ଝିଅକୁ କିଛି ସମୟରେ ଶାନ୍ତ କରିଦେଉଛନ୍ତି ନିକ୍‌, ପ୍ରିୟଙ୍କା କହିଲେ…

ଉଭୟ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ ଚଳିତ ବର୍ଷ ଆରମ୍ଭରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ସୁଖ ଉଭୟଙ୍କ ଜୀବନରେ ସରୋଗେସି ମାଧ୍ୟମରେ ଆସିଛି। ମାତୃ ଦିବସରେ ଦେଶୀ ଗର୍ଲଙ୍କ ସହ ତାଙ୍କ ଝିଅର ନାମ ସହିତ ଏକ ଫଟୋ ଶେୟାର କରିଥିଲେ। ଡାକ୍ତରଖାନାରେ ୧୦୦ ଦିନ ରହିବା ପରେ ଝିଅ ଘରକୁ ଆସିଛନ୍ତି। ଏହା ପରେ ଉଭୟଙ୍କ ଖୁସି କହିଲେ ନ ସରେ। ଏବେ ଦୁହେ ଝିଅକୁ ରାଜକୁମାରୀ ଭଳି ଅନୁଭବ କରୁଛନ୍ତି। ନିକ୍‌ ତାଙ୍କ ଝିଅ ମାଳତୀକୁ ମାତ୍ର ଏକ ମିନିଟ୍‌ ବି କାନ୍ଦିବାକୁ ଦେଉନାହାନ୍ତି। ନିଜ କୋଳରେ ଉଠାଇ ତାଙ୍କୁ ଶାନ୍ତ କରିଦେଉଛନ୍ତି।

ନିକ ଝିଅକୁ ଏକ ଗୀତ ଗାଇ ଶାନ୍ତ କରନ୍ତି। ସ୍ବାମୀ ନିକ୍‌ଙ୍କ ଏହି କାର୍ଯ୍ୟରେ ପ୍ରିୟଙ୍କା ମଧ୍ୟ ଖୁସି ହୋଇଛନ୍ତି। ପ୍ରିୟଙ୍କା କହିଛନ୍ତି, ମାଳତୀ ପିତାଙ୍କ ସ୍ବର ଶୁଣିବା ମାତ୍ରେ ଚୁପ୍‌ ହୋଇଯାଉଛି।

ପରିବାର ଲୋକେ କହିଛନ୍ତି, ମାଳତୀ ପିତାଙ୍କ ଗୀତ ଶୁଣି ଚୁପ୍‌ ହୋଇଯାଉଥିବାରୁ ତାଙ୍କ ପରିବାରକୁ ଆଉ ଜଣେ ସଙ୍ଗୀତଜ୍ଞ ଆସିଛନ୍ତି। ନିକଟରେ ପ୍ରିୟଙ୍କା ଏକ ପୋଷ୍ଟ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ‘ପ୍ରତ୍ୟେକ ପରିବାରର ଯାତ୍ରା ଅଲଗା ଏବଂ ଏହା ଏକ ନିର୍ଦ୍ଦିଷ୍ଟ ସ୍ତରର ବିଶ୍ୱାସ ଆବଶ୍ୟକ କରେ, ଏବଂ ଯେତେବେଳେ ଆମର କିଛି ଚ୍ୟାଲେଞ୍ଜିଂ ମାସ ରହିଥିଲା, ପଛକୁ ଚାହିଁଲେ ଏହା ସ୍ପଷ୍ଟ ଯେ ପ୍ରତ୍ୟେକ ମୁହୂର୍ତ୍ତ କେତେ ମୂଲ୍ୟବାନ ଅଟେ। ଆମେ ବହୁତ ଖୁସି ଯେ ଆମ ଝିଅ ଘରକୁ ଫେରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ, କହିଲା ପରାଜୟ ଭୟରେ ଡରିଗଲେଣି ଟ୍ରମ୍ପ

ତେହରାନ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ତୀବ୍ରତର ହେଉଛି। ସୋମବାର (ଏପ୍ରିଲ ୬) ରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଧମକ ଦେଇ କହିଛନ୍ତି ଯେ…

କୋଲକାତାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧମକ ପରେ ତାତିଲେ ଅଭିଷେକ ବାନାର୍ଜୀ, କହିଲେ…

କୋଲକାତା,୭।୪: ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀ ସୋମବାର (୬ ଏପ୍ରିଲ, ୨୦୨୬) ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଦିଆଯାଇଥିବା କୋଲକାତା ଆକ୍ରମଣ…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

ଆମେରିକା ଉପରେ ବଡ଼ ଅଭିଯୋଗ ଆଣିଲା ଇରାନ, ଚୋରମାନେ! ଆମର ୟୁରାନିୟମ ଚୋରି କରିବାକୁ…

ତେହେରାନ,୭।୪: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ନିରନ୍ତର ଜାରି ରହିଛି, ଏବଂ ଇରାନ ଏହି ଆକ୍ରମଣର କଠୋର ପ୍ରତିଶୋଧ ସହିତ ଜବାବ ଦେଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri