ତଳମୁହାଁ ଶେୟାର ବଜାର: ୭ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୧୩।୧୨: ଭାରତୀୟ ଶେୟାର ବଜାରରେ ଶୁକ୍ରବାର ସେନସେକ୍ସ ୧,୨୦୦ ପେଣ୍ଟରୁ ଅଧିକ ହ୍ରାସ ପାଇଛି। ଗୁରୁବାର ରେକର୍ଡ ହୋଇଥିବା ୪୫୮.୧୫ ଲକ୍ଷ କୋଟି ଟଙ୍କା ତୁଳନାରେ ଆଜି ନିବେଶକଙ୍କ ସମ୍ପତ୍ତି ୬.୯୩ ଲକ୍ଷ କୋଟି ହ୍ରାସ ପାଇ ୪୫୧.୨୨ ଲକ୍ଷ କୋଟିରେ ପହଞ୍ଚିଛି। ସେନସେକ୍ସ ୧୨୦୭ ପଏଣ୍ଟ ଖସି ୮୦,୦୮୨ କୁ ଚାଲି ଆସିଛି ଏବଂ ନିଫ୍ଟି ୩୬୮ ପଏଣ୍ଟ ହ୍ରାସ ପାଇ ୨୨୪,୧୮୦ କୁ ଖସି ଆସିଛି। ଯାହା ଦଲାଲ ଷ୍ଟ୍ରିଟରେ ନିବେଶକଙ୍କ ଦୁର୍ବଳ ଭାବନାକୁ ପ୍ରତିଫଳିତ କରିଛି।

ଶୁକ୍ରବାର କାରବାର ଆରମ୍ଭ ହେବା ପରେ ୨୨୦ ଶେୟାର ଲୋୟର ସର୍କିଟ ଛୁଇଁଥିଲା, ଯେତେବେଳେ କି ୨୨୩ ଶେୟାର ଅପର ସର୍କିଟ ଛୁଇଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟାଶ୍ରୀ ମୃତ୍ୟୁ: ଭକ୍ତ ଦାସ ଗିରଫ, ଆନ୍ଦୋଳନ ଭିତରେ ଆସିଲା ବଡ଼ ଖବର

ଭୁବନେଶ୍ୱର,୧୭।୭: କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଭିତରେ ଆସିଛି ବଡ଼ ଖବର। ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି। ଆନ୍ଦୋଳନସ୍ଥଳରୁ ଭକ୍ତଙ୍କୁ ଉଠାଇ...

ଆନ୍ଦୋଳନ ଭିତରେ ଭାଜପାର ବଡ଼ ଘୋଷଣା, ଆମେ…

ଭୁବନେଶ୍ୱର,୧୭।୭: ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସାରା ରାଜ୍ୟ ଉଠୁଛି ପଡୁଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ଗତକାଲି ବିଜେଡି...

କୋହଲି ଦୋଷୀ ସାବ୍ୟସ୍ତ: ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ସରକାର

ବେଙ୍ଗାଲୁରୁ,୧୭।୭:ବେଙ୍ଗାଲୁରୁରେ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ଉତ୍ସବ ସମୟରେ ଦଳାଚକଟା ସମ୍ପର୍କରେ କର୍ନାଟକ ସରକାର ହାଇକୋର୍ଟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିଛନ୍ତି।...

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ପିଅନଙ୍କ ସାଂଘାତିକ ବୟାନ, ପ୍ରିନ୍ସପାଲଙ୍କ ଦେହରେ ଲାଗିଥାନ୍ତା ନିଆଁ!

ଭୁବନେଶ୍ୱର,୧୭।୭: ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର।...

ପାକିସ୍ତାନରେ ଭୟଙ୍କର ପରିସ୍ଥିତି: ଚାରିପଟୁ ଆକ୍ରମଣରେ ଗଡ଼ିଲା ୨୯ ସୈନିକଙ୍କ ମୁଣ୍ଡ

ଇସଲାମାବାଦ୍‌,୧୭।୭: ପାକିସ୍ତାନର ପରିସ୍ଥିତି ପୁଣି ଥରେ ଖରାପ ହେଉଥିବା ପରି ମନେ ହେଉଛି। ବାଲୁଚ ଲିବରେସନ ଆର୍ମି(BLA)ଦାବି କରିଛି ଯେ, ଏହା କଳାଟ ଏବଂ କ୍ୱେଟାରେ...

ଅଧରାତି ଯାଏ ମୋହନଙ୍କ ବାସଭବନରେ ବୈଠକ: ଓଡ଼ିଶା ରାଜନୀତିରେ କିଛି ବଡ଼ ହୋଇପାରେ…

ଭୁବନେଶ୍ୱର,୧୭।୭: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ଭିଡିଓ ଭାଇରାଲ ପରେ ଜଣାପଡିଛି ଅସଲ ସତ। ଏଫଏମ...

ଆଜି ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ?

ଭୁବନେଶ୍ୱର,୧୭।୭: ବାଲେଶ୍ୱରର ଫକୀର ମୋହନ ସୱୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଙ୍କଙ୍କ ଆତ୍ମହତ୍ୟା ଘଟଣାକୁ ନେଇକରି ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ସାତଟି ରାଜନୈତିକ ଦଳ ଜୁଲାଇ...

Featured Video Play Icon

ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର,୧୭ା୭: ଗୁରୁବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri