ନୂଆଦିଲ୍ଲୀ,୮।୨: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇଏଲ୍)ର ବ୍ରାଣ୍ଡ୍ ୱିର ସଂସ୍ଥାଗତ ଶାଖା ୱି ବିଜନେସ୍ ପକ୍ଷରୁ ୱି ବିଜନେସ୍ ଆଇଓଟି ସ୍ମାର୍ଟ ସେଣ୍ଟ୍ରାଲ୍ର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଭୋଡାଫୋନ୍ ଆଇଡିଆର ଇଭିପି ଓ ଆଇଓଟି ବ୍ୟବସାୟ ମୁଖ୍ୟ ଅମିତ ଶତପଥୀ କହିଛନ୍ତି, ଆଇଓଟିର ବର୍ଦ୍ଧିତ ଗ୍ରହଣୀୟତା ଯୋଗୁଁ ଆଗାମୀ ଦଶନ୍ଧିରେ ଏକ ବ୍ୟାପକ ଆଇଓଟି ବ୍ୟବସ୍ଥା ଦେଖିବାକୁ ମିଳିବ, ଯେଉଁଥିରେ କୋଟି କୋଟି ଡିଭାଇସ୍ ଯୋଡ଼ି ହୋଇ ରହିବ। ଭାରତର ଆଇଓଟି କ୍ଷେତ୍ରରେ ଆମର ଦୃଢ଼ ନେତୃତ୍ୱ ଓ ଦକ୍ଷତାକୁ ନେଇ ସେହି ପ୍ରଗତିକୁ ଆମେ ଶୁଭାରମ୍ଭ କରିଥିବା ୱି ବିଜନେସ୍ ଆଇଓଟି ସ୍ମାର୍ଟ ସେଣ୍ଟ୍ରାଲ୍ ସହଯୋଗ କରିବ। ଏକ ସ୍ମାର୍ଟ ଓ କନେକ୍ଟେଡ୍ ଦୁନିଆରେ ଏହି ଭବିଷ୍ୟତ ଲାଗି ପ୍ରସ୍ତୁତ ପ୍ଲାଟଫର୍ମ ସଂସ୍ଥାଗୁଡ଼ିକୁ ଆଇଓଟିର ଶକ୍ତିକୁ ବ୍ୟବହାର କରିବାରେ ସହାୟକ ହେବ।
‘ଭୁଲିଗଲି ସାର୍…’, ଟସ୍ ବେଳେ ପ୍ଲେଇଂ-୧୧ ଭୁଲିଗଲେ ବୈଭବ ସୂର୍ଯ୍ୟବଂଶୀ! ଭିଡିଓ ଭାଇରାଲ
ପାଟନା,୧୪ା୧୧: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ୍ ଜଗତରେ ଆଉ ଏକ ଇତିହାସ ରଚିଛନ୍ତି ଯୁବ କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବିହାର…
ରାସ୍ତା ଦୁର୍ଘଟଣାରେ ଶହୀଦ ହେଲେ ଅଜୟ, ଜନ୍ମମାଟିରେ ଜଳିଲା ଜୁଇ, ଲୁହରେ ଭିଜିଲା ପୂରା ଗାଁ
ସବଡେଗା,୧୪ା୧୧(ଅନନ୍ତ ପଟେଲ): ସୁନ୍ଦରଗଡ ଜିଲା ସବଡେଗା ବ୍ଲକ କଇଁସରା ଗ୍ରାମର ଅଜୟ ବାଆ ତିନିବର୍ଷ ହେବ ଓଡ଼ିଶା ପୋଲିସରେ ଯୋଗ ଦେଇଥିଲେ। କାର୍ଯ୍ୟରତ ସମୟରେ ଅଜୟ କଲ…
ସାମ୍ଭାବ୍ୟ ବାତ୍ୟା: ୧୭ରୁ ୨୦ ଯାଏ ସମୁଦ୍ରକୁ ଯିବା ମନା, ଓଡ଼ିଶାର ଏହି ଜିଲାକୁ ଆଲର୍ଟ
ଭୁବନେଶ୍ୱର, ୧୪ା୧୧: ଆସନ୍ତା ୧୬ ତାରିଖରେ ସମୁଦ୍ରରେ ବାତ୍ୟା ରୂପ ନେବ ଏବଂ ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଇଛି ।…
୬ଟି ଚୌକା, ୪ଟି ଛକା…ଓଡ଼ିଶା ବୋଲରଙ୍କ ହୋସ ଉଡ଼ାଇଲେ ଉର୍ଭିଲ ପଟେଲ! SMAT ରେ CSK ଖେଳାଳିଙ୍କ ଦମଦାର୍ ଇନିଂସ
ନୂଆଦିଲ୍ଲୀ,୧୪।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରୁ ହିଁ କିଛି ବ୍ୟାଟ୍ସମ୍ୟାନ ସେମାନଙ୍କର ଦମ୍ ଦେଖାଇଛନ୍ତି। ଏଥିରେ ଗୁଜୁରାଟର ୱିକେଟକିପର ବ୍ୟାଟ୍ସମ୍ୟାନ ଉର୍ଭିଲ…
CM ଶିବକୁମାରଙ୍କୁ ଟାର୍ଗେଟ୍ କଲେ ତାମିଲନାଡୁ କଂଗ୍ରେସ ମୁଖ୍ୟ, କାରଣ ଜାଣିଲେ…
ନୂଆଦିଲ୍ଲୀ,୧୪ା୧୧: କାବେରୀ ନଦୀ ଉପରେ ପ୍ରସ୍ତାବିତ ମେକେଦାଟୁ ଡ୍ୟାମ୍ ନିର୍ମାଣକୁ ନେଇ କଂଗ୍ରେସ ଭିତରେ ମତଭେଦ ସାମ୍ନାକୁ ଆସିଛି । କର୍ନାଟକ ସରକାର ଏହି ପ୍ରକଳ୍ପକୁ ଆଗକୁ…
ମନରେଗା କାମରେ କୋଟିକୋଟି ଟଙ୍କାର ଦୁର୍ନୀତି ଅଭିଯୋଗ, ବିଡିଓଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ଜବକାର୍ଡଧାରୀ
ଥୁଆମୂଳ ରାମପୁର,୧୪ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ବଡ଼ବଫଲା ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା…
ରାଜପୁରରେ ଚାଞ୍ଚଲ୍ୟ: ହତ୍ୟାକରି ଧାନବିଲରେ ଦୋକାନୀଙ୍କ ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ
ସୁନ୍ଦରଗଡ଼ର,୧୪ା୧୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ନିରୀହ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହକୁ ଧାନ ବିଲରେ ଫିଙ୍ଗି ଫେରାର ହୋଇଯାଇଛନ୍ତି…
ଏହି ତାରିଖରେ ବିବାହ କରିବେ କ୍ରିକେଟର ରିଙ୍କୁ ସିଂ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ନିମନ୍ତ୍ରଣପତ୍ର
ଲକ୍ଷ୍ନୌ,୧୪ା୧୧: ଭାରତୀୟ କ୍ରିକେଟ୍ ଦଳକୁ ପୁଣି ଫେରିବା ପାଇଁ ଉଦ୍ୟମ ଜାରି ରଖିଥିବା ଷ୍ଟାର୍ କ୍ରିକେଟର ରିଙ୍କୁ ସିଂ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଡିସେମ୍ବର…

