ନାରାୟଣପାଟଣା ଆଇଆଇସି ନିଲମ୍ବିତ

ଜୟପୁର, ୨।୨(ନି.ପ୍ର.): କୋରାପୁଟ ଜିଲା ନାରାୟଣପାଟଣା ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ ହୋଇଛନ୍ତି। ଲକ୍ଷ୍ମୀପୁର ଏସ୍‌ବିଆଇ ବ୍ୟାଙ୍କ ଲକର୍‌ରୁ ସୁନା ଚୋରି ଘଟଣାରେ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି।

ସୁନା କ୍ରୟକାରୀଙ୍କ ଫେରାର ପଛରେ ରଞ୍ଜିତଙ୍କ ହାତ ରହିଥିଲା। ଏନେଇ ଅଭିଯୋଗ ହେବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ତାଙ୍କ ସହ ହୋମଗାର୍ଡ ଗୋପାଳ ରେଡ୍ଡିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଲେଜ ହେବ କ୍ୱାରାଣ୍ଟାଇନ ସେଣ୍ଟର: ସାନିଟାଇଜର ସାମଗ୍ରୀ ପ୍ରଦାନ କରିବ ଗ୍ରାସୀମ କମ୍ପାନୀ

ଗଞ୍ଜାମ,୧୭।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁବାରେ ଲାଗିଛି। ଏଥିପାଇଁ କେନ୍ଦ୍ର...

ରାତିରେ ଚାଲିଥିଲା ଜୁଆଆଡ୍ଡା: ୧୦ଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ପୋଲିସ ମଙ୍ଗଳବାର ରାତିରେ ସ୍ଥାନୀୟ ଷ୍ଟେଶନ ରୋଡ଼ରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଠାରୁ ୧୦...

ଗାଁଠୁ ସହର ସବୁଠି କରୋନା ଭୟ: ଜୀବିକା ଆଗରେ ପଡ଼ିଛି ଫିକା

ରାଇକିଆ,୨୮।୩(ଡି.ଏନ୍‌.ଏ.): ଗାଁଠାରୁ ସହର ସବୁଠି କରୋନା ଭୟ। ଦୋକାନ ବଜାର ବନ୍ଦ। ରାସ୍ତାଘାଟ ଶୂନଶାନ୍‌ । ଘରୁ ପଦାକୁ ବାହାରିବାକୁ କଡ଼ା କଟକଣା। କେବଳ ସକାଳ...

ସୀମାନ୍ତରେ ଆନ୍ଧ୍ର ଅଧିକାରୀ-ପଟ୍ଟାଙ୍ଗୀ ବିଧାୟକ ମୁହାଁମୁହିଁ

ପଟ୍ଟାଙ୍ଗୀ,୧୪।୧୦ (ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତ ଉପରୁ ନଜର ହଟାଉନି ଆନ୍ଧ୍ର। ବାରମ୍ବାର ଓଡ଼ିଶାର ଏହି...

ବନ୍ୟଜନ୍ତୁକୁ ଗିଳିଲା ବୋଡ଼ା ସାପ

ବୁଗୁଡ଼ା,୧୫ା୮(ଡି.ଏନ୍‌.ଏ.)- ବୁଗୁଡ଼ା ଥାନା ମୋଟାବାଡ଼ି ନିକଟସ୍ଥ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଏକ ବନ୍ୟଜନ୍ତକୁ ଗିଳିବା ଅବସ୍ଥାରେ ବୋଡ଼ା ସାପକୁ ଦେଖିବାକୁ ମିଳିଛି। ଲୋକେ ବିଲରେ କାମ...

ଭାରତବାସୀ ସଂଗଠନର ଧାରଣା

ବାରିପଦା ଅଫିସ,୧ା୨- କେନ୍ଦ୍ର ସରକାରଙ୍କ ଲକ୍ଷ୍ୟହୀନ ଶାସନ ବ୍ୟବସ୍ଥା ଯୋଗୁ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ, ମାନ୍ଦାବାସ୍ଥା, ବେରୋଜଗାରି ସମେତ ଅନ୍ୟାନ୍ୟ ବିଭାଜନକାରୀ ନୀତି...

ବଡପୁଅ ଆକ୍ରମଣରେ ବାପା,୩ ଭାଇ ଆହତ

ବୁଗୁଡା,୧୩ା୫(ଡି.ଏନ.ଏ.)-ବୁଗୁଡା ଥାନା ଚିରିକିପଡା ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଗୋଟିଏ ପରିବାରର ବଡପୁଅର ଆକ୍ରମଣରେ ବାପା ଏବଂ ୩ ଭାଇ ଆହତ ହୋଇଛନ୍ତି। ଆହତମାନେ ହେଲେ ବାପା...

ପରିତ୍ୟକ୍ତ କୂଅରୁ ମିଳିଲା ଶିଶୁ ପୁତ୍ରର ମୃତଦେହ

କଳାହାଣ୍ଡି,୩।୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଜୟନ୍ତପୁର ଗାଁରେ ଥିବା ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। କୂଅରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ...

Advertisement
Archives

Model This Week