସ୍କିର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଯେଉଁଥିରେ ହ୍ବିସ୍କିକୁ  ସାପ ସହିତ ଏକ ବୋତଲରେ ରଖାଯାଇଛି।  ଆଶ୍ଚର୍ଯ୍ୟଜନକ କଥା ହେଉଛି ‘ହବୁଶୁ’ କେବଳ ଏକ ମଦ କିମ୍ବା ପାନୀୟ ନୁହେଁ ବରଂ ଏହାକୁ ଏକ ସ୍ବାସ୍ଥ୍ୟ ଟନିକ ଭାବରେ ବିବେଚନା କରାଯାଏ ।
ଏହି କ୍ଲିପ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ @ ଟ୍ରାଭେଲରେ ପୋଷ୍ଟ କରାଯାଇଛି। ଯାହାର  କ୍ୟାପଶନରେ ଲେଖାଯାଇଛି, ଆପଣ ଏହି ଜାପାନୀ ସ୍ନେକ  ହ୍ବିସ୍କି  ନେବାକୁ ଚାହୁଁଛନ୍ତି କି?

 

View this post on Instagram

 

A post shared by Travel by Travly ™ (@travel)


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri