ମିନି ସୁଜି ପିଜା

ଆବଶ୍ୟକ ସାମଗ୍ରୀ: ପିଜା ବେସ୍‌ ପାଇଁ-ସୁଜି- ଅଧା କପ୍‌, ଗାଉଳ ଗୁଣ୍ଡ- ୨ଚାମଚ, ଦହି- ଅଧା କପ୍‌, ଚିଲି ଫ୍ଲେକ୍‌ସ- ଅଧା ଚାମଚ, ଅଦା ଓ ରସୁଣ ପେଷ୍ଟ- ଅଧା ଚାମଚ, ଗୋଲମରିଚ ଗୁଣ୍ଡ- ଅଳ୍ପ, ବେକିଂ ପାଉଡର- ଅଧା ଛୋଟଚାମଚ, ଲୁଣ ସ୍ବାଦ ଅନୁସାରେ। ପିଜା ଟପିଂ ପାଇଁ- ପିଆଜ ୧ଟି (ମଧ୍ୟମ ଆକାର), କ୍ୟାପସିକମ୍‌- ୧ଟି ଛୋଟ, ଟମାଟୋ- ୧ଟି ଛୋଟ, ଲହୁଣି- ଅଧାକପ୍‌, ପିଜା ଶସ୍‌- ଅଧା କପ୍‌, କଞ୍ଚା ଲଙ୍କା ଓ ଚିଲି ଫ୍ଲେକ୍‌ସ- ଅଳ୍ପ, ଚାଟ ମସଲା- ୧ ଚାମଚ, ଆବଶ୍ୟକ ଅନୁସାରେ ତେଲ।
ପ୍ରଣାଳୀ: ପ୍ରଥମେ ପିଜା ବେସ୍‌ ପାଇଁ ଥିବା ସାମଗ୍ରୀ ମଧ୍ୟରୁ କେବଳ ବେକିଂ ସୋଡାକୁ ଛାଡ଼ି ଅନ୍ୟ ସବୁକୁ ମିଶାଇ ଦିଅନ୍ତୁ। ଆବଶ୍ୟକ ହେଲେ ଅଳ୍ପ ପାଣି ମିଶାଇ ଏକ ଗାଢ଼ା ଘୋଳ ତିଆରି କରନ୍ତୁ। ମିଶ୍ରଣକୁ ୨୦ ମିନିଟ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ। ଏହାପରେ ସେଥିରେ ବେକିଂ ସୋଡା ପକାଇ ଭଲଭାବେ ଗୋଳାନ୍ତୁ। ନନ୍‌ଷ୍ଟିକ୍‌ ତାୱା ବସାଇ ସେଥିରେ ତେଲ ପକାନ୍ତୁ। ତାୱାରେ ଏକ ଚାମଚ ଘୋଳ ପକାଇ ଉତ୍ତପମ୍‌ ଭଳି କରନ୍ତୁ। ଦୁଇ ପଟକୁ କମ୍‌ ଆଞ୍ଚରେ ଭଲଭାବେ ସେକନ୍ତୁ। ମିନି ଉତ୍ତପମ୍‌ ଉପରେ ପିଜା ଶସ୍‌ ଲଗାଇ ତା’ପରେ ଚାଟ୍‌ ମସଲା ପକାନ୍ତୁ। ଏହାପରେ ସମସ୍ତ କଟା ହୋଇଥିବା ପରିବାକୁ ପକାଇ ତା’ ଉପରେ ଲହୁଣି ପକାନ୍ତୁ। ମିନି ପିଜାକୁ ନନ୍‌ଷ୍ଟିକ୍‌ ତାୱା ଉପରେ ଲହୁଣି ତରଳିବା ପର୍ଯ୍ୟନ୍ତ ରଖନ୍ତୁ। ତା’ପରେ ତାୱାରୁ କାଢ଼ି ଚିଲି ଫ୍ଲେକ୍ସ ଓ ଗୋଲମରିଚ ଗୁଣ୍ଡ ପକାଇ ସର୍ଭ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri