ନୂତନ ଟ୍ରେନ ଚଳାଚଳ ଖୁସିରେ ଚା’ ଖଟିରେ ସାମିଲ ହେଲେ ଏମ୍‌ପି ମାଳବିକା ଦେବୀ, କହିଲେ…

କେସିଙ୍ଗା, ୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଚାଲିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ତାହା କଳାହାଣ୍ଡି ଏମ୍‌ପି ମାଲବିକା ଦେବୀଙ୍କ ପ୍ରଚେଷ୍ଟାରେ ଆସନ୍ତା କିଛି ଦିନରେ ପୂରଣ ହେବ । ପୁରୀରୁ କୋରାପୁଟକୁ ଖୁବ୍‌ଶୀଘ୍ର ଚାଲିବ ଏକ ନୂତନ ଟ୍ରେନ। ଏହି ଅବସରରେ ଏମ୍‌ପି ମାଲବିକା ଦେବୀ ଗୁରୁବାର ସାରେ ପ୍ରାଣୀ ଚିକିତ୍ସାଳୟ ନିକଟସ୍ଥ ଚା’ ଦୋକାନ ପରିସରରେ ଭାଜପାକର୍ମୀଙ୍କ ସହ କେସିଙ୍ଗା ବ୍ଳକର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଓ ଭାଜପା ଜିଲା ସଭାପତି ଯୁଗଳ କିଶୋର ପୋଢ଼ ସାମିଲ ହେଇଥିଲେ। ଏହି ନୂତନ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି। କେସିଙ୍ଗାସ୍ଥିତ କୋଣାର୍କ ସ୍ପିନିଙ୍ଗ ମିଲର ପୁନଃଉଦ୍ଧାର ହେବ ବୋଲି ଏମ୍‌ପି ପ୍ରକାଶ କରିଥିଲେ । ଏହିକାର୍ଯ୍ୟକ୍ରମକୁ ସଞ୍ଚାଳନକରିଥିଲେ ସମ୍ପାଦକ ଯୁଗଳକିଶୋରଦୀପ ବ୍ଲକ ଓ ଏନଏସିରର ସମସ୍ତ ଭାଜପାକର୍ମୀ ଉପସ୍ଥିତ ଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହିଦ ମାଧୋ ସିଂଙ୍କ ଭୁଲ ଇତିହାସ ସ୍ଥାନିତ: ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ…

ବଲାଙ୍ଗୀର,୧୪।୫ (ସୁନିଲ କୁମାର ମହାନ୍ତି): କୋସଲାଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀ ବିଷୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ଦିଆଯାଇଥିବା ପ୍ରତିବାଦରେ…

ବୃଦ୍ଧଙ୍କ ମୃତଦେହ ପୋଖରୀରୁ ହେଲା ଉଦ୍ଧାର: ଗାଧୋଇବା ପାଇଁ ଯାଇ ହୋଇଯାଇଥିଲେ ନିଖୋଜ

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମ ପୋଖରୀରେ ବୁଡ଼ିଯାଇ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ଗୌତମୀ…

ଆଇନଶୃଙ୍ଖଳାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୪।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ଅଧିକାରୀଙ୍କୁ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ, ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀଙ୍କ ଅନୁରୋଧ

ମୋହନା,୧୪।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ କାର୍ଯ୍ୟାଳୟ ଠାରୁ ଅନ୍ତରବା ଗ୍ରାମକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ…

MI ଅଧିନାୟକ ହେଲେ ଜସପ୍ରିତ ବୁମ୍‌ରା, ଦାୟିତ୍ୱ ମିଳିବା ପରେ ଭାବପ୍ରବଣ ହୋଇ କହିଲେ ଏମିତି…

ନୂଆଦିଲ୍ଲୀ, ୧୪।୫: ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପୁଣିଥରେ ପରିବର୍ତ୍ତନ ହୋଇଛି। ଜସପ୍ରିତ ବୁମରା MI ଦଳର ଅଧିନାୟକତ୍ୱ କରୁଛନ୍ତି, ଏବଂ…

ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ

ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…

ଟ୍ରାକ୍ଟର – ଅଟୋ ଧକ୍କାରେ ମହିଳା ମୃତ ଘଟଣା: ଜ୍ବାଇଁଙ୍କ ଏତଲା ପରେ ଅଭିଯୁକ୍ତ ଟ୍ରାକ୍ଟର ଚାଳକଙ୍କୁ…

ଦିଗପହଣ୍ଡି/ଚିକିଟି,୧୪।୫(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଖୁଦୁଡ଼ି ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଗତ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଯାତ୍ରୀବାହୀ…

ବିବାହ ଦିନ କନ୍ୟାଙ୍କର ହେଲା ଦୁର୍ଘଟଣା; ICUକୁ ଯାଇ ସିନ୍ଦୂର ପିନ୍ଧାଇଦେଲେ ବର, ତାପରେ…

ଲକ୍ଷ୍ନୌ,୧୪।୫: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ବିବାହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ରାତିରେ, କନ୍ୟା ଆଇସିୟୁରେ ଚିକିତ୍ସିତ ହେଉଥିବା ସମୟରେ ଯାଇ ସିନ୍ଦୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri