Posted inଜାତୀୟ

ବିହାରରେ ମେ’ ୧୫ ଯାଏ ସ୍କୁଲ, ମଲ୍‌, ମନ୍ଦିର ବନ୍ଦ

ପାଟନା, ୧୮।୪: ବିହାରରେ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରିବା ସହ କେତେକ କଟକଣା ଘୋଷଣା କରିଛନ୍ତି। ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ସନ୍ଧ୍ୟା ୬ଟାରୁ ବନ୍ଦ ରହିବ। ଏପରି ସରକାରୀ କାର୍ଯ୍ୟାଳୟ ୫ଟାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିସହିତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ମଲ୍‌, ସିନେମା ହଲ୍‌ ଏବଂ ମନ୍ଦିରକୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୬୯୦ ନୂଆ ମାମଲା ଚିହ୍ନଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗରେ କିପରି ଭୁଶୁଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ: କ୍ଷମତା ହରାଇବାର ୫ ବଡ଼ କାରଣ, ଜାଣନ୍ତୁ…

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ୨୦୬ ଆସନ ଜିତି ଇତିହାସ ସୃଷ୍ଟି କରିଛି। ଏହା ପ୍ରଥମ ଥର ହେବ ଯେତେବେଳେ ଭାଜପା ରାଜ୍ୟରେ ସରକାର ଗଠନ…

ବାପଘରୁ ଜମି ଆଣିବାକୁ ବୋହୂକୁ ନିର୍ଯାତନା, ସହିନପାରି ଜୀବନ ହାରିଲେ ମା’ ଝିଅ

ମୁମ୍ବାଇ,୫।୫: ମହାରାଷ୍ଟ୍ରର ନାଗପୁର ଜିଲାରେ ଜଣେ ମା’ ଏବଂ ଝିଅ ଯୌତୁକ ପାଇଁ ଲୋଭୀ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ହେଉଥିବା ନିର୍ଯାତନାରୁ ହତାଶ ହୋଇ ଆତ୍ମହତ୍ୟା…

ଗଡ଼ ଜିତିଲା ଭାଜପା, ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ? ଚର୍ଚ୍ଚାରେ ଅଛନ୍ତି…

କୋଲକାତା,୫।୫: ପଶ୍ଚିମବଙ୍ଗରେ, ଭାଜପା ଟିଏମସିକୁ ପରାସ୍ତ କରି ଏକ ବିସ୍ମୟକର ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ, ବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ନାମ ପାଇଁ…

କଳାହାଣ୍ଡିରେ ସଫଳତା ଆଣିଦେଲା ‘ପ୍ରକାଶ’: ୧୧୮ ଜଣ ପାଇଲେ ଏ-୧ ଗ୍ରେଡ୍‌

ଭବାନୀପାଟଣା,୫ା୫ (ଉତ୍ତମ କୁମାର ଦାଶ):ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଏ- ୱାନ ଗ୍ରେଡ୍‌ ହାସଲ ନିମନ୍ତେ କଳାହାଣ୍ଡି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ…

ଜିତୁ ମୁଣ୍ଡାଙ୍କୁ ଘରେ କଳହ ଆରମ୍ଭ: ଭାଇ ଶଙ୍କରା କଲେ ଏମିତି କାଣ୍ଡ

ପାଟଣା,୫ା୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଟଙ୍କା ଉଠାଇବା ପାଇଁ ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯିବା ଘଟଣାକୁ ୭…

ଭାଜପାର ପ୍ରଚଣ୍ଡ ବିଜୟ: କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ, ପରସ୍ପରକୁ ମିଠା ଖୁଆଇ…

ମୋହନା, ୫।୫( ମନ୍ମଥ ମିଶ୍ର ): ପଶ୍ଚିମବଙ୍ଗ ଓ ଆସାମରେ ଭାଜପା ଏକ ତରଫା ଭାବେ ବିପୁଳ ବିଜୟ ହାସଲ କରିଥିବାରୁ ଏହି ଖୁସିରେ ସୋମବାର ଅପରାହ୍ନରେ…

ପୁରୀରୁ ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଚକ: ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ହେଲା ପୂରଣ

କୋରାପୁଟ, ୫।୫(ଅମିତାଭ ବେହେରା ): ସୋମବାର ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ପବିତ୍ର ରଥ ଚକ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ଭକ୍ତମାନଙ୍କ ଦ୍ୱାରା ଭବ୍ୟ ସ୍ବାଗତ…

ମାତ୍ର ଗୋଟିଏ ଭୋଟରେ ହାରିଗଲେ ମନ୍ତ୍ରୀ: ଏହି ରୋଚକ ଲଢେଇ ବିଷୟରେ ଜାଣନ୍ତୁ

ଚେନ୍ନାଇ,୫।୫: ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟର ମୂଲ୍ୟ ବହୁତ ଅଧିକ। ଏହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ତାମିଲନାଡୁର ତିରୁପତ୍ତୁର ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ କେବଳ ଜଣେ ବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri