ଜାଲ୍‌ କାଗଜପତ୍ର ଦେଇ ୩ କୋଟିରୁ ଊର୍ଦ୍ଧ୍ୱ ଠକେଇ, ବନ୍ଧା ହେଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର

ଭୁବନେଶ୍ୱର,୨୬ା୧(ବ୍ୟୁରୋ): ଜାଲ୍‌ କାଗଜପତ୍ର ଦେଇ ୩ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବାପୁଜୀନଗରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପୂର୍ବତନ ଚିଫ୍‌ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ ଗିରଫ ହୋଇଛନ୍ତି। ବିରେନ୍ଦ୍ରଙ୍କ ସହିତ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି। ସେମାନେ ହେଲେ ଫିଲ୍ଡ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା। ଏହି ୩ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଇଡବ୍ଲ୍ୟୁଓ ଗିରଫ କରିଛି। ଜାଲ କାଗଜପତ୍ର ମାଧ୍ୟମରେ ସେମାନେ ୩ କୋଟି ୬୮ ଲକ୍ଷ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ୨୦୧୭ ମସିହାରେ ଠକେଇ ହୋଇଥିବା ବେଳେ ଗତ ଡିସେମ୍ବରରେ ଇଡବ୍ଲ୍ୟୁଓରେ ଅଭିଯୋଗ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ-ଆମେରିକା ମଧ୍ୟରେ ପୁନଃ ପ୍ରତିଷ୍ଠା ହେବ ରଣନୈତିକ ଉର୍ଜା ସମ୍ପର୍କ’

ଭୁବନେଶ୍ୱର, ୩୧ା୩(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଊର୍ଜା ସଚିବ ଜେନିଫର ଗ୍ରାନ୍‌ହୋଲମଙ୍କ ମଧ୍ୟରେ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସରେ ଏକ ପ୍ରାରମ୍ଭିକ ବୈଠକ...

ଆଜି ରାଜଧାନୀରୁ ୯ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୮

ଭୁବନେଶ୍ୱର,୨ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି।...

ମଙ୍ଗଳାଯୋଡ଼ିରେ ‘ମାଲାର୍ଡ’ ପକ୍ଷୀ

ଭୁବନେଶ୍ୱର,୫।୧୨(ବ୍ୟୁରୋ) : ଶୀତ ଆରମ୍ଭରୁ ବିହଙ୍ଗ ଭୂସ୍ବର୍ଗ ମଙ୍ଗଳାଯୋଡ଼ିକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ପ୍ରଥମଥର ସେଠାରେ ବିରଳ ପ୍ରଜାତିର ‘ମାଲାର୍ଡ’ ପକ୍ଷୀ ଶୁକ୍ରବାର...

ବଦଳିପାରେ ପରେଡ୍‌ ସ୍ଥାନ

ଭୁବନେଶ୍ୱର, ୩।୮(ବ୍ୟୁରୋ): ଆସନ୍ତା ସ୍ବାଧନତା ଦିବସ ଅବସରରେ ରାଜ୍ୟସ୍ତରୀୟ ପରେଡ୍‌ ସ୍ଥାନ ବଦଳିପାରେ। ବିକଳ୍ପଭାବେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଦର୍ଶନୀ ପଡ଼ିଆ, ଜନତା...

ସଫଳତା ଦୋହରାଇବା ଲକ୍ଷ୍ୟରେ ଭାଜପା

ଜଗତ୍‌ସିଂହପୁର ଅଫିସ, ୨୧ା୨: ଜଗତ୍‌ସିଂହପୁର ଜିଲାର ୨୬ଟି ଜିଲା ପରିଷଦ ଜୋନ ମଧ୍ୟରୁ କୁଜଙ୍ଗ ବ୍ଲକର ୪ଟି ଯାକ ଆସନର ଗୁରୁତ୍ୱ ରହିଛି। ୨୦୧୭ ନିର୍ବାଚନରେ...

ଘଣ୍ଟାକୁ ୪ କି.ମି. ବେଗରେ ବଢୁଛି ଅମ୍ଫନ: ୨୦ରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ପାରାଦୀପଠାରୁ ୭୭୦ କିମିଦୂରରେ ରହିଛି ବାତ୍ୟା ଅମ୍ଫନ। ଏହା ଘଣ୍ଟାକୁ ୪ କି.ମି. ବେଗରେ ବଢୁଛି। ୨୦ ତାରିଖ ଅପରାହ୍ନରେ ଏହା ଦୀଘା-ହାତିଆ ମଝିରେ ସୁନ୍ଦରବନରେ...

ରାଜ୍ୟରେ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ଲୋକାଲ କେସ୍‌...

ବିଜେଡିରେ ମିଶିଲେ ବିଧାୟକ ସୁର ରାଉତରାୟଙ୍କ ପ୍ରତିନିଧି

ଖୋର୍ଦ୍ଧା ଅଫିସ,୧୦।୩: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପ୍ରତିନିଧି ଲକ୍ଷ୍ମୀଧର ବିଶ୍ବାଳ ବିଧିବଦ୍ଧ ଭାବେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଗୁରୁବାର ଯୋଗ...

Advertisement
Archives

Model This Week