ବିରଳ ସିଂହକୁ ଖାଦ୍ୟ ଖୁଆଇଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ମୋନି ରୟ ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଥିଲେ । ଏଥିରେ ମୋନି ସିଂହକୁ ନିଜ ହାତରେ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ଦେଖିବାକୁ ମିଳୁଥିବା ସିଂହଟି ଅତ୍ୟନ୍ତ ସ୍ବତନ୍ତ୍ର। ଏହା ବିରଳ ପ୍ରଜାତିର ଏକ ଧଳା ସିଂହ।
ମୋନି ପ୍ରାୟ ବର୍ଷେ ହେବ ଦୁବାଇରେ ରହୁଛନ୍ତି। ତାଙ୍କ ପ୍ରେମିକା ସୁରଜ ନାମ୍ବିୟାର ମଧ୍ୟ ସେଠାରେ ରୁହନ୍ତି। ମୋନି ଖୁବଶୀଘ୍ର ତାଙ୍କ ପ୍ରେମିକଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏହା ପରେ ସେ ଦୁବାଇ ସିଫ୍ଟ କରିବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୋରା ନୁହନ୍ତି, ଏହି ପାକିସ୍ତାନୀ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଆର୍ୟନ ଖାଁ !

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ। କିଛି ଦିନ ଧରି ସେ ନୋରା...

‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ରେ ବିବେକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ପରେ ଅଭିନେତା ବିବେକ ଓବେରୟ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅଭିନୟ କରିବେ। ବାଲାକୋଟର...

ଫିଲ୍ମଠାରୁ କମ୍‌ ନୁହେଁ ପ୍ରେମକାହାଣୀ; ଭିନ୍ନ ଧର୍ମର ସତ୍ତ୍ୱେ…

ବମ୍ବେ: ଫିଲ୍ମ କଳାକାର-କ୍ରିକେଟରମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ କିଛି ନୂଆ କଥା ନୁହେଁ। ଅନେକ ପ୍ରେମକାହାଣୀ ଏଭଳି ଗଢ଼ିଉଠିଛି। ସେଥିମଧ୍ୟରୁ ଭାରତୀୟ କ୍ରିକେଟର ଜାହିର ଖାନ୍‌ ଏବଂ...

ଆସନ୍ତା ଜାନୁୟାରୀରେ ବିବାହ କରିବେ ଆଥିଆ-ରାହୁଲ

ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହ ରହିଛି। ଦୁହେଁ କେବେ ବିବାହ କରୁଛନ୍ତି ତାହାକୁ...

ବିବାହର ୨୧ ବର୍ଷ ପରେ ପ୍ରେମରେ ପଡ଼ିଥିଲେ ଅର୍ଜୁନ: ୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ...

କିଆରା-ସିଦ୍ଧାର୍ଥଙ୍କ ବିବାହ ସମାରୋହରେ ସାମିଲ ହେବେ ଏହି ସବୁ ଅଭିନେତା

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ମଧ୍ୟରୁ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ପ୍ରଶଂସକ। ବର୍ତ୍ତମାନ ଏହି ଯୋଡି ଖୁବ୍‌ଶୀଘ୍ର...

ସିଝା ଅଣ୍ଡା ଭଳି ଦେଖାଯାଉଛନ୍ତି ଷ୍ଟାର କିଡସ୍‌: କଙ୍ଗନା

ମୁମ୍ବାଇ: କଙ୍ଗନା ରାନାୱତ ଏମିତି ଏକମାତ୍ର ଅଭିନେତ୍ରୀ ଯେକି ବିନା ହିରୋରେ ୧୦୦ କୋଟିର ମୁଭିଜ ଦେଇପାରନ୍ତି । କଙ୍ଗନାଙ୍କୁ ତାଙ୍କ ଦମଦାର ଅଭିନୟ ପାଇଁ...

ରିଲିଜ୍ ହେଲା ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ପ୍ରଥମ ପୋଷ୍ଟର

ମୁମ୍ବାଇ: ଦୀର୍ଘ ପ୍ରାୟ ଦୁଇ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି ଅଭିନେତା ସାହିଦ କପୁର । ଏବେ ସେ ତାଙ୍କ ଅପକମିଂ ଫିଲ୍ମ ‘ଜର୍ସି’ରେ...

Advertisement
Archives

Model This Week