Posted inଜାତୀୟ

ମୁସଲମାନ୍‌ ଯୁବତୀ-ହିନ୍ଦୁ ଯୁବକଙ୍କ ବିବାହ ନୁହେଁ ବୈଧ: ହାଇକୋର୍ଟ

ଚଣ୍ଡିଗଡ଼,୧୩।୩: ପଞ୍ଜାବ ହରିୟାଣା ହାଇକୋର୍ଟ ମୁସଲମାନ୍‌ ଯୁବତୀ ଏବଂ ହିନ୍ଦୁ ଯୁବକଙ୍କ ମଧ୍ୟରେ ବିବାହ ବୈଧ ନୁହେଁ ବୋଲି ରାୟ ଦେଇଛନ୍ତି। ଏକ ମାମଲାର ବିଚାର କରି କୋର୍ଟ ଏଭଳି କହିଛନ୍ତି। ଜଣେ ମୁସଲମାନ ଯୁବତୀଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରୁଥିବା ହିନ୍ଦୁ ଯୁବକ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ଏକ ଶିବମନ୍ଦିରରେ ଜାନୁୟାରୀ ୧୫ରେ ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରାରେ ଏଭଳି କରିଥିଲେ। ବିବାହ ପରେ ଯୁବତୀ ଏବଂ ଯୁବକ ଉଭୟଙ୍କ ପରିବାର ପକ୍ଷରୁ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଯେ, ମୁସଲମାନ ଯୁବତୀ ହିନ୍ଦୁ ଧର୍ମ ନ ଆପଣେଇବା ପର୍ଯ୍ୟନ୍ତ ବିବାହକୁ ବୈଧ ଭାବେ ଗ୍ରହଣ କରାଯିବ ନାହିଁ। ହିନ୍ଦୁ ବିବାହ ପରମ୍ପରା ଅନୁସାରେ ଏହି ବିବାହ ବୈଧ ନୁହେଁ। ମାତ୍ର ଉଭୟ ସାବାଳକ ହୋଇଥିବାରୁ ସେମାନେ ଏକାଠି ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହି ପାରିବେ। ଏନେଇ ଉପଯୁକ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ସମ୍ପର୍କିତ ନିର୍ଣ୍ଣୟ ନେବାକୁ କୋର୍ଟଙ୍କ ପକ୍ଷରୁ ଅମ୍ବାଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୃହରେ ବିଶୃଙ୍ଖଳିତ ଆଚରଣ ଅକ୍ଷମଣୀୟ

ନୂଆଦିଲ୍ଲୀ, ୬।୭ (ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟ ଏବଂ ବିଧାନସଭା ଭିତରେ ଆଇନ ପ୍ରଣେତାଙ୍କ ବିଶୃଙ୍ଖଳିତ ଆଚରଣକୁ କ୍ଷମା କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଗୃହ...

ରାଘବଙ୍କ ଭବିଷ୍ୟବାଣୀ: କଂଗ୍ରେସର ସ୍ଥାନ ନେବ ଏଏପି

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାସଭା ନିର୍ବାଚନ ଫଳାଫଳ ବାହାରିବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ...

ବଳାତ୍କାରକୁ ପ୍ରତିରୋଧ କରିବାରୁ ମହିଳାଙ୍କୁ ଟ୍ରେନ୍‌ରୁ ଫିଙ୍ଗିଦେଲେ

ଚଣ୍ଡିଗଡ଼, ୩ା୯: ହରିୟାଣାର ଫରିଦାବାଦ୍‌ରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ବଳାତ୍କାର ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ ପ୍ରତିରୋଧ କରିବାରୁ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଚଳନ୍ତା...

କ୍ୟାବିନେଟ ବୈଠକ: ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ଯୋଜନାରେ କରାଗଲା ବଡ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ,୩୧।୫ : ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଛି।...

ଚୁଟି ଧରି ମୁଥା ମରାମରି ହେଲେ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀ

ପାଟଣା,୨୪।୧: ବିହାରର ଜାମୁଇ ଜିଲାର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ମହିଳା ସ୍ବାସ୍ଥ୍ୟ କର୍ମୀ ପରସ୍ପରର ଚୁଟି ଧରି ମୁଥା ମରାମରି ଘଟଣାର ଭିଡିଓ ଭାଇରାଲ ହୋଇଛି।...

ରାଇନାଙ୍କ ସମ୍ପର୍କୀୟଙ୍କ ସାହାଯ୍ୟ ପାଇଁ ପହଞ୍ଚିଲେ ସୋନୁ ସୁଦ

ଲକ୍ଷ୍ନୌ, ୬ା୫ : ସମ୍ପର୍କୀୟ ମାଉସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ଅବସରପ୍ରାପ୍ତ କ୍ରିକେଟର ତଥା ସିଏସ୍‌କେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା।...

ଅତିକ୍‌-ଅଶ୍ରଫ୍‌ ହତ୍ୟା ମାମଲା: ୫ ପୋଲିସ କର୍ମଚାରୀ ନିଲମ୍ବିତ

ଲକ୍ଷ୍ନୌ,୧୯।୪: ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍‌ ମହମ୍ମଦଙ୍କ ହତ୍ୟା ମାମଲାରେ ପୋଲିସ ତଦନ୍ତ ଚଳାଇଛି। ତେବେ ଅତିକଙ୍କ ସୁରକ୍ଷାରେ ଅବହେଳା ଯୋଗୁ...

ଧରାବିରେ ୪୩ ସଂକ୍ରମିତ, ୪ ମୃତ

ନୂଆଦିଲ୍ଲୀ,୧୩ା୪: ଏସିଆ ମହାଦେଶର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧରାବିରେ ୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ରବିବାର ସୁଦ୍ଧା ସେଠାରେ...

Advertisement
Archives

Model This Week