ନାଚୁରାଲ ହେଲ୍‌ଥ ଟିପ୍ସ

ଫିଟ୍‌ ଆଣ୍ଡ ଫାଇନ୍‌ ରହିବା କାହାର ବା ଇଚ୍ଛା ନୁହେଁ। କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ସାଙ୍ଗକୁ କାମର ଚାପ ଅନେକଙ୍କୁ ଅସମୟରେ ରୋଗାଗ୍ରସ୍ତ କରିପକାଏ। ହେଲେ ଏଠାରେ ଏମିତି କିଛି ସହଜ ଉପାୟ କୁହାଯାଉଛି, ଯାହାକୁ ଆପଣାଇ ଯେ କେହି ବି ସୁସ୍ଥ ରହିପାରିବେ। ସେଥିପାଇଁ ଏହାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନାଚୁରାଲ ହେଲ୍‌ଥ ଟିପ୍ସ ବୋଲି କହିଥାନ୍ତି।

ସୂର୍ଯ୍ୟକିରଣ: ଏଥିରୁ ଆମକୁ ପ୍ରଚୁର ଭିଟାମିନ୍‌ ଡି ମିଳିଥାଏ; ଯାହା ଆମର ହାଡକୁ ମଜଭୂତ୍‌ କରିବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ। ସେଥିପାଇଁ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କର କଅଁଳ ଖରାରେ କିଛି ସମୟ ବୁଲିବା ନିହାତି ଜରୁରୀ।

ପାଣି: ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀରକୁ ଯେତିକି ଆବଶ୍ୟକ ସେତିକି ପରିମାଣର ପାଣି ପିଇବା ନିହାତି ଦରକାର। ଏହା କେବଳ ତାଙ୍କୁ ସ୍ବାସ୍ଥ୍ୟବାନ କରିଥାଏ ତାହା ନୁହେଁ ତ୍ୱଚାରେ ଚମକ ବି ଆଣିଥାଏ।

ପୋଷକଯୁକ୍ତ ଖାଦ୍ୟ: ତେଲ ମସଲାଯୁକ୍ତ ଖାଦ୍ୟ ପରିବର୍ତ୍ତେ ଯଦି ପ୍ରତିଦିନ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱରେ ଭରା ଖାଦ୍ୟ ଖିଆଯାଏ, ତା’ହେଲେ ବି ସ୍ବାସ୍ଥ୍ୟ ଭଲ ରହିଥାଏ। ନିଦ: ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ପ୍ରାୟ ୭/୮ ଘଣ୍ଟା ଶୋଇବା ନିହାତି ଜରୁରୀ। ଏହା ଶରୀର ସାଙ୍ଗକୁ ମନ ଓ ମସ୍ତିଷ୍କକୁ ବି ଆରମ ଦେଇଥାଏ।

କେବଳ ଏତିକି ନୁହେଁ ସୁସ୍ଥ ଜୀବନ ପାଇଁ ପ୍ରତିଦିନ କିଛି କିଛି ସମୟ ବ୍ୟାୟାମ୍‌ କରିବା ବି ଜରୁରୀ। ଏହାଛଡ଼ା ଉତ୍ତମ ବନ୍ଧୁ ସମ୍ପର୍କ ଓ ନିଜ ଉପରେ ଭରସା ରଖିଲେ ବି ମନ ଖୁସି ରହିବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଶ୍ରାବଣ ଶେଷ ସୋମବାରରେ ୩ଟି ଶୁଭ ଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ପ୍ରଚୁର ଧନ-ସମ୍ପତ୍ତି

ଶ୍ରାବଣ ମାସର ଶେଷ ସୋମବାର ବ୍ରତ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଚଳିତ ଶ୍ରାବଣର…

ମଙ୍ଗଳ-ଶନିଙ୍କ କେନ୍ଦ୍ରଯୋଗ; ୪ ରାଶିଙ୍କ ଭଲଦିନ ଆରମ୍ଭ, ବଢିବ ଅପର୍ଯ୍ୟାପ୍ତ ଧନ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର, ୨୦୨୬ ଠାରୁ, ମଙ୍ଗଳ ଏବଂ ଶନି ପରସ୍ପରଠାରୁ ୯୦ ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ କେନ୍ଦ୍ର…

ଡିସେମ୍ବର ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ରାହୁ-କେତୁଙ୍କ ନଜର, ହୋଇପାରେ ବଡ଼ କ୍ଷତି!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ବୋଲି ମନେ କରାଯାଏ। ଯଦିଓ ଏମାନଙ୍କୁ ଛାୟା ଗ୍ରହ କୁହାଯାଏ, ତଥାପି ଜାତକଙ୍କ ଜୀବନରେ ଏହାର…

ସାବଧାନ ରୁହନ୍ତୁ ଏହି ୩ ରାଶି: ସୂର୍ଯ୍ୟଙ୍କ ଉପରେ କେତୁଙ୍କ ଛାୟା, ମାଡିଆସୁଛି ବଡ଼ ସଙ୍କଟ!

ଜ୍ୟୋତିଷ ଅନୁସାରେ ସିଂହ ରାଶିରେ ସୂର୍ଯ୍ୟ ଏବଂ କେତୁଙ୍କ ଯୁତି ଯୋଗୁ କିଛି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡ଼ିପାରେ। ସୂର୍ଯ୍ୟଙ୍କ ଉପରେ କେତୁଙ୍କ ଛାୟା ରହିବ।…

ଶନି-ରାହୁଙ୍କ ମାୟାଜାଲରେ ଫସିବେ ଚନ୍ଦ୍ର, ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ; ଶନିଦଶା ଠୁ ଭୟଙ୍କର ବିପଦରେ ପଡିବେ…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହି ଗ୍ରହଣ ସକାଳ ୦୬:୫୩ ରୁ ମଧ୍ୟାହ୍ନ ୧୨:୩୧ ପର୍ଯ୍ୟନ୍ତ (ମୋଟ ଅବଧି: ୫ ଘଣ୍ଟା…

ସକାଳୁ ଆଖି ଖୋଲିବା ମାତ୍ରେ ଦେଖୁଛନ୍ତି କି ମୋବାଇଲ? ପଡ଼ିପାରେ ଭାରି! ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ

ସକାଳୁ ଆଖି ଖୋଲିବା ମାତ୍ରେ ଆପଣ ମୋବାଇଲ ଉଠାଇଲେ। ସାମ୍ନାରେ ଏମିତି ଏକ ମେସେଜ ଥିଲା, ଯାହା ଆପଣଙ୍କୁ ଠିକ ଲାଗିଲା ନାହିଁ। ଅଧିକ ଚିନ୍ତା ନକରି…

ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ କଲେ ଦେବଗୁରୁ ବୃହସ୍ପତି: ଏହି ୪ ରାଶିଙ୍କ ଭାଗ୍ୟ ହେବ ଉଜ୍ଜ୍ୱଳ, ହେବେ ମାଲାମାଲ

ଗୁରୁ ଗ୍ରହ ବୁଧଙ୍କ ନକ୍ଷତ୍ରରେ ରହିବା ଯୋଗୁ କ୍ୟାରିୟର, ଚାକିରି, ବ୍ୟବସାୟ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ। ଜ୍ୟୋତିଷ ଅନୁସାରେ ଗୁରୁ ଗ୍ରହଙ୍କୁ ଜ୍ଞାନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri