୨୦୨୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀଙ୍କୁ ନୂଆ ଦାୟିତ୍ୱ, କେନ୍ଦୁଝରଗଡ଼ ପୌରପାଳିକାରେ ଯୋଗଦେଲେ ଜିତେନ୍ଦ୍ର

କେନ୍ଦୁଝର,୨୩ା୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଭାବେ ୨୦୨୫ ବ୍ୟାଚର ଆଇଏଏସ୍‌ ପ୍ରୋବେସନର ଜିତେନ୍ଦ୍ର କୁମାର ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ନଭେମ୍ବର ୨୩ ତାରିଖଠାରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ୨ସପ୍ତାହ ଧରି ଏହି ପଦବୀରେ କାମ କରିବେ ।

ଆଇଏଏସ ଅଧିକାରୀଙ୍କ ଟ୍ରେନିଂ ସମୟ ଅବଧିରେ କେନ୍ଦୁଝରଗଡ଼ ପୌରପାଳିକାର ନିବାହୀ ଅଧିକାରୀ ଲଲିତ କୁମାର ନାଏକ ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଜାରି ହୋଇଥିବା ବିଜ୍ଞପ୍ତି ନମ୍ବର ଏଚ୍ୟୁଡି-ମ୍ୟୁନିସିପାଲଟି-ଏଚ୍‌ଆର-୦୦୩୧-୨୦୨୦/୩୦୫୯୭ ଅନୁଯାୟୀ ଆଦେଶନାମା ପ୍ରକାଶ ପାଇଛି। ଏହି ଆଦେଶନାମା ଅନୁସାରେ ୨୦୨୫ ବ୍ୟାଚର ୬ଜଣ ଆଇଏଏସ ପ୍ରୋବେସନର ବିଭିନ୍ନ ପୌରପାଳିକାରେ ୨ ସପ୍ତାହ ପାଇଁ ତାଲିମ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ବୈଭବଙ୍କ ଅଡୁଆ: ଟିମ ଇଣ୍ଡିଆରୁ ପଡ଼ିବେ ବାଦ୍‌ ! ଆସିଲା ସାଂଘାତିକ ଖବର, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସରେ ଭାରତୀୟ ଦଳର ଆରମ୍ଭ ବିଶେଷ ଭଲ ରହିନାହିଁ। ନେପାଳ ବିପକ୍ଷ ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ସହଜ ବିଜୟ ହାସଲ…

ଜକର ଗାଁରେ ଶ୍ରୀଜଗନ୍ନାଥ ମନ୍ଦିରର ନବୀକରଣ, ମହାଯଜ୍ଞ ଆୟୋଜନ ପାଇଁ ଚାଲିଛି ପ୍ରସ୍ତୁତି

ଦିଗପହଣ୍ଡି,୨୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଜୀର୍ଣ୍ଣଦ୍ଧାର ପୂର୍ବକ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ…

ଶେୟାର ବଜାରରେ ହଠାତ୍‌ ବଡ଼ ଧରଣର ହ୍ରାସ: ଗୋଟିଏ ଦିନରେ ବୁଡିଗଲା ନିବେଶକଙ୍କ ୩ ଲକ୍ଷ କୋଟି! ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରରେ ନିବେଶ କରୁଥିବା ଲୋକଙ୍କ ପାଇଁ ସୋମବାର ଦିନଟି କୌଣସି ବଡ଼ ଝଟ୍‌କାଠାରୁ କମ ନଥିଲା। ସକାଳେ କାରବାର ଆରମ୍ଭରେ ବଜାରରେ ଭଲ…

ତାମିଲନାଡୁ ରାଜନୀତିରେ ହଇଚଇ: ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରେ ରାଜନୀତିକୁ ଆସିବେ ତ୍ରିଷା! ଜାରି ହେଲା…

ନୂଆଦିଲ୍ଲୀ,୨୩।୧୧: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଷା କୃଷ୍ଣନ କ’ଣ ରାଜନୀତିରେ ପାଦ ଥାପିବେ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌…

ଟି-୨୦ରେ ନୂଆ ଇତିହାସ ଲେଖିଲେ କିରନ ପୋଲାର୍ଡ: ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୩।୧୧: ଟି-୨୦ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଧୂଆଁଧାର ବ୍ୟାଟର କିରନ ପୋଲାର୍ଡ। ଟି-୨୦ ଫର୍ମାଟରେ ୧୫ ହଜାର ରନ ପୂରଣ କରିବାରେ ସେ…

୧୧ ବର୍ଷ ପରେ ଟିମ ଇଣ୍ଡିଆ ସହ ଘଟିଲା ଅଜବ ସଂଯୋଗ: ୩୫୨ ରନ୍‌ କରିବା ପରେ ବି…

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ପ୍ରଥମ ଇନିଂସରେ ୩୫୨ ରନର…

ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ମେସିନ ଭିତରେ ପଶିଗଲା ଚାଷୀଙ୍କ ମୁଣ୍ଡ-ଗୋଡ଼, ତାପରେ…

ପଟ୍ଟାଙ୍ଗି,୨୩ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନସ୍ଥ ରାଲେଗଡା ପଞ୍ଚାୟତର କର୍ତ୍ତାଲାବା ଗ୍ରାମରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ନିଜ ଚାଷଜମିରେ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ ଗୁରୁତର

ବାରିପଦା,୨୩।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ପାଣ୍ଠ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?