ଯୁବତୀ-ଯୁବକଙ୍କ ଝଗଡ଼ା ସମାଧାନ କରିବାକୁ ଯାଇଥିଲେ ଜଣେ ବ୍ୟକ୍ତି, କାନ କାମୁଡ଼ି ଛିଡ଼ାଇ ଦେଲେ

ଓ୍ବାଶିଂଟନ,୯ା୮: ଆମେରିକା ପୋର୍ଟ ସେଣ୍ଟ୍‌ ଲୁସିରେ ଜଣେ ଯୁବକ ଯାହା କରିଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୩୫ ବର୍ଷୀୟ ଜେମ୍ସ ଲେନ୍‌ ଓ୍ବିଲିୟମ୍ସ ନାମକ ଜଣେ ଯୁବକଙ୍କ ଉପରେ ଜଣେ ବ୍ୟକ୍ତିଙ୍କ କାନ କାମୁଡ଼ି ଛିଡ଼ାଇ ଦେବା ପରି ଅଭିଯୋଗ ହୋଇଛି।

ଯାଞ୍ଚକର୍ତ୍ତା କୁହନ୍ତି, ଓ୍ବିଲିୟମ୍ସ ଛୁଟିରେ ସାଙ୍ଗମାନଙ୍କ ସହ ଏକ ହୋଟେଲ ରୁମ୍‌ରେ ଥିଲେ। ଏହି ସମୟରେ ଆଉ ଏକ ମହିଳା ଗ୍ରୁପ୍‌ର ଜଣେ ଯୁବତୀ ଓ୍ବିଲୟିମ୍ସଙ୍କ ସହ ଧକ୍କା ହୋଇଥିଲା। ଏହାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହା ଦେଖି ପାଖରେ ଥିବା ଜଣେ ବ୍ୟକ୍ତି ସେମାନଙ୍କୁ ବୁଝାଇବାକୁ ଯାଇଥିଲେ। ମାତ୍ର ଉତ୍‌କ୍ଷିପ୍ତ ହୋଇଥିବା ଓ୍ବିଲିୟମ୍ସ ତାଙ୍କ କାନକୁ ଦାନ୍ତରେ କାମୁଡ଼ି ଛିଡ଼ାଇ ଦେଇଥିଲେ। ଏହି ଅଭିଯୋଗରେ ଓ୍ବିଲିୟମ୍ସଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଆମାଜନ ଜଙ୍ଗଲର ନିଆଁ, ସାରା ବିଶ୍ୱରେ ବିରୋଧ ପ୍ରଦର୍ଶନ ଜାରି

ହୁମାଇଟା,୨୫।୮: ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ଦୁଇ ସପ୍ତାହ ହେଲା ଜଳୁଛି। ଏହି ନିଆଁ ଲିଭିବାର ନାଁ ଧରୁନି। ବ୍ରାଜିଲ୍‌ ଏବଂ...

ଆମେରିକାର ଚେତାବନୀ, ବେଜିଂ ଅଲିମ୍ପିକ୍ସ ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ

ୱାଶିଂଟନ,୧୨ ।୨: ୟୁକ୍ରେନ୍ ମାମଲାରେ ରୁଷିଆ ସହ ପଶ୍ଚିମ ଦେଶର ତୁତୁ ମେମେ ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନସଲର...

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ଅଷ୍ଟମରେ ଭାରତ

ଶର୍ମ ଏଲ୍‌-ଶେଖ୍‌,୧୫ା୧୧: ଇଜିପ୍ଟର ଶର୍ମ ଏଲ୍‌-ଶେଖ୍‌ରେ ଜାତିସଂଘ ପକ୍ଷରୁ ଚାଲିଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୭ତମ ସମ୍ମିଳନୀରେ ବିଶ୍ୱନେତାମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି।...

ଇରାକରେ ସରକାର ବିରୋଧୀ ବିକ୍ଷୋଭ ଜୋରଦାର: ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ ମେହଦି

ବାଗଦାଦ୍‌,୧ା୧୨: ଇରାକ୍‌ରେ ଅକ୍ଟୋବରରୁ ଲାଗିରହିଥିବା ସରକାର ବିରୋଧୀ ବିକ୍ଷୋଭ କ୍ରମେ ଅଧିକ ସହରକୁ ବ୍ୟାପିଚାଲିଛି। ବିକ୍ଷୋଭ ହିଂସାରେ ୩୫୪ ଲୋକଙ୍କ ଜୀବନ ଗଲାଣି ଓ ୮୦୦୦ରୁ...

ମହିଳାଙ୍କ ପାଟିରୁ ବାହାରିଲା ୪ ଫୁଟର ସାପ

ମସ୍କୋ, ୧।୯: ପାଟିରୁ ସାପ ବାହାରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ରୁଷ୍‌ରେ ମହିଳାଙ୍କ ପାଟିରୁ ଡାକ୍ତର ୪ ଫୁଟ ଲମ୍ବର ସାପ...

ମହିଳାଙ୍କ ଅଧିକାର ଛଡାଇ ନେଲା ତାଲିବାନ

କାବୁଲ,୨୦ ।୯: ଆଫଗାନିସ୍ତାନରେ ତାଲିବାନର ରାଜୁତିକୁ ପାଖାପାଖି ୧ ମାସ ହେବାକୁ ଯାଉଛି । ହେଲେ ଏହାରି ଭିତରେ ତାଲିବାନ ଦେଇଥିବା କଥା ରଖିନାହିଁ ।...

କରୋନା ଭ୍ୟାକ୍ସିନକୁ ନେଇ ସତର୍କ କଲା ଇଣ୍ଟରପୋଲ!

ଲଣ୍ଡନ,୬ ।୧୨: କରୋନା ଭାଇସରଠାରୁ ଦୂରେଇ ରହିବାକୁ ବିଶ୍ୱବାସୀଙ୍କୁ ଖୁବ୍‌ଶୀଘ୍ର ଏହାର ଭ୍ୟାକ୍ସିନ ମିଳିଯିବ ବୋଲି କୁହାଯାଉଛି । ହେଲେ ଏହା ସାଧାରଣ ଜନତାଙ୍କ ପାଖରେ...

ଫାଇଜର-ମର୍ଡେନା ଭାକ୍ସିନ୍‌କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍‌...

Advertisement
Archives

Model This Week