Advertisement
Posted inଜାତୀୟ

ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଏନ୍‌ଆଇଏର ଚଢ଼ାଉ: ଟାର୍ଗେଟରେ ଆତଙ୍କବାଦୀଙ୍କ ସାହାଯ୍ୟକାରୀ

ଶ୍ରୀନଗର,୨୪।୧୨: ଆତଙ୍କବାଦୀଙ୍କ ନେଟୱାର୍କକୁ ଭାଙ୍ଗିବା ପାଇଁ ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଜମ୍ମୁର କଠୁୁଆ ଜିଲାରେ ନାର୍କୋ ଟେରିରିଜମ୍‌ ଏବଂ ଟେରର ଫଣ୍ଡିଂ ମାମଲାରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଯେଉଁଥିରେ ସୀମା ପାର କରି ଡ୍ରଗ୍ସ ଚୋରା ଚାଲାଣ ମାଧ୍ୟମରେ ପାଣ୍ଠି ସଂଗ୍ରହ କରି ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଯାଞ୍ଚ କରାଯାଉଛି। ଅନ୍ୟପଟେ ଚଣ୍ଡିଗଡ଼ରେ ମଧ୍ୟ ଶନିବାର ଏନ୍‌ଆଇଏ ଚଢ଼ାଉ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ‘ଆଫଗାନ୍‌ ଆକ୍ରମଣ’ ପାଇଁ ଷଡ଼ଯନ୍ତ୍ର ରଚିଛିି ଆଇଏସ୍‌ଆଇ: ଜୈଶ୍‌ ଓ ଲଶ୍କରକୁ କରିଛି ହାତ ବାରିଶି

ନୂଆଦିଲ୍ଲୀ, ୧୧।୮: ଭାରତରେ ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଆଇଏସ୍‌ଆଇ ‘ଆଫଗାନ୍‌...

୭୦୦ ଦୋକାନ ପୋଡ଼ି ପାଉଁଶ : ଦମକଳ ବାହିନୀ ବିରୋଧରେ ଅବହେଳା ଅଭିଯୋଗ…

ଇଟାନଗର,୨୫।୧୦ : ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନାହରଲଗୁନ ଦୈନିକ ବଜାରରେ ମଙ୍ଗଳବାର ଭୋର ସମୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି...

ଆମିର ଖାନ୍‌ଙ୍କୁ ଆସାମ ଗସ୍ତ ସ୍ଥଗିତ ରଖିବାକୁ କହିଲେ ବିଶ୍ୱଶର୍ମା

ଗୁଆହାଟୀ,୧୩ା୮: ଅଭିନେତା ଆମିର ଖାନ୍‌ଙ୍କ ଆସାମ ଗସ୍ତ ସ୍ଥଗିତ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପରାମର୍ଶ ଦେଇଛନ୍ତି। ଆମିର ଆସନ୍ତା ୧୪ରେ ଗୁଆହାଟୀ ଯିବାକୁ ଯୋଜନା...

କରୋନା ଭଳି ବଡ଼ ଆହ୍ବାନ ଲାଗି ବୃହତ୍‌ ସଂକଳ୍ପ ଗ୍ରହଣ କରିଛି ଭାରତ: ମୋଦି…

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସହିତ ଲଢ଼େଇ ଜାରି ରହିଛି। କରୋନା ଭଳି ବଡ଼ ଆହ୍ବାନ ଲାଗି ଦେଶ ବୃହତ୍‌ ସଂକଳ୍ପ ଗ୍ରହଣ କରିଛି। ଦିନରାତି...

ଚନ୍ଦ୍ରାବାବୁଙ୍କ ରୋଡ୍‌ ଶୋ’ ବେଳେ ଦଳାଚକଟା, ୮ ମୃତ

ନେଲ୍ଲୋର,୨୯ା୧୨: ଆନ୍ଧ୍ର ପ୍ରଦେଶର କନ୍ଦୁକୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡ଼ୁଙ୍କ ରୋଡ୍‌ ଶୋ’ ବେଳେ ଦଳାଚକଟା ହୋଇଛି। ବହୁ ଲୋକ ଏକ ଡ୍ରେନ୍‌କୁ ଖସିପଡ଼ିଥିବାବେଳେ...

ତୃତୀୟ ଲହର ପୂର୍ବରୁ ମୁମ୍ବାଇରୁ ଆସିଲା ଖୁସି ଖବର

ମୁମ୍ବାଇ,୨୮।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି। କିନ୍ତୁ ଏବେ ବି ସଙ୍କଟ...

ମୃତକଙ୍କୁ ୨ କିମି କାନ୍ଧରେ ବୋହି ନେଲେ ମହିଳା ଏସ୍‌ଆଇ

ବିଶାଖାପଟ୍ଟନମ୍‌, ୨।୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲାର କାସିବୁଗାରେ ଅଞ୍ଚଳରେ କାର୍ଯ୍ୟ କରୁଥିବା ମହିଳା ଏସ୍‌ଆଇ କୋଟ୍ଟୁରୁ ଶ୍ରୀଷା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି।...

ତଥ୍ୟ ଦେଲେ ୮୦୦ ଓଟିଟି ପ୍ଲାଟଫର୍ମ

ନୂଆଦିଲ୍ଲୀ, ୧୪।୬: ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ନେଟ୍‌ଫ୍ଲିକ୍ସ, ହଟ୍‌ଷ୍ଟାର ଭଳି ୮୦୦ରୁ ଊର୍ଦ୍ଧ୍ୱ ଓଭର ଦି ଟପ୍‌ (ଓଟିଟି) ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍‌...

Advertisement
Archives

Model This Week