Posted inଜାତୀୟ

ବେଆଇନ ନିର୍ମାଣ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସିଲ୍‌ କରି ଲେଭାନା ହୋଟେଲକୁ ଭାଙ୍ଗିବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ,୫।୯: ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ଲେଭାନା ହୋଟେଲକୁ ନେଇ ପୋଲିସ ଏକ ବଡ଼ ସୂଚନା ଦେଇଛି। ନକ୍ସା ପାସ୍‌ ନ କରି ଏହି ହୋଟେଲ ନିର୍ମାଣ କରାଯାଇଛି ବୋଲି ସୋମବାର ପୋଲିସ କହିଛି। ଏହି ପରିପ୍ରେକ୍ଷୀରେ ହୋଟେଲକୁ ସିଲ୍‌ କରିବା ସହ ଭାଙ୍ଗିବା ପାଇଁ ମଣ୍ଡଳ କମିଶନ ରୋଶନ ଜାକବ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ଲେଭାନା ହୋଟେଲର ବ୍ୟବସାୟିକ ନକ୍ସା ପାସ୍‌ ହୋଇ ନ ଥିବା କମିଶନରଙ୍କ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଏହାପରେ କମିଶନରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ହୋଟେଲ ଲେଭାନାରେ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୪ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଦୁଇ ଜଣଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିବା ବେଳେ ୨୪ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପଟେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନ ଥିବା ବେଳେ ଅଗ୍ନିଶମ ବିଭାଗ କିଭଳି ଏନ୍‌ଓସି ଦେଲା ସେନେଇ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏଥିସହ ହୋଟେଲରେ ଅଗ୍ନିକାଣ୍ଡ ଘଟଣାରେ ମ୍ୟାନେଜରଙ୍କୁ ପୋଲିସ ଗିରଫ କରିଛି। ସେହିପରି ମାଲିକ ରୋହିତ ଅଗ୍ରୱାଲ ଏବଂ ତାଙ୍କ ସାଥୀଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

କେଚ୍‌ଅପ୍‌କୁ ରକ୍ତ କହି ଫଟୋ ପଠାଇଲେ କିଲର

ବେଙ୍ଗାଲୁରୁ, ୨୩ା୮: କର୍ନାଟକରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବାକୁ ସୁପାରି ଦେଲେ। ସୁପାରିକିଲର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପହରଣ ମଧ୍ୟ କଲେ। ହେଲେ ହତ୍ୟା...

୫ ରାଜ୍ୟବାସୀଙ୍କୁ ଦିଲ୍ଲୀ ମନା

ନୂଆଦିଲ୍ଳୀ,୨୪।୨: ଦେଶର କରୋନା ସଂକ୍ରମଣ ପୁଣି ଫେରିଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୫ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏସବୁ...

୧୭ ବର୍ଷରେ ଅସ୍ତ୍ରବିରତି: ପ୍ରତିଦିନ ୨ ଥର ଉଲ୍ଲଂଘନ କରୁଛି ପାକିସ୍ତାନ

ଶ୍ରୀନଗର,୨୫।୧୧: ଭାରତ ପାକିସ୍ତାନ ମଧ୍ୟରେ ୨୦୦୩ ନଭେମ୍ବର ୨୬ ମଧ୍ୟରାତ୍ରଠାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଅସ୍ତ୍ରବିରତିକୁ ୧୭ ବର୍ଷ ବିତିଛି। ତେବେ ଏହି ସମୟରେ...

‘ କେରଳରେ ଭାଜପା ପାଇଁ ଯାଗା ନାହିଁ ’

ଥିରୁଭାନ୍ଥପୁରମ,୨।୫ : କେରଳରେ ଭାଜପା ପାଇଁ ଯାଗା ନାହିଁ। ଆମ ରାଜ୍ୟ କଦାପି ସାମ୍ପ୍ରଦାୟିକତା ଓ ଧାର୍ମିକ ବିଭେଦକୁ ଗ୍ରହଣ କରିବ ନାହିଁ। ୟୁଡିଏଫ୍‌ର କ୍ରସ...

ଉଦ୍ଧବଙ୍କ କାର୍ଯ୍ୟାନୁଷ୍ଠାନ: ବିଦ୍ରୋହୀ ମନ୍ତ୍ରୀଙ୍କଠାରୁ କାଢି ନେଲେ ବିଭାଗ

ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଥମୁନି। ସୋମବାର ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ...

ଆଜି ଜାମିନ୍‌ ଆବେଦନର ରାୟ ଶୁଣାଇବେ କୋର୍ଟ

ଗାନ୍ଧିନଗର,୨୯।୪: ଗୁଜୁରାଟର ବିଧାୟକ ଜିଗ୍ନେଶ ମଓ୍ବୋନୀଙ୍କ ଗିରଫ ମାମଲାରେ ଆଜି ଜାମିନ୍‌ ଆବେଦନର ରାୟ ଶୁଣାଇବେ କୋର୍ଟ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟୁଇଟ୍‌ କରି ସେ ଗିରଫ...

ଅବକାରୀ ନୀତି ଦୁର୍ନୀତି: ୪୦ ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୧୬।୯: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୪୦ଟି ସ୍ଥାନରେ ଚଢାଉ କରିଛି। ମଦ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟର୍‌ ଓ ସପ୍ଲାଏ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୫ ଦିନ ମଧ୍ୟରେ ଘରେ ପହଞ୍ଚିବେ ସମସ୍ତ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୫।୬: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ସୁପ୍ରିକୋର୍ଟରେ ଶୁକ୍ରବାର ଶୁଣାଣି କରାଯାଇଛି। କୋର୍ଟ କହିଛନ୍ତି ରାଜ୍ୟ ବାହାରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରେ...

Advertisement
Archives

Model This Week